Swastik Tv News Odisha

ଦେଖନ୍ତୁ Exclusive ଭିଡ଼ିଓ : ପ୍ରେମିକା ସହ ଜଙ୍ଗଲ ରେ ରାସଲୀଳା କାରୁଥିବା ବେଳେ ଧରାପଡ଼ିଗଲା ସ୍ୱାମୀ… ଏହି ଭିଡ଼ିଓ କୁ ନିଜ ସ୍ତ୍ରୀ କଲେ ଭାଇରାଲ…

0

ବନ୍ଧୁଗଣ ନିଶ୍ଚିତ ଭାବରେ ପ୍ରେମକୁ ନେଇ ଆପଣ ଅନେକ ପ୍ରକାର ଭିଡିଓ ବା ଘଟଣା ସଂପର୍କରେ ଆସୁଥିବେ। କିଛି ଏମିତି ପ୍ରେମ କାହାଣୀ ବେଳେବେଳେ ସାମ୍ନାକୁ ଆସିଥାଏ ଯାହା ସମସ୍ତଂକ ପାଇଁ ଉଦାହରଣ ସୃଷ୍ଟି କରିଥାଏ ଆଉ କିଛି ଏମିତି ବି ପ୍ରେମ କାହାଣୀ ରହିଥାଏ ଯାହା ସାଧାରଣରେ ସମାଲୋଚନା ର ବିଷୟ ହୋଇଥାଏ ଏବଂ ଏକ ଲଜ୍ୟା ଜନକ ବାର୍ତ୍ତା ପ୍ରଦାନ କରିଥାଏ। କାରଣ ଏହା ସେହିପରି ଏକ ଅପ୍ରୀତିକର ଘଟଣାକୁ ସୂଚାଇ ଥାଏ।ବେଳେବେଳେ ପ୍ରେମର ନିଶା ଟିକେ ଅଧିକ ଚଢ଼ି ଯାଉ ଥିବାର ଆପଣ ଦେଖିବାକୁ ପାଉଥିବେ କିଛି ଯୁବକ ଯୁବତୀଙ୍କ ପାଖରେ। ଆଉ ସେତେବେଳେ ସେମାନେ କିଛି ବୁଝି ପାରନ୍ତି ନାହିଁ। କୌଣସି ସମ୍ପର୍କକୁ ମୂଲ୍ୟ ନଦେଇ ଭୁଲ୍ ପଥରେ ଅଗ୍ରସର ହୁଅନ୍ତି।

ଆଉ ଶେଷରେ ଏହାର ପରିଣତି ଏମିତି ହୋଇଥାଏ ଯେ ସମସ୍ତଙ୍କ ନିକଟରେ ଲଜ୍ଜିତ ଆଉ ଅପମାନିତ ହେବାକୁ ପଡ଼ିଥାଏ। ସେମିତି ଏକ ଲଜ୍ୟା ଜନକ ଘଟଣା ନିକଟରେ ଘଟିଛି ଏବଂ ଏହାର ପରିଣତି ସ୍ୱରୂପ ସେଠାରେ କଣ ଘଟୁଛି ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ଯାହାକୁ ଦେଖିଲେ ଆପଣ ଲଜ୍ୟାବୋଧ କରିବେ। ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ କହୁଛୁ ତାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ।

ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ଆଉ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ କଥା। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯେଉଁଠି ନିଜ ସ୍ବାମୀଙ୍କୁ ଜଣେ ଯୁବତୀଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ଧରିଛି ତାଙ୍କ ସ୍ତ୍ରୀ।

ଆଉ ଧରା ପଡ଼ିବା ପରେ ସ୍ବାମୀ ଜଣଙ୍କ ମଧ୍ୟ କେଉଁଭଳି ଯୁକ୍ତି କରୁଛନ୍ତି ତାହା ଥରେ ଶୁଣନ୍ତୁ।ସେ କହୁଛନ୍ତି ମୋର ନିଜର ଲାଇଫ ରହିଛି, ନିଜର ସ୍ଵାଧୀନତା ରହିଛି, ମୋର ଇଚ୍ଛା ଅନୁସାରେ ମୁଁ କାମ କରିବି। ଜଣେ ଯୁବତୀଙ୍କ ସହିତ ତାଙ୍କର ଏପରି ଜଙ୍ଗଲ ଭିତରେ ଅପ୍ରୀତିକର ସ୍ଥିତିକୁ ସ୍ତ୍ରୀ ବିରୋଧ କରିବା ସହିତ ପାଟି କରିଥିଲେ। କିନ୍ତୁ ସ୍ବାମୀ ଜଣଙ୍କ ଏଥିରେ କୌଣସି ଭୁଲ ନଥିବା କହି ନିଜ ଲାଇଫ କୁ ଉପଭୋଗ କରିବା ଠିକ୍ ବୋଲି ଭାବିବା ଏକ ବିଡମ୍ବନା ର ବିଷୟ। ତେବେ ଏହିଭଳି ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିବା ପରେ ଏହା ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୁରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.