Swastik Tv News Odisha

ପ୍ରଥମ ଥର ଓଡ଼ିଶାର NO 1 vlogger Rupa ଙ୍କ ଆଖିରେ ଲୁହ… କାହିଁକି ଭୋ ଭୋ ହୋଇ କାନ୍ଦିଲେ ଜାଣିଲେ ଆପଣଙ୍କ ହୋସ ଉଡିଯିବ… ଦେଖନ୍ତୁ Video

0

ମ୍ୟୁଜିକ ଭିଡିଓ ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ଲୋକଙ୍କ ର ବେଶ୍ ପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ ଙ୍କ ଯୋଡି।ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ସେୟାର କରୁଛନ୍ତି।

ତେବେ ଯେଉଁଭଳି ଭାବରେ ଏହି ଯୋଡି ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି, ତାକୁ ଆପଣ ଅନେକ ଭିଡିଓ ରେ ଦର୍ଶକ ମାନଙ୍କ ଭଲପାଇବାକୁ ଦେଖି ଜାଣି ପାରୁଥିବେ। ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି। ତେବେ ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ।

ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଏବେ ସେମାନେ ରୂପା, ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ଏକ ୟୁ ଟ୍ୟୁବ୍ ବ୍ଲଗ ଚ୍ୟାନେଲ କରି ସେଥିରେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି। ଅନେକ ଭିଡିଓ ଅପଲୋଡ଼ କରୁଛନ୍ତି।

ସେହିଭଳି ଏହି ବ୍ଲଗ୍ ର ଏକ ଭିଡିଓ ରେ ଏବେ ରୂପା କାନ୍ଦୁ ଥିବାର ନଜର ଆସିଛନ୍ତି। କାରଣ ସେ ତାଙ୍କ ଗାଆଁ ରେ ହେଉଥିବା ମେଳଣ କୁ ଯିବାକୁ ଚାହୁଁଥିବା ବେଳେ ପିଣ୍ଟୁ ଯିବାକୁ ମନା କରିଛନ୍ତି। ଏହାପରେ ପିଣ୍ଟୁ ତାଙ୍କ ମାଆ ଙ୍କୁ ପଚାରିବାକୁ କହୁଛନ୍ତି। ରୂପା ଙ୍କ ଆଖିରେ ଲୁହକୁ ଦେଖି ତାଂକ ସହ ପିଣ୍ଟୁ ଯେଉଁଭଳି ମଜା କରୁଛନ୍ତି ତାହା ଆପଣ ଏଠାରେ ଦେଖିବାକୁ ପାଇବେ। ତାଙ୍କୁ ହସାଇବାକୁ କଣ କରୁଛନ୍ତି ପିଣ୍ଟୁ ଥରେ ଦେଖନ୍ତୁ, ଯାହାକୁ ଦେଖି ଆପଣ ବି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.