Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଭାଇରାଲ ହେଲା ବିନା ଚୁଡିଦାରରେ ଫେମସ ଅଭିନେତ୍ରୀ Anupama Parameswaran ଙ୍କ ଅଶ୍ଳୀଳ ଫୋଟୋ, 3 Million ରୁ ଅଧିକ ଲୋକ ଦେଖି ସାରିଲେଣି…ସତରେ କଣ…

0

ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି। ବେଳେ ବେଳେ କଳାକାର ମାନେ ନିଜର ଆଚରଣ ଏବଂ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଯାହାବି ହେଉ ସେମାନଙ୍କ ଷ୍ଟାଇଲ ସବୁବେଳେ ଦର୍ଶକ ମାନେ ଅନୁସରଣ କରିଥାନ୍ତି।

ଯଦି ସେମାନେ କୌଣସି ସମାଜ ବିରୋଧୀ କାମ କରନ୍ତି ତାହା ସମାଜ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଅନେକ ସମୟରେ ଅଭିନେତ୍ରୀ ମାନେ ଚର୍ଚ୍ଚା ରେ ରହିଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଡ୍ରେସ ପିନ୍ଧାକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନାୟିକା ଅନୁପମା ପରମେଶ୍ବରମ ତାଙ୍କର ଦମଦାର ଅଭିନୟ ଲୋକମାନଙ୍କୁ ପାଗଳ କରିଥାଏ। ସେ ନିଜର ଅଭିନୟ ବଳରେ କେବଳ ତେଲୁଗୁ ଭାଷା ଭାଷୀ ଲୋକଙ୍କୁ ବିମହିତ କରିଛି ତାହା ନୁହେଁ ବରଂ ସାରା ଭାରତ ବାସୀଙ୍କୁ ବିମହିତ କରିଛି। ତାଙ୍କର ଜୀବନ ଶୈଳୀକୁ ଅନେକ ଲୋକ ମାନେ କପି କରିଥାନ୍ତି।

ଯଦି ଦେଖିବା ସମାଜ ଉପରେ ଅଭିନେତା ଅଭିନେତ୍ରୀ ମାନଙ୍କ ପ୍ରଭାବ ପଡ଼ିଥାଏ। ବନ୍ଧୁଗଣ ଆମ କହିବାର ଅର୍ଥ ହେଉଛି, ଏମିତି ଜଣେ କଳାକାର ଯାହାକି ନିଜର ଡ୍ରେସ ପିନ୍ଧାକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ଲୋକପ୍ରିୟ ନାୟିକା ଅନୁପମା ପରମେଶ୍ବରମ ଚୁଡ଼ିଦାର ପିନ୍ଦୀ ଆସିଥିଲେ ଯାହାକି ତାଙ୍କ ଚୁଡ଼ିଦାର ପିନ୍ଧି ଥିଲେ ହେଲେ ତଳେ କିଛି ବି ପିନ୍ଧି ନଥିଲେ। ଯାହାକି ତାଙ୍କୁ ଅନେକ ଲଜ୍ୟା ସହିବା ପାଇଁ ପଡିଥିଲା। ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ଏହି ଘିଟଣାଟି ଅନେକ ଦିନ ତଳର କଥା। ତେବେ ଏଭଳି ଘଟଣା ଏକ ସୁଟିଂ ସେଟର ବୋଲି ଜଣା ପଡ଼ିଛି। ଯେଉଁଥିରେ ସେ ଏକ ଚୁଡ଼ିଦାର ପିନ୍ଧିଛନ୍ତି ଏଵଂ ତଳେ କିଛି ବି ପିନ୍ଦୀ ନାହାନ୍ତି।

ତେବେ ବନ୍ଧୁଗଣ ଏହି ଫୋଟୋର ପ୍ରକୃତ ସତ୍ୟ ହେଉଛି। ସେ ସୁଟିଂ ସେଟ ବେଳର ଦୃଶ୍ୟ ଯେଉଁଥିରେ ତେବେ ସେ ଚୁଡ଼ିଦାର ପିନ୍ଧିବା ସହିତ ତଳେ ମଧ୍ୟ ଲେଗିନ୍ସ ପିନ୍ଦିଛନ୍ତି। ଯେହେତୁ ଏହା ସ୍କିନ ରଙ୍ଗର ହୋଇଥିବାରୁ ଦେହ ସହିତ ମିଶି ଯାଉଛି। ସେଥିପାଇଁ ଜଣା ପଡୁଛି କି ଚୁଡ଼ିଦାର ସହିତ କିଛି ପିନ୍ଦି ନାହାନ୍ତି। କିନ୍ତୁ ଭଲରେ ପାଖକୁ ଦେଖିଲେ ଲାଗୁଛି କି ସେ ପିନ୍ଧିଛନ୍ତି। ଯାହାବି ହେଉ ଏଭଳି ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ହିରୋଇନକୁ ମଧ୍ୟ ଏହି ଘଟଣା ପାଇଁ ଅନେକ ସମାଲୋଚନା ସହିବା ପାଇଁ ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.