Swastik Tv News Odisha

ପୁଣି ମାର୍କେଟ କୁ ଆସିବାକୁ ଯାଉଛି Rupa-Pintu ଙ୍କ ନୂଆ album ର ହଟ ଡ୍ୟାନ୍ସ…. ଭିଡ଼ିଓ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ପୁଣି ସାମ୍ନାକୁ ଆସିଲା ସୁପରହିଟ ଯୋଡ଼ି ରୂପା ଓ ପିଣ୍ଟୁ ଙ୍କ ଏକ ବ୍ଲଗ୍ ଭିଡିଓ। ଯେଉଁ ଭିଡିଓ ରେ ଆପଣ ସେମନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ସବୁକୁ ଦେଖିବାକୁ ପାଇବେ। ଆଉ ଏହି ଭିଡିଓ ରେ ରୂପା ଓ ପିଣ୍ଟୁ ଙ୍କ ଏକ ମ୍ୟୁଜିକ ଭିଡିଓ ପାଇଁ ଡାନ୍ସ ପ୍ରାକ୍ତିସ ର ଦୃଶ୍ୟ ରହିଛି। ଯାହାକୁ ଆପଣ ଦେଖି ବହୁତ୍ ଉପଭୋଗ କରିବେ। ଆପଣ ତ ଦେଖିବାକୁ ପାଉଛନ୍ତି ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା ରହିଛି। ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।

ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ। ତେବେ ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି।

ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି।ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ତେବେ ନୃତ୍ୟ ଏବଂ ସଙ୍ଗୀତ ଏକ ଏମିତି ମନୋରଞ୍ଜନ ପୂର୍ଣ୍ଣ ଜିନିଷ ଯାହାକୁ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହାକୁ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ ଏବଂ ଖୁସି ହେବା ପାଇଁ ସୁଯୋଗ ମିଳିଯାଏ। ତେବେ ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ଟେକ୍ନୋଲୋଜି ଏବଂ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।

ସେହିପରି ଏହି ବ୍ଲଗ୍ ଭିଡିଓ ରେ ଏକ ସୁନ୍ଦର ଗୀତର ରେକର୍ଡିଙ୍ଗ ପାଇଁ ଟିମ୍ ସହିତ ରୂପା ଓ ପିଣ୍ଟୁ ଡାନ୍ସ ଅଭ୍ୟାସ କରୁଛନ୍ତି। ଯାହା ଭାଲେନଟାଇନ ଡେ ରେ ରିଲିଜ୍ ହେବାର ଥିଲା।ସେହି ଗୀତର ନାମ ହେଉଛି ରାଜଜେମା। ଯାହା ବିଷୟରେ ଉଭୟ ରୂପା ଏବଂ ପିଣ୍ଟୁ ଏହି ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଅଛନ୍ତି। ତେବେ ଏହି ଗୀତଟି ଏବେ ରିଲିଜ୍ ହୋଇ ସାରିଲାଣି ଏବଂ ଏହା ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.