Swastik Tv News Odisha

Liver Detox – ୧୫ ଦିନରେ ଥରେ ପିଅନ୍ତୁ, ଲିଭର ସଫାହେବ, କବଜ, କୋଷ୍ଠକାଠିନ୍ୟ, ରକ୍ତହୀନତା, ଅର୍ଶ ଜୀବନରେ କେବେ ହେବ ନାହିଁ

0

ଆଜିର ଦିନରେ ଖାଦ୍ୟର ଅନିୟମିତତା ଯୋଗୁଁ ବିଭିନ୍ନ ରୋଗର ସମସ୍ୟା ଦେଖାଯାଉଛି । ସେଥି ମଧ୍ୟରୁ ଲିଭର ସମସ୍ୟା , ଏମୋନିଆ ବା ରକ୍ତର ଅଭାବ ଭଳି ସମସ୍ୟା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଧିକ ମାତ୍ରାରେ ଦେଖିଯାଉଛି । ତେବେ ଆପଣ ମାନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଥାନ୍ତି , ତେବେ ଘରେ ପ୍ରସ୍ତୁତ ଏହି ଡ୍ରିଙ୍କ କୁ 15 ଦିନ ସେବନ କରି ଦେଖନ୍ତୁ । ଆପଣଙ୍କର ଏହି ସବୁ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଜୁସ୍ ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ବିଟ
2. ଗାଜର
3. ପାଳଙ୍ଗ ଶାଗ
4. ଆମଲା ଚୂର୍ଣ୍ଣ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ବିଟ , ବାଜର , ପାଳଙ୍ଗ ଶାଗ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଧୋଇ ନିଅନ୍ତୁ । ଏହାପରେ ତାହାକୁ ଛୋଟ ଛୋଟ ପିସ୍ ରେ କାଟି ଦିଅନ୍ତୁ , ଏବେ ଆପଣ ଗୋଟିଏ ଗ୍ରାଇଣ଼୍ଡିଙ୍ଗ ଜଗ ନିଅନ୍ତୁ । ଏହି ସମସ୍ତ ସାମଗ୍ରୀ କୁ ଏଥିରେ ପକାନ୍ତୁ , ଏହି ଜୁସକୁ ଆପଣ ଅଳ୍ପ ଦିନ ପିଇକି ଦେଖନ୍ତୁ ଦେଖିବେ ଆପଣଙ୍କ ଶରୀରରୁ ବିଭିନ୍ନ ପ୍ରକାର ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଜଗ୍ ରେ ଅଳ୍ପ ପାଣି ଦେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏବେ ଆପଣ ଏହାକୁ ଗୋଟିଏ ଗ୍ଲାସକୁ ବାହାର କରି ନିଅନ୍ତୁ , ବର୍ତ୍ତମାନ ଆମର ଜୁସ୍ ପ୍ରସ୍ତୁତ ହୋଇ ସାରିଛି । ଶେଷରେ ଏଥିରେ ଅଧା ଚାମଚ ଅମଲା ଚୂର୍ଣ୍ଣ ମିଶାନ୍ତୁ । ଆପଣ ମାନେ ଚାହିଁଲେ ଏଥିରେ ଆମଲା ଜୁସ ମଧ୍ୟ ଏ଼଼ଡ୍ କରିପାରିବେ , ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ ।

ସେବନ ପ୍ରଣାଳୀ :-

ପ୍ରତିଦିନ ସକାଳୁ ଖାଲିପେଟରେ ଏହାର ସେବନ କରନ୍ତୁ , 15 ଦିନ ଏହାର କଣ୍ଟିନ୍ୟୁ ସେବନ କରି ଦେଖନ୍ତୁ । ଦେଖିବେ ଏହା ଆପମଙ୍କର ଲିଭର କୁ ସମ୍ପୂର୍ଣ୍ଣ ଡିଟକ୍ସ କରିଦେବ , ତା ଛଡା ଆପଣଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରିଦେବ । ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିବ ନାହିଁ , ତେବେ ଆପଣଙ୍କୁ ଜୀବନରେ କେବେ ଅର୍ଶ ବା ପାଇଲସ୍ ଭଳି ସମସ୍ୟା ଭୋଗିବାକୁ ପଡିବ ନାହିଁ ।

କେବଳ ଏହି ଗୋଟିଏ ଡ୍ରିଙ୍କ ଆପଣଙ୍କ ଶରୀରରୁ ଅନେକ ପ୍ରକାର ରୋଗକୁ ଦୂର କରିଥାଏ । ଯଦି ଆପଣଙ୍କର ଏମୁନିଆ ବା ରକ୍ତର ଅଭାବ ଅଛି ତେବେ ଏହି ଜୁସ୍ କୁ କେବଳ 15 ଦିନ ସେବନ କରି ଦେଖନ୍ତୁ । ଦେଖିବେ ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢିଯିବ , ତେଣୁ ଏହାକୁ କଣ୍ଟିନ୍ୟୁଆସଲି 15 ଦିନ ସେବନ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.