Swastik Tv News Odisha

ବେଦୀରେ ବରକୁ ଚାପୁଡ଼ା ମାରିଲା କନିଆଁ, କାରଣ ଜାଣିଲେ ହୋସ ଉଡ଼ିଯିବ… ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ… ଦେଖନ୍ତୁ Video

0

ପ୍ରତ୍ୟକ ମଣିଷ ଜୀବନ ଶୈଳୀ ମଧ୍ୟରେ ଯେତେ ଜ୍ଞାନ ଶିଖି ଥିଲେ ଓ ଜାଣିଥିଲେ ମଧ୍ୟ ସେ ଏମିତି ଜାଣି ଜାଣି କରି ବହୁତ ଭୁଲ ମଧ୍ୟ କରି ଥାଆନ୍ତି। ଆଉ ଯେଉଁ କାମ ଟା କଲେ ଭୁଲ ସେହି କାମ ହିଁ କରି ଥାଆନ୍ତି ଯାହା ବେଳେବେଳେ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳି ଥାଏ। ଆଉ ସୋସିଆଲ ମିଡ଼ିଆରେ ସମୟେ ସମୟେ ଏମିତି କିଛି ସମାଜକୁ ବାର୍ତା ମିଳିଥାଏ ତାହା ଅତି ପ୍ରେରଣା ଦାୟକ ଓ ଶିକ୍ଷାଦାୟକ। ତେବେ ଏଠାରେ ଜଣେ କନ୍ୟା ବାହାଘର ମଝିରେ ବରକୁ ଏମିତି ଶିକ୍ଷା ଦେଲା ତାହାକୁ ଯେତେ ପ୍ରଶଂସା କଲେ କମ ହେବ ଆସନ୍ତୁ ପଢିବା।

ଏବେ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଯେ ଏହି ଘଟଣା ଯେଉଁଠାରେ ବେଦି ଉପରେ ଉଭୟ ବର ଓ କନ୍ୟାକୁ ଦେଖିବାକୁ ମିଳିଛି। ବାହାଘର ସମୟରେ ସମସ୍ତେ ଜାଣିଥିବେ ଚାରିଆଡେ ଲୋକ ମାନେ ଥାଆନ୍ତି। ବାହାଘର ବେଦି ପାଖରେ ଉଭୟ ବର ଓ କନ୍ୟା ସହ ଆଉ ପାଖରେ ପଣ୍ଡିତ ଏବଂ ଅନ୍ୟ ସମ୍ପର୍କୀୟ ମଧ୍ୟ ରହି ଥାଆନ୍ତି। କିନ୍ତୁ ଏଠାରେ ଗୋଟିଏ ଅଭୁଦ ଘଟଣା ଦେଖିବାକୁ ମିଳିବ। ଏହିଠାରେ କନ୍ୟା ବାହାଘର ମଝିରେ ହାତ ଗଣ୍ଠି ପଡ଼ିବାକୁ ଯାଉଥିବା ସମୟରେ ହାତ କାଢ଼ି ଆଣି ବର କୁ ଗୋଟିଏ ଚାପୁଡ଼ା ମାରିଥିଲେ। ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିବା ବେଳେ ଏହାକୁ କେହି ସୋସିଆଲ ମିଡିଆରେ ଛାଡି ଦେଇଥିଲେ ଯାହା ଏବେ ଚର୍ଚ୍ଚାରେ।

ଏହି ଘଟଣା ବର ଓ କନ୍ୟା ଙ୍କର ବାହାଘର ଚାଲିଥିବା ସମୟରେ ପଣ୍ଡିତ ଦୁଇ ଜଣଙ୍କ ହାତ ଗଣ୍ଠି ପକାଇବା ପାଇଁ କହିଲେ ସେହି ସମୟରେ ବର ନିକଟରେ କେହି ଜଣେ କିଛି କହିବାରୁ ପଣ୍ଡିତଙ୍କ ମନ୍ତ୍ର ପାଠ ପଢିବାକୁ ଅଟକାଇ ଦେଇ ସେହି ବ୍ୟକ୍ତିଙ୍କୁ ପ୍ରଥମେ ଚାପୁଡ଼ା ମାରିଥିବାର ଦୃଶ୍ୟ ମିଳିଥିଲା ଆଉ ଏହି ସମୟରେ ବର କିଛି କହିବାରୁ ତାଙ୍କ ଉପରେ ରାଗି ଯାଇ ବରକୁ ମଧ୍ୟ ଗୋଟିଏ ଚାପୁଡ଼ା ମାରିଥିଲେ ଆଉ ତାଙ୍କୁ କହିଥିଲେ ପାଟିରୁ ଗୁଟୁଖା ବାହାର କର। ଆଉ ସେହି ବର ଜଣଙ୍କ ନବବଧୁ ର କଥା ସଙ୍ଗେ ସଙ୍ଗେ ମାନିଥିଲେ ଏବଂ ଉଠିକି ପତିରୁ ବାହାର କରି ଦେଇଥିଲେ ଗୁଟୁଖା। ଯାହା ଏବେ ଦୁହେଁ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମଜ୍ଜାଦାର ଭିଡ଼ିଓ କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଏହି ଭିଡ଼ିଓ କୁ ଏତେ ପ୍ରଶଂସା ମିଳୁଛି ଯେ ଦୁଇ ହଜାରରୁ ଅଧିକ ଲାଇକ ମଧ୍ୟ ମିଳି ସାରିଛି ଏବଂ ଏହା ଏବେ ସମାଜ ପାଇଁ ପ୍ରେରଣା ସାଜିଛି। ଏହିଠାରେ ଅନେକ କମେଣ୍ଟ ମିଳି ଥିବା ବେଳେ କିଛି ୟୁଜର ମଧ୍ୟ ଲେଖିଛନ୍ତି କନ୍ୟା ଜଣଙ୍କ ବରକୁ ଉଚିତ ଶିକ୍ଷା ଦେଇଛନ୍ତି ବୋଲି କହିଛନ୍ତି। ଏହା ଏବେ ସବୁ ଜାଗାରେ ଉଦାହରଣ ପାଲିଟିଛି। ଆଉ ମଧ୍ୟ ଶୁଣିବାକୁ ମିଳୁଛି ଏହି ଭିଡ଼ିଓ ଟି ଗୁଟୁଖା ଖାଇବା ସ୍ଵାସ୍ଥ୍ୟ ପାଇଁ ହାନିକାରକ ସଚେତନ କରିବା ପାଇଁ ବୋଧ ହୁଏ ଭିଡ଼ିଓ କରା ଯାଇଥାଇ ପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.