Swastik Tv News Odisha

ଦେଖନ୍ତୁ କିପରି ଘର ଭିତରୁ ଉଦ୍ଧାର ହେଲା ମାଳ ମାଳ ନାଗ ସାପ ( Venomous Cobra ) ମହିଳାଙ୍କ ଜୀବନ କେମିତି ବଞ୍ଚିଗଲା…ଦେଖନ୍ତୁ Video

0

ବନ୍ଧୁଗଣ ଆମ ଚତୁଃପାର୍ଶ୍ଵରେ ରହିଥିବା କିଛି ସାପ ମାନଙ୍କ ମଧ୍ୟରୁ କିଛି ଏପରି ଜାତିର ସାପ ରହିଛନ୍ତି ଯେଉଁମାନେ ବହୁତ୍ ବିଷଧର ଅଟନ୍ତି। ସେମାନଙ୍କ ମଧ୍ୟରୁ ନାଗ ସାପ ଅନ୍ୟତମ। ଯାହା ଏମିତି ଏକ ବିଷଧର ସାପ, ଯିଏ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ।ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ମଧ୍ଯ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଆମ ଆଖ ପାଖରେ ଚାରିଆଡ଼େ ସାପ ରହିଥିବାର ଆମେ ଦେଖିବାକୁ ପାଇଥାଉ।

ସାପ ଗୁଡିକ ଅନେକ ସମୟରେ ଖାଦ୍ୟ ସନ୍ଧାନରେ ଲୋକେ ରହୁଥିବା ଘର ଭିତରକୁ ପଶି ଆସିଥାନ୍ତି। କେତେବେଳେ ଜଣା ପଡିବା ପରେ ଏଗୁଡ଼ିକ ଉଦ୍ଧାର ହୁଅନ୍ତି ତ ପୁଣି କେତେବେଳେ ଭୟଙ୍କର କାଣ୍ଡ ମଧ୍ଯ ଘଟାଇଥାନ୍ତି। ତେବେ ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ସାପ କେତେବେଳେ କାହା ଘର ଭିତରେ ପ୍ରବେଶ କରିବ ତାହା କହିହେବ ନାହିଁ। ତେଣୁ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।

କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। କିନ୍ତୁ ବେଳେବେଳେ ମଣିଷ ଅଳ୍ପକେ ସାପ ଦଂଶନ ରୁ ବର୍ତ୍ତି ଯାଇଥାଏ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ।

କାରଣ ଏଠାରେ ଗ୍ରାମର ଏକ ଘରୁ ଅନେକ ଗୁଡ଼ିଏ ନାଗ ସାପ ଉଦ୍ଧାର ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଏଠାରେ ନାଗ ସାପ ଅଣ୍ଡା ଦେଇ ଅନେକ ଗୁଡ଼ିଏ ନାଗ ଛୁଆକୁ ଜନ୍ମ ଦେଇଥିଲା। ଘର ଲୋକେ ଏ ବିଷୟରେ ଜାଣିବା ପରେ ସାପ ଧରାଳି ଙ୍କୁ ଜଣାଇ ଥିଲେ।ପରେ ସାପ ଧରାଲି ଜଣଙ୍କ ଆସି ମାଟି ଖୋଳି ଗୋଟିଏ ପରେ ଗୋଟିଏ କରି ଅନେକ ନାଗ ସାପ ଛୁଆଙ୍କୁ ଉଦ୍ଧାର କରିବା ସହ ମାଆ ସାପକୁ ମଧ୍ଯ ଉଦ୍ଧାର କରିଛନ୍ତି।ଏହାପରେ ସବୁ ସାପକୁ ସେ ନେଇ ଏକ ଜଙ୍ଗଲ ଭିତରେ ଛାଡି ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.