Swastik Tv News Odisha

ଓଡ଼ିଶାର Femous ହିରୋଇନ Rupa ଙ୍କ ପରିବାର… ଏତେ ଗରିବ ଆଗରୁ କେବେ ଦେଖି ନଥିବେ… ଦେଖନ୍ତୁ Video

0

ବନ୍ଧୁଗଣ ଏକ ଲୋକପ୍ରିୟ ଯୋଡ଼ି ଭାବରେ ରୂପା ଓ ପିଣ୍ଟୁଙ୍କୁ ଅନେକ ଦର୍ଶକ ବହୁତ୍ ଭଲ ପାଆନ୍ତି। ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ସେମାନଙ୍କ ର ଅନେକ ଭିଡିଓ ଆପଣ ସମୟକ୍ରମେ ଦେଖିବାକୁ ପାଇଥିବେ, ଯାହା ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଥାଏ। ତେବେ ଏବେ ତାଙ୍କର ଏକ ବ୍ଲଗ୍ ଭିଡିଓ ପୁଣି ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଆପଣ ସେମନଙ୍କର ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ସବୁକୁ ଦେଖିବାକୁ ପାଇବେ। ଆଉ ଏହି ଭିଡିଓ ରେ ରୂପା ଓ ପିଣ୍ଟୁ ଙ୍କ ପରିବାର କୁ ଦେଖିବାକୁ ପାଇବେ। ଯାହାକୁ ଆପଣ ଦେଖି ବହୁତ୍ ଖୁସି ହେବେ। କାରଣ ସେମାନଙ୍କ ପରିବାର ବିଷୟରେ ଜାଣିବାକୁ ଅନେକଙ୍କ ଇଚ୍ଛା ନିଶ୍ଚିତ ରହିଥାଏ।

କାରଣ ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି। ତେବେ ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ। ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ଲୋକେ ଏହାକୁ ବହୁତ୍ ପସନ୍ଦ କରୁଥିବାର ଦେଖିବାକୁ ମିଳିଥାଏ।

ବୈବାହିକ ଜୀବନରେ ସେମାନେ ଯେଉଁଭଳି ଖୁସିରେ ସେମାନଙ୍କ ସମୟ ଅତିବାହିତ କରନ୍ତି ସେହିଭଳି ତାଙ୍କର କର୍ମମୟ ଜୀବନରେ ମଧ୍ଯ ସେମାନେ ବହୁତ୍ ଲୋକପ୍ରିୟ ଅଟନ୍ତି ସେମନଙ୍କର ନିଆରା ଅନ୍ଦାଜ ପାଇଁ।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ। ଡାନ୍ସ ଭିଡିଓରେ ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।

ତେବେ ସେମାନେ ମ୍ୟୁଜିକ ଭିଡିଓ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡିଶାରେ। ଅନ୍ୟ ମାନଙ୍କ ଭଳି ଏହି ଇଣ୍ଡଷ୍ଟ୍ରି ରେ ସେମାନଙ୍କ ଚାହିଦା ବେଶ୍ ଅଧିକ ରହିଛି। ଏବେ ପିଣ୍ଟୁ ତାଙ୍କର ପରିବାରର ସମସ୍ତଙ୍କୁ ଏକ ବ୍ଲଗ୍ ଭିଡିଓ ରେ ଦେଖାଇଛନ୍ତି। ତାଙ୍କ ବାପା ମାଆ ଏବଂ ପରିବାରର ଅନ୍ୟ ପିଲା ମାନେ, ରୂପା ଏବଂ ଝିଅ ଖୁସିକୁ ଏଠାରେ ଦେଖିବାକୁ ମିଳିଛି। ଏହାଛଡା ପିଣ୍ଟୁ, ରୂପା ଏବଂ ଖୁସିଙ୍କ କିଛି ସୁନ୍ଦର୍ ମଜାଦାର ମୁହୂର୍ତ୍ତକୁ ମଧ୍ୟ ଏହି ବ୍ଲଗ୍ ରେ ଦେଖାଇଛନ୍ତି। ଖୁସିର ଖେଳିବା, ରୁପାଙ୍କ ରୋଷେଇ ଏବଂ ଖାଇବାର ଦୃଶ୍ୟ ମଧ୍ଯ ଆପଣ ଏହି ଭିଡ଼ିଓରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.