Swastik Tv News Odisha

‘ S ‘ Letter ଥିବା ବ୍ୟକ୍ତିଙ୍କ ଅଦ୍ଭୁତ ସତ୍ୟ କଥା – ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନରେ ଅନେକ ପ୍ରଭାବ ପକାଇଥାଏ , ନାମ ର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ସ୍ୱଭାବ ଓ ଚରିତ୍ର ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ମିଳିଥାଏ । ତେବେ ଆଜି ଆମେ ଜାଣିବା S ଲେଟର ଥିବା ବ୍ୟକ୍ତି ମାନଙ୍କର ଜୀବନଶୈଳୀ ବିଷୟରେ ।

ଇଂଲିଶ ର 19 ତମ ଲେଟର ଅଟେ S , ପାଠ ସହିତ ବ୍ୟବହାରିକ ଜ୍ଞାନ ମଧ୍ୟ ଏମାନଙ୍କ ପାଖରେ ବହୁତ ଅଧିକ ରହିଥାଏ । ଏସ୍ ନାମ ଥିବା ଲୋକମାନେ ପ୍ରାୟତଃ ପରିଶ୍ରମୀ ହୋଇଥାନ୍ତି , ଏମାନେ କଥା କହିବାରେ ଏତେ ଧନୀ ହୋଇଥାନ୍ତି କି ସମ୍ମୁଖରେ ଥିବା ବ୍ୟକ୍ତି ଏମାନଙ୍କ ଆଡକୁ ନିଶ୍ଚିନ୍ତ ଭାବରେ ଆକର୍ଷିତ ହୋଇଥାଏ । ଏସ୍ ଲେଟର ରୁ ଯାହାର ନାମ ଆରମ୍ଭ ହେଇଥାଏ ସେମାନେ ଭିତରୁ ସଫା ହୃଦୟରର ହୋଇଥାନ୍ତି । କିନ୍ତୁ ତାଙ୍କର କ୍ରୋଧ ହିଁ ଲୋକମାନଙ୍କ ନଜରରେ ଖରାପ ଭାବନା ଆଣିଦେଇଥାଏ । ସତ୍ୟ ଏବଂ ନିଜର ସିଦ୍ଧାନ୍ତ ପାଇଁ ଏମାନେ କାହା ସହିତ ବି ଲଢିବାକୁ ପ୍ରସ୍ତୁତ ଥାନ୍ତି ।

ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାକୁ ଅଧିକ ଇଚ୍ଛା ରହିଥାଏ । ଏମାନେ ଅନ୍ୟମାନଙ୍କ ସହ ସହଜରେ ମିଶି ଯାଉଥିବା ପରି ଲୋକ ହୋଇଥାନ୍ତି , ପାର୍ଟି ଏବଂ ଉତ୍ସବ ଆଦିରେ ଏମାନେ ଧୁିମଧାମ ରେ ମଜା ଉଠାଇଥାନ୍ତି । S ନାମ ଥିବା ବ୍ୟକ୍ତି ମାନେ ବହୁତ ହିଁ ରଚନାତ୍ମକ ହୋଇଥାନ୍ତି , କୌଣସି ବି କାମକୁ ଏମାନେ ଏକ ଅଲଗା ଶୈଳୀରେ କରିବାକୁ ଏମାନେ ପସନ୍ଦ କରିଥାନ୍ତି । ଏମାନଙ୍କୁ ଭିଡ ଭିତରେ ଚାଲିବା ଜମାରୁ ପସନ୍ଦ ହୋଇନଥାଏ , ନିଜର ବୁଦ୍ଧି ବଳରେ ଏମାନେ ବଡ ସମସ୍ୟାକୁ ବି ସହଜରେ ସମାଧାନ କରିଦେଇଥାନ୍ତି । ଏମାନେ ହୃଦୟରୁ ଖରାପ ହୋଇ ନଥାନ୍ତି ।

ଭଲ ପାଇବା କ୍ଷେତ୍ରରେ ଏମାନେ ପ୍ରାୟତଃ ଲାଜକୁରା ସ୍ୱଭବାର ହୋଇଥାନ୍ତି , ଏମାନେ ସର୍ବଦା ଚିନ୍ତା ଓ ବିଚାର ଅଧିକ କରିଥାନ୍ତି । ଯଦି ଏମାନେ କାହାକୁ ଭଲ ପାଇଥାନ୍ତି ତା ସମ୍ମୁଖରେ ଏମାନେ ଆଗୁଆ ଏହି କଥାକୁ କହି ପାରନ୍ତି ନାହିଁ । କିନ୍ତୁ ଯଦି ସେ ଦେଖନ୍ତି ନକହି ପାରିବା ହେତୁ ତାଙ୍କର ସାଥୀ ତାଙ୍କ ଠାରୁ ଦୂରେଇ ଯାଉଛି ତ ଶେଷ ସମୟରେ ସେମାନେ ନିଶ୍ଚିତ ଭାବରେ ମନର କଥାକୁ କହିଦେଇଥାନ୍ତି । ବୈବାହିକ ଜୀବନରେ ଏମାନେ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି , ବିଶେଷ କରି ଏପରି ନାମ ଥିବା ମହିଳାମାନେ ତାଙ୍କ ସ୍ୱାମୀଙ୍କ ଠାରୁ ବିଶେଷ ପ୍ରଭାବଶାଳୀ ହୋଇଥାନ୍ତି ।

ବିବାହ ପରେ ଏହି ଲେଟର ଥିବା ମହିଳା ମାନଙ୍କୁ ବହୁତ ପ୍ରକାର ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଏହାର ବିପରୀତ S ନାମଧାରୀ ପୁରୁଷ ଙ୍କର ବିବାହ ଜୀବନ ମଧ୍ୟ ସୁଖମୟ ରହିଥାଏ । ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କ ପ୍ରତି ସମର୍ପଣ ଭାବ ଅଧିକ ରହିଥାଏ । ଯାହାଙ୍କର ନାମ ଏହି ଲେଟରରୁ ଷ୍ଟାଟ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ନିଜ ପରିଶ୍ରମ ବଳରେ ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.