Swastik Tv News Odisha

ଓଃ କି ଡ୍ୟାନ୍ସ ! ପୁଣି ମାର୍କେଟ କୁ ଆସିଲା Naveen ଙ୍କ ନୂଆ Video Song…. ସୋସିଆଲ ମିଡିଆରେ ନିଆଁ ଭଳି ହେଉଛି ଭାଇ ରାଲ….

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ମ୍ୟୁଜିକ ଭିଡିଓ ଯାହା ପୁଣି ଅନେକଙ୍କୁ ବହୁତ୍ ମାତ୍ରାରେ ଆକୃଷ୍ଟ କରିବାରେ ଲାଗିଛି। କାରଣ ଏହି ଗୀତଟି ସେହିଭଳି ଜଣେ ବ୍ୟକ୍ତିତ୍ଵ ଙ୍କ ଉପରେ ଆଧାରିତ ହୋଇଛି।ସେ ହେଉଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ତାଙ୍କର ଜନ କଲ୍ୟାଣ କାରି ଯୋଜନା ଏବଂ ବିକାଶର ଧାରାକୁ ସୂଚାଇ ଏବଂ ନିର୍ମଳ ଭାବମୂର୍ତ୍ତି କୁ ବର୍ଣ୍ଣନା କରି ପ୍ରସ୍ତୁତ ହୋଇଛି ଏହି ସୁନ୍ଦର୍ ଭିଡିଓ ଟିଏ। ଯେଉଁ ଗୀତର ଟାଇଟାଲ ରହିଛି ନବୀନ ରଜା। ଆଉ ଏହି ଗୀତରେ ସଙ୍ଗୀତ ଇଣ୍ଡଷ୍ଟ୍ରି ର ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ନିଜେ ଅଭିନୟ ମଧ୍ଯ କରିଛନ୍ତି। ଯେଉଁ ଗୀତକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ।

ଆଗରୁ ଏହିଭଳି କିଛି ଗୀତ ଲୋକପ୍ରିୟ ଗାୟକ ଏବଂ ନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶନାରେ ନବୀନ ବାବୁ ଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଯାହା ଏବେବି ସମସ୍ତଙ୍କୁ ଭଲ ଲାଗୁଛି। ସେହିପରି ଏବେ ଏହି ଗୀତଟି ସମସ୍ତଙ୍କୁ ଟକ୍କର ଦେଇ ଆଗେଇ ଚାଲିବ ବୋଲି କୁହା ଯାଉଛି। ଏବେ ତ ଓଡ଼ିଆ ଆଲବମ୍ ଏବଂ ମ୍ୟୁଜିକ ଭିଡିଓ ର ଲୋକପ୍ରିୟତା ବେଶ୍ ଅଧିକ ରହିଛି। କିଛି ନୂଆ ଆର୍ଟିଷ୍ଟ ତାଙ୍କର ଏହି ସୃଜନଶୀଳତା ଦେଖାଇ ନୂଆ ତରିକାରେ ଭିଡିଓ ସବୁକୁ ପ୍ରସ୍ତୁତ କରି ଦର୍ଶକଙ୍କ ମନକୁ ଏହା କିପରି ଭାବରେ ଛୁଇଁ ପାରିବ ତାହା କରୁଛନ୍ତି। ତେବେ ଏହିସବୁ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି ତାହା ତ ଆପଣ ମାନେ ଜାଣି ପାରୁଥିବେ।

ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି।

ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଯେମିତି ଏବେ ନବୀନ ରାଜା ଭିଡିଓ ପ୍ରସ୍ତୁତ ହୋଇଛି।ଏହି ଗୀତକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ତପୁ ନାୟକ ଲିରୀକ ଦେଇଥିବା ବେଳେ ଜାପାନୀ ଭାଇ ଏହାର ମ୍ୟୁଜିକ କରିଛନ୍ତି। ତେବେ ଏହି ବିଜେଡି ଫ୍ୟାନ ଗୀତରେ ଅଭିନୟ କରିଛନ୍ତି ଅଭିନେତା ତଥା ବିଜେଡି ନେତା ଆକାଶ ଦାସ୍ ନାୟକ, ଜାପାନି ଭାଇ, ତାରିଣୀ ପ୍ରସାଦ ନାୟକ, ରାଜା ଏବଂ ରକି। ଆଉ ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିବେକ କୁମାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.