Swastik Tv News Odisha

Ias Interview – ସ୍ୱାମୀ ସ୍ତ୍ରୀକୁ ଦେଇଥାଏ, କିନ୍ତୁ ସ୍ତ୍ରୀ ସ୍ୱାମୀକୁ ଦେଇନଥାଏ, ତାହା କଣ ? ୯୯% ଲୋକ ଉତ୍ତର ଦେବାରେ ଫେଲ

0

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଆଜି ଆମେ ଆପଣଙ୍କୁ IAS ପରୀକ୍ଷା ଇଣ୍ଟରଭୁ ପରୀକ୍ଷା ରେ ପଚାରା ଯାଇଥିବା କେତୋଟି ଚତୁର ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ଆଜିକାଲିର ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଚତୁର ପ୍ରଶ୍ନ;

ପ୍ରଶ୍ନ-୧- ପିଲାଦିନୁ ତାର ମୁଣ୍ଡରେ ଟୋପିକୃଷ୍ଣ ଅବତାର ମୋହିଲା ଗୋପିରାମ ଅବତାରେ ରାବଣ ମାରି ଏବେ ହୋଇଛି ସେ ତରକାରୀ ତାହା କଣ ?
ଉତ୍ତର- ବାଉଁଶ କରଡି

ପ୍ରଶ୍ନ-୨- ତାହା କଣ ଯାହାକୁ ଧୋଇଲେ ମଇଳା ହୁଏ ?
ଉତ୍ତର- ପାଣି

ପ୍ରଶ୍ନ-୩- ତାହା କଣ ଯାହାକୁ ନ ଛୁଇଁଲେ ମଧ୍ୟ ଭାଙ୍ଗି ଥାଏ ?
ଉତ୍ତର- ପ୍ରତିଜ୍ଞା

ପ୍ରଶ୍ନ-୪- ସେ କେଉଁ ଜିନିଷ ଆମେ ନ ଚାହିଁଲେ ମଧ୍ୟ ଆସି ଥାଏ ?
ଉତ୍ତର- ମୃତ୍ୟୁ

ପ୍ରଶ୍ନ-୫- ପଦେ କଥା କହିଲେ ବି ଅଲଗା ହୋଇ ଯାଇ ଥାଆନ୍ତି ସେମାନେ କିଏ ?
ଉତ୍ତର- ଓଠ

ପ୍ରଶ୍ନ-୬- ଗୋଟାଏ ଫଳରେ ଅନେକ କଣ୍ଟା ପାଚିଲା ଖାଇଲେ ହାତରେ ଆଠ ତାହା କଣ ଅଟେ ?
ଉତ୍ତର- ପଣସ

ପ୍ରଶ୍ନ-୭- ସ୍ୱାମୀ ସ୍ତ୍ରୀ କୁ ଦେଇଥାଏ କିନ୍ତୁ ସ୍ତ୍ରୀ ସ୍ୱାମୀକୁ ଦେଇ ନଥାଏ ତାହା କଣ ?
ଉତ୍ତର- sername (ସରନେମ)

ପ୍ରଶ୍ନ-୮- ଭାଲୁର କେତୋଟି ଦାନ୍ତ ଅଛି ?
ଉତ୍ତର- 42 ଟି

ପ୍ରଶ୍ନ-୯- କେଉଁ ଗଛରେ ଫୁଲ ହୁଏ ନାହିଁ ?
ଉତ୍ତର- ପଣସ

ପ୍ରଶ୍ନ-୧୦- କେଉଁ ଗଛରେ ଗୋଟିଏ ଥର ମାତ୍ର ଫଳ ଫଳି ଥାଏ ?
ଉତ୍ତର- କଦଳୀ

ପ୍ରଶ୍ନ- ୧୧- କେଉଁ ଦେଶ ସର୍ବାଧିକ ଟମାଟୋ ଉତ୍ପାଦନ କରି ଥାଏ ?
ଉତ୍ତର- ଚୀନ

ପ୍ରଶ୍ନ- ୧୨- ସୁଗନ୍ଧ ସହର ନାମରେ କିଏ ପରିଚିତ ?
ଉତ୍ତର- କନୋଜ

ପ୍ରଶ୍ନ-୧୩- ଭାରତର ସବୁଠାରୁ ଧନୀ ଗାଁର ନାମ କଣ ?
ଉତ୍ତର – ମାଧପୁର

ପ୍ରଶ୍ନ-୧୪- ଅଙ୍ଗୁର ଚାଷ ପାଇଁ କେଉଁ ଦେଶ ପ୍ରସିଦ୍ଧ ?
ଉତ୍ତର- ବାଙ୍ଗାଲୋର

ପ୍ରଶ୍ନ-୧୫- କେଉଁ ଜୀବ ପାଦ ନାହିଁ କିନ୍ତୁ ଚାଲି ପାରେ ଆଉ କାନ ନାହିଁ କିନ୍ତୁ ଶୁଣି ପାରେ ?
ଉତ୍ତର-ସାପ

ପ୍ରଶ୍ନ- ୧୬- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ ?
ଉତ୍ତର- ଝାଳ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.