Swastik Tv News Odisha

ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅଙ୍କର Stage ଉପରେ କଲେ ଜବରଦସ୍ତ ଡ୍ୟାନ୍ସ… ସୋସିଆଲ ମିଡିଆରେ ଏବେ ସୁଦ୍ଧା 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ସୁପରହିଟ ଫିଲ୍ମ୍ ପୁଷ୍ପା ସମସ୍ତ ସିନେ ପ୍ରେମୀ ଙ୍କୁ ଏକ ଜବରଦସ୍ତ ମନୋରଞ୍ଜନ ର ମାହଲ ଯୋଗାଇ ଦେଇଛି। ଯିଏ ଏହି ଫିଲ୍ମ୍ କୁ ଦେଖିଛି ସେ ତ ନିଶ୍ଚିତ ଏହାକୁ ଅନୁଭବ କରିଥିବ। ଏହା ଏତେ ଲୋକପ୍ରିୟ ହୋଇଛି ଯେ ଏବେ ଯାଏଁ ବି ଏହି ଫିଲ୍ମ୍ ର କ୍ରେଜ ରହିଛି।ସବୁ ବର୍ଗର ଦର୍ଶକଙ୍କ ମନକୁ ଛୁଇଁ ପାରିଛି ଏହି ଫିଲ୍ମ୍।ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ସାଉଥ୍ ଷ୍ଟାଇଲିସ ଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ସୁନ୍ଦରୀ ରଶ୍ମିକାଙ୍କ ଏହି ଫିଲ୍ମ୍ ବର୍ତ୍ତମାନ ଖାଲି ତେଲୁଗୁ ଚଳଚ୍ଚିତ୍ର ଦୁନିଆରେ ନୁହେଁ ବରଂ ସବୁ ଭାଷାଭାଷୀ ଦର୍ଶକଙ୍କ ମନ ଜିତିବାକୁ ସକ୍ଷମ ହୋଇଛି।ସେହିପରି ସାଉଥ୍ ସୁନ୍ଦରୀ ରଶ୍ମିକାଙ୍କ ଆକର୍ଷିତ ଚେହେରା ଏଠାରେ ସମସ୍ତଙ୍କୁ ତାଙ୍କ ଅଭିନୟର ଦିୱାନା କରିଛି।

ଏହାକୁ ଦେଖିବା ପାଇଁ ଯେମିତି ପାଗଳ ହେଉଛନ୍ତି ଦର୍ଶକ। ଏହି ଫିଲ୍ମ୍ ର ଗୀତ ଗୁଡିକ ମଧ୍ୟ ସୁପରହିଟ ଏବଂ ଲୋକଙ୍କୁ ଆକୃଷ୍ଟ କରିବା ଭଳି ହୋଇଛି। ତେବେ ଏହି ଫିଲ୍ମ୍ ର ଗୀତ ସବୁ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି।ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି।ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଫିଲ୍ମ୍ ର ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି।

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି। ଉଭୟ ସାମି ସାମି ଏବଂ ଶ୍ରିବଲି ଗୀତ ସମସ୍ତଙ୍କ ହୃଦୟକୁ ଛୁଇଁବାରେ ସକ୍ଷମ ହୋଇଛି।ଏହି ଗୀତକୁ ତ ଆପଣ ନିଶ୍ଚୟ ଶୁନିଥିବେ ଏବଂ ଏହି ଗୀତରେ ଅନେକ ଭିଡିଓ ବି ଦେଖିଥିବେ।ଏହି ଫିଲ୍ମ୍ ର ଗୀତରେ ଏବଂ କଳାକାର ମାନଙ୍କର ଡାନ୍ସ ପୋଜ କୁ ଫଲୋ କରି ଅନେକ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖିବାକୁ ମିଳୁଛି।

ସେହିପରି ଏବେ ଏକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଦୁଇଟି କୁନି ଝିଅ ପୁଷ୍ପା ଫିଲ୍ମର ଦୁଇଟି ଗୀତ ଶ୍ରିବାଲି ଏବଂ ସାମି ସାମିିରେ ତାଙ୍କର ଜବରଦସ୍ତ କ୍ୟୁଟ ଡାନ୍ସ ଦେଖାଉଛନ୍ତି। ବହୁତ୍ ସୁନ୍ଦର୍ ଭାବରେ ଲୋକଙ୍କୁ ପସନ୍ଦ ଆସିଲା ଭଳି ଡାନ୍ସ ସେମାନେ ଦେଖାଉଛନ୍ତି। ତାଙ୍କର ଡାନ୍ସ ଷ୍ଟାଇଲ ଦେଖିଲେ ଆପଣ ବି ବହୁତ୍ ଖୁସି ହେବେ।ଏହି ଦୁଇ ଝିଅଙ୍କର ମନୋରଞ୍ଜନ ପୂର୍ଣ୍ଣ ନାଚ ସମସ୍ତଙ୍କୁ ଆକର୍ଷିତ କରିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.