Swastik Tv News Odisha

ହଠାତ ସମସ୍ତଙ୍କ ସାମ୍ନାରେ ଚିତାବାଘ ( leopard ) କଲା ଭୟଙ୍କର ଆକ୍ରମଣ… ଦେଖିଲା ପରେ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ଆମେ ଆପଣଙ୍କୁ ସମୟକ୍ରମେ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ସେହିପରି ଆଜି ଆମେ ଜାଣିବା ଏକ ଏମିତି ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ ଏବଂ ଏକ ଭୟ ସୃଷ୍ଟି କରିବା ଭଳି ଅଟେ। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ। ତେବେ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏଭଳି ଘଟିପାରେ ବୋଲି ଆମେ ଭାବି ପାରି ନଥାଉ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଆମେ ସବୁବେଳେ କେତେ ମାତ୍ରାରେ ସଚେତନ ରହିବାର ଆବଶ୍ୟକତା ରହିଛି। କାରଣ ଆମେ କେତେବେଳେ ବି କାହାର ଆକ୍ରମଣର ଶିକାର ହୋଇପାରୁ।ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ବେଳେବେଳେ ଆମେ ଏପରି ଆକ୍ରମଣ ଜନିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥାଉ ତ ପୁଣି କେତେବେଳେ ଜୀବନ ବି ଚାଲି ଯାଇଥାଏ।ତେବେ ଏପରି ଦୁର୍ଘଟଣା ଜନିତ ଦୁଃଖ କେତେବେଳେ କାହା ସହ ଘଟିଯାଏ ତାହା କହିହେବ ନାହିଁ।

ତାହା କେତେବେଳେ ଆମର ଅସାବଧାନତା ପାଇଁ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ।ଏହି ଭିଡ଼ିଓରେ ସେହିପରି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି।ଯେଉଁଠି ଜଣେ ବାଘ ତାର ଯନ୍ତାରୁ ଖସି ଆସିବା ପରେ ପାଖରେ ଥିବା ଏକ ସ୍କୁଲ୍ ର ବ୍ୟକ୍ତି ବିଶେଷଙ୍କୁ ଆକ୍ରମଣ କରିବାକୁ ଲାଗୁଛି। କିପରି ଲୋକେ ଅଚାନକ ଭାବରେ ଏହି ଚିତାବାଘ ର ଆକ୍ରମଣର ଶିକାର ହେଉଛନ୍ତି ତାହା ଥରେ ଦେଖନ୍ତୁ। ତେବେ ବ୍ୟକ୍ତି ଜଣଙ୍କ ଖସି ପଳାଇବାକୁ ଚେଷ୍ଟା କରି ଛାଟିପିଟି ହେବାରୁ ବାଘଟି ଜଣଙ୍କୁ ଛାଡି ଆଉ ଜଣଙ୍କୁ ଆକ୍ରମଣ କରୁଛି। ଏହାକୁ ଦେଖି ସେଠାକାର ଲୋକେ ବ୍ୟସ୍ତ ବିବ୍ରତ ଏବଂ ଭୟଭୀତ ହୋଇ ପଡିଛନ୍ତି।

ତେବେ ଚିତାବାଘ ଯେଉଁ ଯନ୍ତା ରୁ ଖସି ଆସି ଏହିଭଳି କାଣ୍ଡ କରୁଛି ତାହା ଆପଣ ଏଠାରେ ଏହି ଭିଡିଓ ରେ ଦେଖିବାକୁ ପାଇବେ।ସେ କାହାକୁ ଛାଡ଼ିବା ମୁଡ୍ ରେ ନାହିଁ। ତା ରାସ୍ତାରେ ଯିଏ ବି ଆସୁଛି ସେ ତାକୁ ଆକ୍ରମଣ କରିବାକୁ ଲାଗୁଛି। ତେବେ ଲୋକେ ଏହାକୁ ଦେଖି ବାଘକୁ ଏପରି ଭୟଙ୍କର ଅବସ୍ଥାରେ ପାଇ ଯିଏ ଯେଉଁଠିକୁ ପାରୁଛି ଦୌଡିବାରେ ଲାଗିଛନ୍ତି। କିନ୍ତୁ ବାଘ ମୁହଁ ରେ ଯିଏ ପଡୁଛି ବାଘ ତାକୁ ଛାଡ଼ୁ ନାହିଁ। ତେବେ ଏଭଳି ଘଟଣା ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.