Swastik Tv News Odisha

ପୁଣି ମାର୍କେଟ ଆସିଲା Santanu ଙ୍କ ନୂଆ ଗୀତ ” କଚ୍ଚା ବାଦାମ “… ମାତ୍ର 4 ଘଣ୍ଟାରେ 1 Million ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ପୁଣି ଏକ ଚର୍ଚ୍ଚିତ ଗୀତକୁ ଗାଇ ଚର୍ଚ୍ଚାକୁ ଆସିଲେ ଓଡ଼ିଶାର ଭାଇରାଲ ବୟ ଭାବରେ ପରିଚିତ ଶାନ୍ତନୁ କୁମାର ମହାନ୍ତି। ଯେଉଁ ଗୀତକୁ ସେ ନିଜେ ଗାଇଛନ୍ତି ଏବଂ ଏହା ବେଶ୍ ଆଦୃତ ହେବାରେ ଲାଗିଛି ଲୋକଙ୍କ ଦ୍ୱାରା। ଆପଣ ଜାଣିଛନ୍ତି, କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।

ଏହି ଗୀତ ହେଉଛି ଭାଇରାଲ ହେଉଥିବା କଚ୍ଚା ବାଦାମ ଗୀତ।ତେବେ ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ କରୁଛନ୍ତି।ଏହି ଗୀତକୁ ଏବେ ଶାନ୍ତନୁ ତାଙ୍କ କଣ୍ଠରେ ଗାଇଛନ୍ତି। ଯାହା ଶୁଣିବାକୁ ବହୁ ତ୍ସୁନ୍ଦର୍ ଲାଗୁଛି। ଏହାର ଲୀରିକ ସୁଷମା ମଞ୍ଜରୀ ମିଶ୍ର ଦେଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଶ୍ରୀନିବାସ ବିଶ୍ଵାଳ।

ତେବେ ଶାନ୍ତନୁ ଗାଇଥିବା ଏହି ଗୀତଟି ଏବେ ଲୋକଙ୍କୁ ବହୁତ୍ ପସନ୍ଦ ଆସିବାରେ ଲାଗିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି କଚ୍ଚା ବାଦାମ ଗୀତ, ଯାହା ଏକ ବଙ୍ଗଳା ଗୀତ। ତେବେ ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକରଙ୍କ ଏହି ଗୀତ ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ସେ ବାଦାମ ବିକିବା ସମୟରେ ଏହି ଗୀତକୁ ଗାଇଥାନ୍ତି ଏବଂ ବୁଲିବୁଲି ବାଦାମ ବିକନ୍ତି। କିନ୍ତୁ ତାଙ୍କର ଏହି ଗାଇବାର ଭିଡିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ସେ ରାତା ରାତି ଷ୍ଟାର୍ ହୋଇ ଯାଇଥିଲେ। କାରଣ ତାଙ୍କର ଏହି ଗୀତ ବେଶ୍ ଭାଇରାଲ ହେବାରେ ଲାଗିଲା।

ଲୋକେଏହାକୁ ବହୁତ୍ ପସନ୍ଦକଲେ।ତେବେ ଏହି ଗୀତ ଅନେକ ଡାନ୍ସ ଭିଡିଓ ଲୋକ ଲୋଚନକୁ ଆସିବା ପରେ ଏହା ଯେଉଁ ଭଳି ଭାବରେ ସେୟାର ହେଉଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।ଏହି ଡାନ୍ସ ଭିଡିଓ କୁ ଦେଖି ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।ଏହି ଗୀତର ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ଏବେ ସୁଦ୍ଧା କୋଟି କୋଟି ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.