Swastik Tv News Odisha

ପୁଣି ଷ୍ଟୁଡିଓ ରେ ଭାଇରାଲ ବୟ Santanu ଗାଇଲେ ” Tora kunch kunchia bala ” ଭିଡ଼ିଓ ସହିତ ଡ୍ୟାନ୍ସ….ମାତ୍ର 4 ଘଣ୍ଟାରେ 1 Million ଲୋକ ଦେଖି ସାରିଲେଣି….

0

ନିଜର ଟାଲେଣ୍ଟ ପାଇଁ ଓଡ଼ିଶାର ଜଣେ ବେଶ ପରିଚିତ ଚେହେରା ପାଲଟିଥିବା ଭାଇରାଲ ବୟ ଶାନ୍ତନୁ ଙ୍କର ପୁଣି ଏକ ସୁପରହିଟ ଗୀତ ରେକର୍ଡ ର ଷ୍ଟୁଡିଓ ଭର୍ସନ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ।ଏହି ଗୀତଟି ହେଉଛି ଲୋକପ୍ରିୟ ସୁପରହିଟ ଆଲବମ୍ ଗୀତ ‘ତୋର କୁଞ୍ଚୁକୁଞ୍ଚିଆ ବାଳରେ ନନି ଛନ୍ଦି ହେଇଛି ମୋ ମନ’। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି।

ଆଉ ଏହାକୁ ଶୁଣି ଅନେକ ପସନ୍ଦ କରିବା ସହ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି। ଯାହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ। ଯେତେବେଳେ ବି ଆମେ କୁନି ପିଲାଙ୍କ ମୁହଁରେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳକ ଶାନ୍ତନୁ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି।

ଶାନ୍ତନୁ ତାର ସୁମଧୁର ସ୍ଵରରେ କିପରି ଭାବରେ ଏହି ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ।ସେ ଯେଉଁଭଳି ଭାବରେ ଷ୍ଟୁଡ଼ିଓ ରେ ଏ ଗୀତକୁ ଅଭିନୟ ଦେଖାଇ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ଆପଣ ବି ନିଶ୍ଚିତ ଖୁସି ହେବେ। ଏହି ‘ତୋର କୁଞ୍ଚୁକୁଞ୍ଚିଆ ବାଳ’ ଆଲବମ୍ ଗୀତଟି ହେଉଛି ଜୁନିଅର୍ ଭର୍ସନ।ଏହି ଗୀତର ପ୍ରଯୋଜକ ହେଉଛି ଶ୍ରୁତି ମ୍ୟୁଜିକ ଏବଂ ଏହାର ମ୍ୟୁଜିକ ଏବଂ ଲିରିକ୍ସ ଦେଇଛନ୍ତି ପ୍ରୀତି ରଞ୍ଜନ।ଏହି ଗୀତ ଏବେ ବେଶ୍ ଧୁମ୍ ମଚେଇବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.