Swastik Tv News Odisha

OMG ! ଏହି କୁନି ଝିଅର ଭିଡ଼ିଓ ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ… ଦେଖନ୍ତୁ ଭିଡ଼ିଓ

0

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ। ଲୋକେ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ ଏବଂ ଖୁସି ମଧ୍ଯ ଦେବ। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଲୋକେ ଆଚମ୍ବିତ ହୋଇ ଯାଉଛନ୍ତି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।

ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଏହା ଏକ କୁନି ଝିଅର ଭିଡିଓ।ଏହି ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ଚକିତ ବି ହେଉଛି।କୁନି ପିଲା ମାନଙ୍କର କିଛି ଏମିତି ଭିଡିଓ ବେଳେବେଳେ ଆମ ସମ୍ମୁଖକୁ ଆସିଥାଏ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟି ଥାଏ। ସେମାନଙ୍କ କଥାରେ ଏକ ବିଶେଷ ଆକର୍ଷଣ ରହିଥାଏ। ତାଙ୍କୁ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ତେବେ ଏମିତିରେ ଅନେକ ସମୟରେ ଆପଣ ଏହିଭଳି କିଛି ଭାଇରାଲ ଭିଡିଓ ଦେଖୁଥିବେ।ତେବେ ଅନେକ ସମୟରେ ଆପଣ ଛୋଟ ପିଲା ମାନଙ୍କର ଅନେକ ଭିଡିଓ କୁ ଦେଖିବାକୁ ପାଉଥିବେ।

ଆଉ ସେହି ସବୁ ଭିଡିଓ କୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ।ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଜଣେ କୁନି ପିଲା କଣ କହୁଛି ତାକୁ ଥରେ ଶୁଣନ୍ତୁ। ପିଲାଟି ତାର ସାଙ୍ଗ ଉପରେ ରାଗି ଯାଇ ତାର ମାଆ କୁ ଆସି ତା ସାଙ୍ଗ ବିଷୟରେ କହୁଛି।ସେ ଯେଉଁଭଳି ଭାବରେ ହାତ ହଲେଇ କହୁଛି ତାକୁ ଦେଖିଲେ ଆପଣ ବି ଭାବିବେ ଏ ପିଲାର କେତେ ରାଗ। ତାର କଥା ଶୁଣି ମାଆ ତାକୁ ଶାନ୍ତ ହେବାକୁ କହୁଛନ୍ତି କିନ୍ତୁ ସେ ଶୁଣିବାକୁ ନାରାଜ। କଥା କହୁ କହୁ ସେ ମଝିରେ ରାଗିକି ପଞ୍ଚମ ହୋଇ ଯାଉଛି। ଯେମିତି ତାର କିଛି ଭୁଲ୍ ନାହିଁ, ସବୁ ଭୁଲ୍ ସେହି ଆର ପିଲାର, ଯାହାର ନାମ ସେ ପ୍ରାଚୀ ବୋଲି କହୁଛି।

ସବୁ କଥା ଶୁଣି ସାରିଲା ପରେ ମାଆ ତାକୁ କହୁଛନ୍ତି ଯେ ଏମିତି ବଦମାସ ହୁଅନ୍ତିନି। ଏମିତି କହିବା ଭଲ ନୁହେଁ। ଏମିତି ରାଓଡ଼ି ହେବାର ନାହିଁ। ବହୁତ୍ କିଛି ବୁଝେଇଲା ପରେ ଯାଇ ପିଲାଟି ଟିକେ ଶାନ୍ତ ହେଉଛି ଏବଂ ମାଆ ଙ୍କ କଥାକୁ ଶୁନୁଛି। ପିଲାଟି ଏମିତି କଥା ହେଉଛି, ଯାହାକୁ ମାଆ ଶୁଣି ରାଗିବା ସହିତ ମଝିରେ ମଝିରେ ହସି ପକାଉଛନ୍ତି। ଆପଣ ବି ଏହି ଭିଡିଓ କୁ ଥରେ ଦେଖନ୍ତୁ ଏବଂ ପିଲାଟିର କଥା ଶୁଣନ୍ତୁ, ନିଶ୍ଚୟ ଆପଣଙ୍କୁ ଏହା ଭଲ ଲାଗିବ ଏବଂ ଆପଣ ହସି ହସି ଗଡି ଯିବେ।

 

Leave A Reply

Your email address will not be published.