Swastik Tv News Odisha

ଝିଅ ମାନଙ୍କର ଶୋଇବା ଶୈଳୀରୁ ଜାଣନ୍ତୁ ସେମାନଙ୍କୁ କେଉଁ ପ୍ରକାର ପୁଅ ପସନ୍ଦ – Life Style

0

ଯେତେବେଳେ ବି ଗୋଟିଏ ପୁଅ କୌଣସି ଝିଅ ସହିତ ଫ୍ରେଣ୍ଡ ହେବାକୁ ଚାହେଁ ସେତେବେଳେ ତା ମନରେ ବହୁତ ଗୁଡିଏ ପ୍ରଶ୍ନ ଆସିଥାଏ । ଯେମିତିକି ସେ ଝିଅକୁ କେଉଁ ପ୍ରକାର ପୁଅ ପସନ୍ଦ ଅଟେ ଏବଂ ତାର ସ୍ୱଭାବ କିପରି ଅଟେ । ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ହୋଇଥାନ୍ତି , ସେହିପରି ସେମାନଙ୍କ ଶୋଇବା ପଜିସନ ମଧ୍ୟ ଅଲଗା ଅଲଗା ହୋଇଥାଏ । ତେବେ ଆଜି ଆମେ ଜାଣିବା ଝିଅ ମାନଙ୍କର ଶୋଇବା ପଜିସନରୁ ଜାଣିପାରିବା ସେମାନଙ୍କୁ କେଉଁ ପ୍ରକାର ପୁଅ ପସନ୍ଦ ଅଟନ୍ତି ।

1. ସିଧା ହୋଇ ଶୋଇବା :-

ବହୁତ କମ ଝିଅ ଥାନ୍ତି ଯେଉଁମାନଙ୍କୁ ସିଧା ହୋଇ ଶୋଇବାର ଅଭ୍ୟାସ ଥାଏ , ଏହିପରି ଝିଅମାନେ ଯେଉଁ ସ୍ୱପ୍ନ ଦେଖିଥାନ୍ତି ତାହାକୁ ସଫଳ କରିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । ଏହିପରି ଝିଅ ମାନଙ୍କୁ ଏପରି ପୁରୁଷ ପସନ୍ଦ ଅଟେ , ଯେଉଁମାନେ ନିଜ ସ୍ୱାଭିମାନ ପାଇଁ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ଥିବେ ।

2. ଓଲଟା ହୋଇ ମୁହଁ ତଳକୁ କରି ଶୋଇବା :-

ଯେଉଁ ଝିଅ ମାନେ ଓଲଟା ହୋଇ ଶୁଅନ୍ତି ସେହି ଝିଅମାନେ ଟିକେ ଲୋଭୀ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ପାର୍ଟନରକୁ ସବୁବେଳେ କିଛି ନା କିଛି ମାଗିଥାନ୍ତି , ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟେ ଯେଉଁମାନେ ଏମାନଙ୍କୁ ପ୍ରତି କଥାରେ ସରପ୍ରାଇଜ ଦେଉଥିବେ । ଅର୍ଥାତ୍ ସେହି ପୁଅ ମାନେ ଯାହା ପାଖରେ ଝିଅକୁ ଖୁସୀ କରିବାର କ୍ଷମତା ରହିଅଛି । ବୋରିଙ୍ଗ ପୁଅ ଏମାନଙ୍କୁ ଆଦୌ ପସନ୍ଦ ନୁହେଁ ।

3. ବାମ ସାଇଡ୍ କୁ ମୁହଁ କରି ଶୋଇବା :-

ଯେଉଁମାନେ ବାମ ସାଇଡ୍ କୁ ମୁହଁ କରି ଶୋଇଥାନ୍ତି ସେମାନଙ୍କ ହେଲ୍ଥ ସବୁବେଳେ ଠିକ୍ ରହିଥାଏ । ଏମାନଙ୍କୁ ଏହି ପୁରୁଷ ପସନ୍ଦ ଅଟେ ଯେଉଁ ମାନଙ୍କ ନିକଟରେ ନେତୃତ୍ୱ କରିବାର କ୍ଷମତା ରହିଥାଏ । ଏମାନଙ୍କ ପାଦ ସହ ପାଦ ମିଶାଇ ସବୁ ସିଚୁଏସନ ରେ ଛିଡା ହୋଇ ପାରୁଥିବେ ।

4. ତକିଆକୁ ହାତରେ ଧରି ଶୋଇବା :-

ଏହିପରି ଝିଅ ମାନେ ଭାବୁକ ସ୍ୱଭାବର ହୋଇଥାନ୍ତି , ଏମାନଙ୍କୁ ପୁଅଙ୍କ ଲୁକ ବହୁତ ପ୍ରଭାବିତ କରିଥାଏ । ଏପରି ଝିଅଙ୍କୁ କିଏବି ସହଜରେ ଫସେଇ ପାରିବେ ।

5. ଗୋଡ ଓସାରି ଶୋଇବା :-

ଯେଉଁ ଝିଅମାନେ ଗୋଡ ଓସାରି ଶୋଇଥାନ୍ତି ସେମାନେ ବହୁତ କେୟାର ଲେସ ହୋଇଥାନ୍ତି । ଏମାନଙ୍କୁ କୌଣସି କଥାରେ ଟେନସନ ନଥାଏ , ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟେ ଯେଉଁମାନେ ଏମାନଙ୍କୁ ଲାଇଫ୍ ରେ କେବେବି ରୋକଠକ କରୁ ନଥିବେ ।

6.ତକିଆଧରି ଶୋଇବା :-

ଯେଉଁମାନେ ତକିଆ ଧରି ଶୋଇଥାନ୍ତି , ସେମାନେ ବହୁତ ଚଞ୍ଚଳ ହୋଇଥାନ୍ତି । ଏମାନଙ୍କୁ ସ୍ୱପ୍ନ ଦେଖିବା ବହୁତ ପସନ୍ଦ ଅଟେ ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟନ୍ତି ଯେଉଁମାନେ ଏମାନଙ୍କର ବହୁତ କେୟାର କରୁଥିବେ । ଅର୍ଥାତ୍ ଯେଉଁମାନେ ଏମାନଙ୍କୁ ଅଧିକ ଧ୍ୟାନ ଦେଉଥିବେ ଓ ସମୟ ମଧ୍ୟ ଦେଉଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.