Swastik Tv News Odisha

ଦେଖନ୍ତୁ ଅଭିନେତ୍ରୀ Urfi Javed ଙ୍କ ଏହି Bold Hot ଅନ୍ଦାଜ କୁ ଦେଖି ଗରିବ ଯୁବତୀ ମାନେ ଉଡ଼ାଇଲେ ମଜାକ….ଦେଖନ୍ତୁ ଭିଡ଼ିଓ

0

ସାଧାରଣ ଲୋକମାନଙ୍କ ଅପେକ୍ଷା ସେଲିବ୍ରେଟି ମାନଙ୍କ ଜୀବନଶୈଳୀ ଟିକିଏ ଅଲଗା ପ୍ରକାର ହୋଇଥାଏ । ଅଗଣିତ ଦର୍ଶକ ଓ ଫ୍ୟାନ ମାନଙ୍କ ମନକୁ ଜିତିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଫୋଟ ଓ ଭିଡିଓ ବନାଇ ପୋଷ୍ଟ କରିଥାନ୍ତି । ଯାହା ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ , ଏହା ବ୍ୟତୀତ ସେମାନେ ଦର୍ଶକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ବାର୍ତ୍ତା ମଧ୍ୟ ଦେଇଥାନ୍ତି , କେତେବେଳେ ଲାଇଭ ଭିଡିଓ ରେ ଆସି ଫ୍ୟାନ ମାନଙ୍କ ସହିତ କଥା ମଧ୍ୟ ହୋଇଥାନ୍ତି । ଏମିତିକି ତାଙ୍କର କେତେକ ସୁନ୍ଦର ମୁହୂର୍ତ୍ତକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ।

ତେବେ ବଲିଉଡ ଇଣ୍ଡଷ୍ଟ୍ରୀରେ ଏମିତି କିଛି ଲୋକପ୍ରିୟ ଅଭିନେତ୍ରୀ ରହିଛନ୍ତି ,ସେମାନେ ତାଙ୍କର ବୋଲ୍ଡ ଲୁକ୍ସ ଏବଂ ଆକର୍ଷଣୀୟ ଆନ୍ଦାଜ୍ ପାଇଁ ଖୁବ୍ ପରିଚିତ ଅଟନ୍ତି । ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାନ୍ତି । ବଲିଉଡର ଅଭିନେତ୍ରୀ ମାନେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକ ମାନେ ଆକର୍ଷିତ ହୋଇଥାନ୍ତି । ପ୍ରଶଂସକ ମାନେ ମଧ୍ୟ ସେମାନଙ୍କ ପ୍ରିୟ ଅଭିନେତ୍ରୀ ମାନଙ୍କ ପର୍ସନାଲ ଲାଇଭ୍ ବିଷୟରେ ଜାଣିବା ପାଇଁ ଆଗ୍ରହୀ ହୋଇଥାନ୍ତି । ସେମାନଙ୍କ ଲାଇଫ୍ ଷ୍ଟାଇଲ ଠାରୁ ଆରମ୍ଭ କରି ସେମାନଙ୍କ ଟ ଛୋଟ ଛୋଟ ଖୁସୀ ମଧ୍ୟ ଜାଣିବା ଇଚ୍ଛା ପ୍ରକାଶ କରିଥାନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଲୋକମାନଙ୍କ ଭିତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେହିପରି ଏମିତି କିଛି ଅଭିନେତ୍ରା ମାନେ ରହିଛନ୍ତି ଯେଉଁମାନେ ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବୋଲ୍ଡ ଅନ୍ଦାଜର ଅଭିନେତ୍ରୀ ହେଇଛନ୍ତି ଉର୍ଫୀ ଯାଭେଦ , ବର୍ତ୍ତମାନ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ରେ ଆପଣ ମାନେ ଦେଖିପାରୁଥିବେ ସେ କେଉଁଭଳି ଭାବରେ ଡ୍ରେସ ପିନ୍ଧି କ୍ୟାମେରା ମେନ ଙ୍କ ସାମ୍ନାରେ ପୋଜ ଦେଉଛନ୍ତି । ଯେଉଁ ଗେଟ୍ ଅପ୍ ରେ ଅଛନ୍ତି ସେଥିରେ ସେ ବହୁତ ହଟ୍ ଲାଗୁଛନ୍ତି ।

ଭିଡିଓ ରେ ଉର୍ଫି ବହୁତ ସୁନ୍ଦର ଦେଖାଯିବା ସହିତ ପୋଜ ମଧ୍ୟ ଭଲ ନେଉଛନ୍ତି । ତେବେ ଭିଡିଓ ସୁଟ୍ କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା କିଛି ମହିଳା ଆସି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉର୍ଫିଙ୍କ ପ୍ରତି ଥିବା ମହିଳା ମାନଙ୍କର ଭଲ ପାଇବାକୁ ଦେଖାଉଛନ୍ତି । ଉର୍ଫିଙ୍କ ସହ ହାତ ମିଶାଇବା ସହିତ ମଜାମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରୁଥିବେ , ଯେ ବୋଲ଼୍ଡ ଆନ୍ଦାଜ ର ଅଭିନେତ୍ରୀ ଉର୍ଫି ଯାଭେଦ ନ୍ୟୁ ଫେସନ ଡିଜାଇନର ଡ୍ରେସ ପିନ୍ଧି ସୁନ୍ଦର ସୁନ୍ଦର ପୋଜ ନେଉଛନ୍ତି । ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.