Swastik Tv News Odisha

କମେଡ଼ି ସହିତ Full ବୋବାଲିଆ ଡ୍ୟାନ୍ସ… ଏମିତି ଭିଡ଼ିଓ ଜୀନବନରେ କେବେ ଦେଖି ନଥିବେ… 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଅନେକ ସମୟରେ ଆପଣ କିଛି ସ୍ଥାନରେ ଏବେବି ଦେଖିବାକୁ ପାଉଥିବେ ଯେ କିପରି ସଙ୍ଗୀତ ସମାରୋହ ଏବଂ ଅର୍କେଷ୍ଟ୍ରା ଭଳି କାର୍ଯ୍ୟକ୍ରମ ଗୁଡିକ ସବୁ ଆୟୋଜିତ କରା ଯାଉଛି। ଅନେକ କାର୍ଯ୍ୟକ୍ରମ ରେ ଆପଣ କେବଳ ସଙ୍ଗୀତ ଶୁଣିବାକୁ ପାଉଥିବା ବେଳେ ଆଉ କିଛି କାର୍ଯ୍ୟକ୍ରମ ରେ ଆପଣ ସଙ୍ଗୀତ ସହିତ କମେଡି ର ତଡକା ମଧ୍ଯ ପାଉଥିବେ। ଯାହାକୁ ଶୁଣି ଏବଂ ଦେଖି ଶ୍ରୋତା ଓ ଦର୍ଶକ ବହୁତ୍ ଆନନ୍ଦିତ ହୁଅନ୍ତି ଏବଂ ଏହାର ମଜା ନିଅନ୍ତି। ତେବେ ଆମେ ଆପଣଙ୍କୁ ବହୁତ କିଛି ଏମିତି ଘଟଣାର ଭିଡିଓ ଦେଖାଇଥାଉ। କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ।

ତେବେ ସେହିପରି କିଛି ଏମିତି ମଜାଳିଆ ବା କୌତୁକିଆ ଘଟଣା ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ। ଏପରି ଭିଡିଓ ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଭାଇରାଲ ହେବାରେ ଲାଗିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ତେବେ କେବଳ ଆପଣ ନୁହେଁ ଅଧିକାଂଶ ଲୋକ ଏହିଭଳି ଭିଡିଓ ଦେଖି ଚିତ୍ତ ବିନୋଦନ କରିବାକୁ ଚାହିଁ ଥାଆନ୍ତି। ଏହାଦ୍ୱାରା ସେମାନଂକୁ ହସିବାକୁ ଟିକିଏ ସୁଯୋଗ ମିଳି ଯାଇ ଥାଏ।

ତେବେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏମିତି ଭିଡିଓ ଦେଖୁଥିବେ।କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ। ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ଏଠାରେ ଜଣେ ବାଦ୍ୟଯନ୍ତ୍ର ମୃଦଙ୍ଗ ବଜାଇ କିପରି ଭାବରେ କମେଡି କରିବା ଭଳି କଥା କହୁଛନ୍ତି ଏବଂ ମଝିରେ ମଝିରେ ଗୀତ ଗାଉଛନ୍ତି ତାହା ଦେଖନ୍ତୁ। ଏବଂ ତାଙ୍କ ସହ ତାଳ ଦେଉଛନ୍ତି ଜଣେ ଯୁବତୀ।

ଯୁବତୀ ଜଣଙ୍କ ଯୁବକଙ୍କ ଡ଼ାଇଲଗ ଶୁଣି ସେ ପୁଣି ତାଙ୍କୁ କିଛି କହୁଛନ୍ତି ଏବଂ ତାଙ୍କ ତାଳକୁ ବଜାଇ ରଖୁଛନ୍ତି ଓ ଯୁବତୀ ଜଣଙ୍କ ମଧ୍ଯ ଗୀତ ଗାଉଛନ୍ତି। ତେବେ ଯାତ୍ରାରେ ଯେଉଁଭଳି ଭାବରେ ପୁରୁଷ ଏବଂ ମହିଳା ଆଙ୍କର ମାନେ ପରସ୍ପର ସହ ଶାନଦାର ମୁକାବିଲା କରି କମେଡି କରିଥାନ୍ତି, ସେହିଭଳି ଭାବରେ ଏଠାରେ ଏହି ଷ୍ଟେଜ ରେ ସେହିପରି କିଛି ମଜାଦାର ଦୃଶ୍ୟ ଦେଖିବାକୁ ମିଳୁଛି। ଅନେକ ବାଦ୍ୟ ଯନ୍ତ୍ରରେ ଏହିସବୁ ଗୀତ ଏବଂ ଡ଼ାଇଲଗ ବହୁତ୍ ସୁନ୍ଦର୍ ଲାଗୁଛି ଶୁଣିବାକୁ। ଏହାକୁ ସେଠାରେ ଉପସ୍ଥିତ ସମସ୍ତେ ବେଶ୍ ଉପଭୋଗ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.