Swastik Tv News Odisha

OMG ! ଓଃ କି ଡ୍ୟାନ୍ସ ! ମାଉସୀଙ୍କ ପାଖେ ହାର ମାନିଛି ବୟସ “ପୁଷ୍ପା ନଏଗା ନାଇଁ”… 2 ଦିନରେ 3 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ବନ୍ଧୁଗଣ ସାରା ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିବା ସହିତ ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ତେଲୁଗୁ ଫିଲ୍ମ୍ ପୁଷ୍ପା।ଏହି ଫିଲ୍ମ୍ ଟି ହେଉଛି ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୀତ ଫିଲ୍ମ୍ ପୁଷ୍ପା।ତେବେ ଏହି ଫିଲ୍ମ୍ ଟି ଏତେ ସୁନ୍ଦର୍ ହୋଇଛି ଯେ ଏବେ ଲୋକପ୍ରିୟତାର ଶୀର୍ଷରେ ରହିଛି ଏହି ଫିଲ୍ମ୍ ପୁଷ୍ପା। ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ଏହି ଫିଲ୍ମ୍ ରେ ହିରୋ ହୋଇଥିବା ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ୍ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବରଂ ସବୁ ଭାଷାଭାଷୀ ଦର୍ଶକଙ୍କ ମନ ଜିତିବାକୁ ସକ୍ଷମ ହୋଇଛି।

ସେହିପରି ଏହି ଫିଲ୍ମ୍ ରେ ହିରୋଇନ୍ ଥିବା ସୁନ୍ଦରୀ ରଶ୍ମିକା ମଧ୍ୟ ତାଙ୍କ ଏକ୍ସପ୍ରେସନ୍ ରେ ସମସ୍ତଙ୍କୁ ପାଗଳ କରି ଦେଇଛନ୍ତି।ତାଙ୍କର ଆକର୍ଷିତ ଚେହେରା ସମସ୍ତଙ୍କୁ ତାଙ୍କ ଅଭିନୟର ଦିୱାନା କରିଛି। ଏହାକୁ ଦେଖିବା ପାଇଁ ଯେମିତି ପାଗଳ ହେଉଛନ୍ତି ଦର୍ଶକ। ସାଉଥ୍ ଷ୍ଟାର୍ ଆଲ୍ଲୁ ଅର୍ଜ୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୟ ଏଠାରେ ଆକର୍ଷଣୀୟ ରହିଛି ଯାହା ଅଗଣିତ ଦର୍ଶକଙ୍କୁ ତାଙ୍କର ଦିୱାନା ହେବାପାଇଁ ବାଧ୍ୟ କରିଛି। ତେବେ ଫିଲ୍ମ ପୁଷ୍ପା ଏବେ ସିନେମା ଜଗତରେ ଏବଂ ସିନେମା ପ୍ରେମୀଙ୍କ ଭିତରେ ଏକ ପ୍ରକାର ଚହଳ ପକାଇଛି।

କେବଳ ଏତିକି ନୁହେଁ ଅନେକ ଗୁଡ଼ିଏ ରେକର୍ଡ କୁ ମଧ୍ୟ ଭାଙ୍ଗି ଦେଇଛି ଏହି ଫିଲ୍ମ୍।ଏହି ଫିଲ୍ମ୍ ର ଗୀତରେ ଏବଂ କଳାକାର ମାନଙ୍କର ଡାନ୍ସ ପୋଜ କୁ ଫଲୋ କରି ଅନେକ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି।
ଯାହା ଦେଖିବାକୁ ମିଳୁଛି ଲୋକେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି। ଏହାକୁ ସମସ୍ତେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ତେବେ କେବଳ ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ, ଏବଂ କ୍ରିକେଟର ମାନେ ମଧ୍ୟ ଏହି ଗୀତରେ ଭିଡିଓ ରେକର୍ଡ କରି ପୋଷ୍ଟ କରିଥିବା ଦେଖିବାକୁ ମିଳୁଛି।

ଏବେ ଏହି ଫିଲ୍ମ୍ ର ଡାଇଲଗ ଝୁକେଙ୍ଗା ନେହିଁ କୁ ନେଇ ଜଣେ ମହିଳା ଯେମିତି ଅଭିନୟ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି ତାହା ବେଶ୍ ଆକର୍ଷଣୀୟ ହୋଇଛି।ତାଙ୍କ ସହିତ ଏକ କୁନି ବାଳକ ମଧ୍ଯ ଅଭିନୟ କରୁଛି। କୁନି ବାଳକର କଥାରେ ଉତ୍ତର ରଖି ମହିଳା ଜଣଙ୍କ ଝୁକେଙ୍ଗା ନେହିଁ କହି ଯେମିତି ଦାଢ଼ିରେ ହାତ ବୁଲେଇ ପୁଷ୍ପା ପୋଜ୍ ଦେଖାଉ ଛନ୍ତି ତାକୁ ଦେଖି ଆପଣ ଖୁସି ହୋଇଯିବେ। ଶେଷରେ ସେ ଶ୍ରିବାଲି ଗୀତରେ ଯେଉଁଭଳି ଅଭିନୟ କରୁଛନ୍ତି ତାକୁ ଦେଖି ଆପଣ ହସି ହସି ଗଡିଯିବେ। ଏବେଶୁଦ୍ଧା ଏହି ଭିଡିଓକୁ ୪୫ ଲକ୍ଷ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.