Swastik Tv News Odisha

ପ୍ରଥମଥର ଶାଢ଼ୀ ପିନ୍ଧି ( Chaka Chak ) ଗୀତରେ ଜବରଦସ୍ତ Hot ଡ୍ୟାନ୍ସ କଲେ ଏହି ଯୁବତୀ… ଭିଡ଼ିଓ Published ହେବା ମାତ୍ରେ share ହେବାରେ ଲାଗିଛି…

0

ବନ୍ଧୁଗଣ ଏବେ ଜଣେ ଯୁବତୀଙ୍କ ଆକର୍ଷଣୀୟ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଯିଏବି ଦେଖୁଛି ସେ ବହୁତ୍ ଖୁସିହେବା ସହ ପ୍ରଶଂସା ବି କରୁଛି। ତେବେ ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ। ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଟିକିଏ ନାଚି ଦେଲେ ଆମକୁ ଖୁସି ଲାଗିଥାଏ।

ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ତେଣୁ ଆପଣ ଏହିଭଳି ଭାବରେ ଅନେକ ନାଚ ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।କାରଣ ଏପରି ଭିଡିଓ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି।

ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ।ନୃତ୍ୟ ଆମ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ଆପଣ ତ ଜାଣିଛନ୍ତି ଅନେକ ଙ୍କ ସଉକ ଥାଏ ଡାନ୍ସ କରିବାକୁ ଏବଂ ଦେଖିବାକୁ।ଯେତେବେଳେ ବି ଆମେ କେହି ନାଚୁଥିବାର ଦେଖିବାକୁ ପାଉ ସେତେବେଳ ଆମକୁ ଟିକିଏ ଦେଖିବାକୁ ଇଚ୍ଛା ହୁଏ। ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ହୁଏତ ଅନେକ ଲୋକଙ୍କୁ ନୃତ୍ୟ ପସନ୍ଦ ହୋଇ ନପାରେ କିନ୍ତୁ ପ୍ରାୟତଃ ନାଚ ଦେଖିବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଜଣେ ଯୁବତୀଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି।

ତେବେ ଯୁବତୀ ଜଣଙ୍କ କେଉଁ ସ୍ଥାନରେ ଏପରି ଡାନ୍ସ କରୁଛନ୍ତି ତାହା ଥରେ ଦେଖନ୍ତୁ।ଏକ ଲୋକପ୍ରିୟ ହିନ୍ଦି ଗୀତ ଚକା ଚକ୍ ରେ ସେ ତାଙ୍କର ଏହି ନାଚ ଦେଖାଉଛନ୍ତି।ଏହି ଗୀତକୁ ଆପଣ ଆଗରୁ ବି ଅନେକ ଡାନ୍ସ କରୁଥିବାର ଦେଖିବାକୁ ପାଇଥିବେ। କିନ୍ତୁ ଏହି ଯୁବତୀ ଜଣଙ୍କ ଶାଢ଼ୀ ପିନ୍ଧି ଚୁଟି ଖୋଲା ରଖି ଯେଉଁଭଳି ଡାନ୍ସ ଷ୍ଟେପ ଦେଖାଉଛନ୍ତି ତାହା ବେଶ୍ ଆକର୍ଷଣୀୟ ଲାଗୁଛି।ତେବେ ଡାନ୍ସ କରୁଥିବା ଏହି ଯୁବତୀ ଜଣଙ୍କ ବହୁତ୍ ସୁନ୍ଦର୍ ଭାବରେ ଏହି ନାଚ ଦେଖାଉଛନ୍ତି। ସେ ଯେଉଁଭଳି ଭାବରେ ଏକ ସୁନ୍ଦର୍ ପରିବେଶ ଭିତରେ ମନଖୋଲି ନାଚୁଛନ୍ତି ଏହାକୁ ଦେଖି ଲାଗୁଚି ଯେମିତି ସେ ପ୍ରଫେଶନାଲ ଡାନ୍ସ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.