Swastik Tv News Odisha

ପ୍ରଥମ ଥର ମାର୍କେଟ କୁ ଆସିଲା କମେଡିଆନ Girija ( କାକା ) ଙ୍କ Pushpa ମୁଣ୍ଡା କୁ ନେଇ ଜବରଦସ୍ତ Comedy…. ଦେଖିଲେ ହସି ହସି ଗଡିଯିବେ…

0

ବନ୍ଧୁଗଣ ଆପଣ ମାନେ ଦେଖିବାକୁ ପାଉଥିବେ କିଭଳି ଭାବରେ ଏବେବି ରହିଛି ସୁପରହିଟ ଫିଲ୍ମ୍ ପୁଷ୍ପାର କ୍ରେଜ।ଏହି ଫିଲ୍ମ୍ ଟି ସିନେ ପ୍ରେମୀ ଙ୍କୁ ଏକ ଜବରଦସ୍ତ ମନୋରଞ୍ଜନ ର ମାହଲ ଯୋଗାଇ ଦେଇଛି।ଏହା ଏତେ ଲୋକପ୍ରିୟ ହୋଇଛି ଯେ ଏବେ ଯାଏଁ ବି ଏହି ଫିଲ୍ମ୍ ର କ୍ରେଜ ରହିଛି।ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ଏହି ଫିଲ୍ମ୍।ତେବେ ଏହି ଫିଲ୍ମ୍ ଟି ଏତେ ସୁନ୍ଦର୍ ହୋଇଛି ଯେ ଏବେ ଲୋକପ୍ରିୟତାର ଶୀର୍ଷରେ ରହିଛି ଏହି ଫିଲ୍ମ୍ ପୁଷ୍ପା। ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ଏହି ଫିଲ୍ମ୍ ରେ ହିରୋ ହେଇଛନ୍ତି ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ହିରୋଇନ୍ ହୋଇଛନ୍ତି ସାଉଥ୍ ସୁନ୍ଦରୀ ରଶ୍ମିକା।

ଏହି ଫିଲ୍ମ୍ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବରଂ ସବୁ ଭାଷାଭାଷୀ ଦର୍ଶକଙ୍କ ମନ ଜିତିବାକୁ ସକ୍ଷମ ହୋଇଛି। ସୁନ୍ଦରୀ ଅଭିନେତ୍ରୀ ରଶ୍ମିକାଙ୍କ ଆକର୍ଷିତ ଚେହେରା ଏଠାରେ ସମସ୍ତଙ୍କୁ ତାଙ୍କ ଅଭିନୟର ଦିୱାନା କରିଛି। ଏହାକୁ ଦେଖିବା ପାଇଁ ଯେମିତି ପାଗଳ ହେଉଛନ୍ତି ଦର୍ଶକ। ଏହି ଫିଲ୍ମ୍ ର ଗୀତ ଗୁଡିକ ମଧ୍ୟ ସୁପରହିଟ ଏବଂ ଲୋକଙ୍କୁ ଆକୃଷ୍ଟ କରିବା ଭଳି ହୋଇଛି। ତେବେ ଏହି ଫିଲ୍ମ୍ ର ଗୀତ ସବୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।

ଏହି ଫିଲ୍ମ୍ ର ଚରିତ୍ରକୁ ନେଇ ଅନେକ କମେଡି ଭିଡିଓ ବି ପ୍ରସ୍ତୁତ ହେଉଛି।ସେସବୁ ମଜାଦାର ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ। ସେହିପରି ଓଡ଼ିଆ ରେ ମଧ୍ୟ ପୁଷ୍ପା ଫିଲ୍ମ୍ ର ବିଷୟବସ୍ତୁ କୁ ନେଇ ଅନେକ ଛୋଟ ଛୋଟ କମେଡି ଭିଡିଓ ସବୁ ପ୍ରସ୍ତୁତ ହୋଇଛି। ସେହିପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ଟି ମିଷ୍ଟର ଗିରିଜା କମେଡି ନାମକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ ହୋଇଛି।ଏହି ଭିଡିଓ ରେ ଯୁବ କଳାକାର ମାନେ ତାଂକର ଦମଦାର ଅଭିନୟ ର ଜଲୱା ଦେଖାଇଛନ୍ତି। ଅଲ୍ଲୁୂ ଅର୍ଜ୍ଜୁନ ଙ୍କ ଭଳି ପାଖାପାଖି ଭାବରେ ନିଜର ଗେଟ୍ ଅପ୍ ନେଇ ଗୁଣ୍ଡା ଭୂମିକାରେ ଅଭିନୟ କରି ଜଣେ ଯୁବକ କିପରି ଏହି ଚରିତ୍ରରେ କମେଡି ର ତଡକା ଦେଇଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ।

ମଜାଦାର ଚରିତ୍ର ସାଙ୍ଗକୁ ଏହି ଭିଡିଓ ରେ ଡ଼ାଇଲଗ ମଧ୍ୟ ବହୁତ୍ ସୁନ୍ଦର ହୋଇଛି।ଏହି ମଜାଦାର ଭିଡିଓ ର ନିର୍ଦ୍ଦେଶନା ଫୁକୁଲ ଦେଇଥିବା ବେଳେ ଏହାର କନସେପ୍ଟ ଦେଇଛନ୍ତି ଗିରିଜା ପଣ୍ଡା ଓରଫ୍ କାକା। ଭିଡିଓ ଟି ଦେଖିଲେ ନିଶ୍ଚୟ ଏହା ଆପଣଙ୍କୁ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.