Swastik Tv News Odisha

ଦେଖନ୍ତୁ ଭିଡିଓ – CCTV ରେ ରେକର୍ଡ ହୋଇଥିବା ଜୀବନ ମୃତ୍ୟୁର , ଏହି ୧ ମିନିଟ ୨୪ ସେକେଣ୍ଡର ର ଭିଡିଓ ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ଭାଇରାଲ ହେବାରେ ଲାଗିଛି ଏମିତି ଏକ ଘଟଣାର ଭିଡିଓ ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ। ତେବେ ଆଜି ଆମେ ପୁଣି ଥରେ ସେହି ଭଳି ଏକ ଘଟଣା ବିଷୟରେ ଆଲୋଚନା କରିବା ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ଦେଖିବା ପରେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ବାସ୍ତବତା ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କେତେ ଭୟାନକ।ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ପରେ ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।ଆପଣ ତ ଜାଣିଛନ୍ତି କେତେବେଳେ କାହା ସହିତ କଣ ଘଟିବ ତାହା କହିହେବ ନାହିଁ। କିନ୍ତୁ ଏଥିପ୍ରତି ସଚେତନ ରହିବା ନିହାତି ଆବଶ୍ୟକ ଅଟେ। କାରଣ ସାମାନ୍ଯ ଅସାବଧାନତା ବି କିଛି ଏପରି ବିପଦକୁ ଆମନ୍ତ୍ରଣ କରିଥାଏ ଯାହା ସାଧାରଣରେ ବୟାନ କରିବା କଷ୍ଟକର।

ଆଉ ଏହା କେତେବେଳେ ଅଜାନତରେ ହୋଇଥାଏ ତ ପୁଣି କେତେବେଳେ ନିଜର ଗୁଣ ପାଇଁ ମଣିଷକୁ ବିପଦରେ ପଡ଼ିବାକୁ ପଡ଼ିଥାଏ। ତେଣୁ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। ଏହା ସମସ୍ତଙ୍କୁ ଡରାଇବା ଭଳି ଘଟଣା ହୋଇଥାଏ।ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ସେହିପରି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

 

View this post on Instagram

 

A post shared by Zee News (@zeenews)

ଯେଉଁଠି ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ରେଲୱେ ଫାଟକ ବନ୍ଦ ଥିବାବେଳେ ଏହାକୁ ଅତିକ୍ରମ କରିବାକୁ ଚେଷ୍ଟା କରି କିପରି ଦୁର୍ଘଟଣାର ଶୀକାର ହେଉଛନ୍ତି।ସେ ଟ୍ରେନ୍ ଆସିବା ପୁର୍ବରୁ ଟ୍ରାକ କୁ ଅତିକ୍ରମ କରିଯିବେ ବୋଲି ଭାବିଥିଲେ କିନ୍ତୁ ଫାଟକ ପହଞ୍ଚିଲା ବେଳକୁ ତାଙ୍କୁ ଲାଗିଥିଲା ଯେ ସେ କ୍ରସ୍ କରି ପାରିବେ ନାହିଁ ତେଣୁ ସେ ହଠାତ୍ ଗାଡିକୁ ଛାଡି ଏପଟକୁ ଡେଇଁ ପଡ଼ିଥିଲେ। ଆଉ ଟ୍ରେନ୍ ତାଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲା ଏବଂ ଗାଡ଼ିଟି ଚୁରମାର ହୋଇ ଯାଇଥିଲା। କିନ୍ତୁ ବ୍ୟକ୍ତି ଜଣଙ୍କ ଅଳ୍ପକେ ବଞ୍ଚି ଯାଇଥିଲେ।ଏହି ଘଟଣା ସେଠାରେ ଲାଗିଥିବା ସିସି ଟିଭିରେ ରେକର୍ଡ ହୋଇଥିଲା ଏବଂ ଲୋକଙ୍କୁ ସଚେତନ କରାଇବାକୁ ଏହି ଭିଡିଓ ପରେ ସେୟାର କରାଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.