Swastik Tv News Odisha

ଲିଫ୍ଟ ଭିତରେ ମହିଳା, ଏହି ବ୍ୟକ୍ତି ଜଣକ କଲେ ଏମିତି କାମ ଦେଖିଲେ ହୋସ ଉଡିଯିବ… ଦେଖନ୍ତୁ Video

0

ସୋସିଆଲ ମିଡ଼ିଆରେ ଏବେ ଗୋଟିଏ ଘଟଣାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏହି ଘଟଣାରେ ଛୋଟ ପୋଷା କୁକୁର ଟି ଯେମିତି ଫସି ଯାଇଥିଲା ତାକୁ ବଞ୍ଚାଇବା ବହୁତ କଷ୍ଟକର ହୋଇ ଯାଇଥିଲା। ଆଉ ଏହି ସମୟରେ ଯଦି କୌଣସି ବ୍ୟକ୍ତି ନ ଆସି ଥାଆନ୍ତେ ତେବେ କଣ ହୋଇ ଯାଇ ଥାଆନ୍ତା ତାହା କଳ୍ପନା କରି ହେବନାହିଁ। ଏହି ଘଟଣା ଟି ଏକ ବଡ଼ ଆପାର୍ଟମେଂଟ ରେ ଦେଖା ଦେଇଥିଲା ଯେଉଁଠାରେ ଏକ ଯିବା ଆସିବା କରିବା ପାଇଁ ଲିଫ୍ଟ ଥିଲା। ଏଠାରେ ଯଦି ସେହୁ ଦେବଦୂତ ସାଜିକି ବ୍ୟକ୍ତି ଜଣଙ୍କ ପହଂଚି ନ ଥାଆନ୍ତେ ତେବେ ସେ କୁକୁରର ଭାଗ୍ୟ ପୁରା ଖରାପ ହୋଇ ଯାଇ ଥାଆନ୍ତା।

ଏହି ଘଟଣା ରେ ଜଣେ ମହିଳା ତାଙ୍କର ପୋଷା କୁକୁର କୁ ସାଙ୍ଗରେ ନେଇକି ଯାଉ ଥିବାର ଦେଖିବାକୁ ମିଳିଛି ଆଉ କୁକୁର ବେକରେ ଚେନ ବନ୍ଧା ହୋଇଛି ଯାହାକୁ ସେହି ମହିଳା ଜଣଙ୍କ ଧରି ଛନ୍ତି। ଆଉ ଏହିଠାରେ ସେ ତାକୁ ଧରିକି ଆସୁଥିଲେ ଏବଂ ସଂଗେ ସଂଗେ ଲିଫ୍ଟ ଭିତରକୁ ପ୍ରବେଶ କଲେ ଆଉ ସେହି କୁକୁର ରି ଭିତରକୁ ଯାଇ ପାରିନାହିଁ କିନ୍ତୁ ମହିଳାଙ୍କ ହାତ ରେ ଥିବା ଚେନ ଟି ତାଙ୍କ ହାତ ରେ ରହିଛି। ଆଉ କୁକୁର ଟି ଧୀରେ ଧୀରେ ଟାଣି ହୋଇ ଯାଉଛି ଏହି ସମୟରେ ଲିଫ୍ଟ ରୁ ଜଣେ ବ୍ୟକ୍ତି ବାହାରକୁ ଆସୁଥିଲେ ଯିଏ କି ଦେବଦୂତ ସେହି କୁକୁର ପାଇଁ। ଆଉ ସେହି ମହିଳାଙ୍କର ଏତେ ଅସାବଧାନତା ପାଇଁ ସେ କୁକୁର ଟି ବହୁତ ଯନ୍ତ୍ରଣା ମଧ୍ୟ ପାଉଛି।

ଯେତେବେଳେ ଲିଫ୍ଟ ର କବାଟ ବନ୍ଦ ହୋଇ ଯାଏ ତା ପରେ ସେ କୁକୁର ଟି ଟାଣି ହୋଇଗଲା ଆଉ ସେହି ବ୍ୟକ୍ତି ଜଣଙ୍କ ଏମିତି ଘଟଣା ଦେଖିବା ପରେ ସଂଗେ ସଂଗେ କୁକୁର ବେକରେ ବନ୍ଧା ହୋଇଥିବା ଚେନରୁ ତାକୁ ମୁକ୍ତ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ ଆଉ ବହୁତ କଷ୍ଟରେ ଶେଷରେ ସଫଳ ହୋଉ ପାରିଥିଲେ ଏବଂ କୁକୁର ଜୀବନ କୁ ବଞ୍ଚାଇ ପାରିଥିଲେ। ଆଉ ଏହି ସମୟରେ ଯଦି ସେ ବ୍ୟକ୍ତି ଜଣଙ୍କ ନ ଆସି ଥାଆନ୍ତେ ତେବେ ଯାହା ଘଟି ଥାଆନ୍ତା ତାହା କେହି କେବେ ବି ଭାବି ନ ଥାନ୍ତେ।

ଟିକିଏ ଅସାବଧାନତା ପାଇଁ ତା ଜୀବନ ମଧ୍ୟ ପଳାଇ ଯାଇ ଥାଆନ୍ତା। ଆଉ ଅଜଣା ବ୍ୟକ୍ତି ଜଣଙ୍କ ଦେବଦୂତ ସାଜି ତାକୁ ବଞ୍ଚାଇ ଦେଇଥିଲେ ଯାହା ପରେ ସେ କୁକୁର ଟି ନୂଆ ଜନ୍ମ ପାଇଥିଲେ ବୋଲି କହିବା। ଏହି ସବୁ ଘଟଣା କ୍ୟାମେରାରେ ସବୁ ରେକର୍ଡ ହୋଇ ଯାଇଛି ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡ଼ିଆରେ ଜୋରରେ ଭାଇରଲ ହୋଇଅଛି। ଏହି ଘଟଣା କୁ ଦେଖିବା ପରେ ସାଧାରଣ ଭାବରେ ମନରେ ଆସୁଛି ସେହି ମହିଳା ଜଣଙ୍କର କିପରିଅସାବଧାନତା ପାଇଁ କୁକୁର କିଛିବି ହୋଇ ଯାଇ ଥାଆନ୍ତା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.