Swastik Tv News Odisha

ଓଃ କି ଡ୍ୟାନ୍ସ ! ପ୍ରଥମଥର ଲେହେଙ୍ଗା ପିନ୍ଧି ଏହି ଗାଉଁଲି ଝିଅର ( Saami Saami ) ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ… ଦେଖିଲେ ନିଜକୁ ସମ୍ଭାଳି….

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି କେତେ ଲୋକପ୍ରିୟ ହେବାରେ ଲାଗିଛି ସୁପରହିଟ ତେଲୁଗୁ ଫିଲ୍ମ୍ ପୁଷ୍ପାର ସମସ୍ତ ଗୀତ। ଏହାର ପ୍ରତିଟି ଗୀତ ବେଶ୍ ଦମଦାର ଏବଂ ଲୋକଙ୍କ ମନକୁ ଛୁଇଁଲା ଭଳି।ଏହି ଫିଲ୍ମ୍ ର ସାମି ସାମି ଗୀତରେ ଅନେକ ଜଣ ଡାନ୍ସ କରୁଥିବାର ଭିଡିଓ ବି ଆପଣ ଦେଖିବାକୁ ପାଉଥିବେ। କାରଣ ଏହି ଗୀତର ଡାନ୍ସ ଷ୍ଟାଇଲ ବେଶ୍ ନିଆରା ଏବଂ ମନକୁ ଛୁଇଁଲା ଭଳି ହୋଇଛି। ଏହି ଗୀତର ନୃତ୍ୟ ଦେଖିବାକୁ ପାଗଳ ଦର୍ଶକ। ଆପଣ ଜାଣିଛନ୍ତି ନୃତ୍ୟ ହେଉଛି ଗତିର ଆନନ୍ଦ ଏବଂ ଜୀବନର ହୃଦୟ। ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।

ତେବେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ।ସେହିପରି ଏବେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେ କିପରି ଭାବରେ ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।

ପୁଷ୍ପା ଫିଲ୍ମ୍ ର ସାମି ସାମି ଗୀତର ତାଳେ ତାଳେ ସେ ନୃତ୍ୟ ପରିବେଷଣ କରୁଛନ୍ତି।ଏହି ଯୁବତୀ ଙ୍କ ଭିଡିଓ ସେୟାର ହେବା ପରେ ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ ଯୁବତୀ ଜଣଙ୍କ କିପରି ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ର ମତାମତ ବି ଦିଅନ୍ତୁ।ଏହି ଭିଡିଓ ଟିକୁ ଯୁବତୀ ଜଣଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ କରିଛନ୍ତି। ଏହି ଭିଡିଓ ରେ ଯୁବତୀ ଜଣଙ୍କ ଯେଉଁ ଭଳି ଭାବରେ ଅନବରତ ଗୀତର ତାଳରେ ନୃତ୍ୟ କରି ଚାଲିଛନ୍ତି ତାହା ଦେଖିବାର କଥା। ଯାହାକୁ ଦେଖି ସମସ୍ତେ ଆନନ୍ଦ ନେଉଛନ୍ତି। ତେବେ ଏହି ଡାନ୍ସ ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଆପଣ ତ ଜାଣିଛନ୍ତି ଆଜିର ଇଣ୍ଟରନେଟ୍ ଯୁଗରେ କିପରି ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଯେଉଁଠି ଯେଉଁ ଘଟଣା ଘଟିଲେ ବି ଆମେ ତାକୁ ସହଜରେ ଦେଖିବାକୁ ସକ୍ଷମ ହୋଇଥାଉ ଘରେ ବସି ରହି। ସେହିପରି ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହେବାରେ ଲାଗିଛି। ଯାହାକୁ ଯିଏବି ଦେଖୁଛି ସେ ପ୍ରଶଂସା କରିବାକୁ ଲାଗୁଛି ଏବଂ ପସନ୍ଦ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.