Swastik Tv News Odisha

ଏହି Cute ଝିଅର Most Talented ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ… 128 Million ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ଡାନ୍ସ ଭିଡିଓ ଗୁଡିକ ଦେଖିବାକୁ ପାଉଥିବେ। ଅନେକ ଭିଡିଓ ଆପଣଙ୍କୁ ପସନ୍ଦ ଆସୁଥିବ ଏବଂ ଅନେକ ଡାନ୍ସ ଭିଡିଓ ଦେଖି ଆପଣ ବହୁତ ଖୁସି ହେଉଥିବେ ଏବଂ ଆପଣ ଏହାକୁ ପ୍ରଶଂସା କରିବା ସହିତ ସେୟାର ମଧ୍ଯ କରୁଥିବେ। ନୃତ୍ୟ ଦେଖିଲେ ମନକୁ ଏକ ଭିନ୍ନ ଖୁସି ମିଳିଥାଏ। କୁହାଯାଏ ନୃତ୍ୟ ହେଉଛି ଗତିର ଆନନ୍ଦ ଏବଂ ଜୀବନର ହୃଦୟ। ନୃତ୍ୟ ଏଵଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।
ନାଚ ଦେଖିଲେ ନିଜକୁ ଝୁମି ଯିବାକୁ ଇଛା ହୁଏ।

ତେବେ ବାସ୍ତବରେ ନୃତ୍ୟ ଦ୍ଵାରା ଜଣେ ତାର ପ୍ରତିଭା କୁ କେବଳ ଦେଖାଇ ନଥାଏ ବରଂ ନିଜକୁ ଖୁସି କରାଇବାକୁ ଚେଷ୍ଟା କରିଥାଏ ଏହି ମାଧ୍ୟମରେ। ଅନେକ ସମୟରେ ଆପଣ ଦେଖୁଥିବେ ଅନେକ ଜଣ ଏମିତି ସାଧାରଣ ଭାବରେ ନୃତ୍ୟ କରିଥାନ୍ତି। ସେଥିରେ ନିଜେ ଜଣେ ଖୁସି ହେବା ସହ ଅନ୍ୟକୁ ନାଚ ଦେଖାଇ ସେମାନଙ୍କ ଚିତ୍ତ ବିନୋଦନ କରିଥାଏ। ତେବେ ଆପଣ ସୋସିଆଲ ମିଡିଆରେ ଅନ୍ଯ ଭିଡିଓ ଭଳି ନାଚକୁ ନେଇ ମଧ୍ଯ ଅନେକ ଭିଡିଓ ଦେଖୁଥିବେ। ସେହିପରି ଏବେ ସାମ୍ନାକୁ ଆସିଛି କିଛି ଯୁବତୀଙ୍କ ଡାନ୍ସ ଭିଡିଓ।ଏହି ଭିଡିଓ ରେ ସେମାନେ କିପରି ଭାବରେ ଡାନ୍ସ କରୁଛନ୍ତି ତାହା ଥରେ ଦେଖନ୍ତୁ।

ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। ଜଣଙ୍କ ପରେ ଜଣେ ସେମାନେ ଆସି ଏଠାରେ ଜବରଦସ୍ତ ଡାନ୍ସ ଦେଖାଉଛନ୍ତି। କେହି କାହାଠୁ କମ ନୁହଁନ୍ତି। ତେବେ ସେମାନଙ୍କ ଭିତରୁ କିଏ କିପରି ଦମଦାର ପ୍ରଦର୍ଶନ କରୁଛନ୍ତି ତାହା ସେମାନେ କମେଣ୍ଟ ଦେବାକୁ କହିଛନ୍ତି। ଆପଣ ଏହି ଭିଡିଓ ରେ ଝିଅ ମାନଙ୍କ ଏପରି ଡାନ୍ସ ଭିଡିଓ ଦେଖି ନିଶ୍ଚିତ ଖୁସି ହେଉଥିବେ।ଆପଣ ଜାଣିଛନ୍ତି ଡିଜିଟାଲ ଯୁଗରେ କିପରି ଅନେକ ଲୋକ ବିଶେଷ କରି ଯୁବପିଢି ମାନେ ସ୍ମାର୍ଟ ଫୋନ୍ ବ୍ଯବହାର କରି ସେମାନେ ଅନେକ ସମୟରେ ସେମାନଙ୍କ ଏହିପରି ପ୍ରତିଭାକୁ ସମସ୍ତଙ୍କୁ ଦେଖାଇଥାନ୍ତି।

ସେମାନେ ନିଜର ଡାନ୍ସ ଭିଡିଓ, ସିଙ୍ଗୀଙ୍ଗ ଭିଡିଓ ସବୁ ସୋସିଆଲ ମିଡିଆରେ ସେୟାର କରନ୍ତି।ଅନେକ ଲୋକ ଏହିଭଳି ଭିଡିଓ କୁ ଦେଖି ବହୁତ୍ ପସନ୍ଦ କରିବା ସହିତ ସେୟାର ମଧ୍ଯ କରିଥାନ୍ତି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ। ସେହିପରି ଏଠାରେ ଏହି ଝିଅ ମାନଙ୍କର ଜବରଦସ୍ତ ଡାନ୍ସ କୁ ଥରେ ଦେଖନ୍ତୁ ଏବଂ ଖୁସି ହୁଅନ୍ତୁ। କିଭଳି ଭାବରେ ନିଜକୁ ସଜେଇ ସୁନ୍ଦର୍ ଭାବରେ ଗୀତର ତାଳେ ତାଳେ ଏହି ଝିଅ ମାନେ ଡାନ୍ସ ପର୍ଫର୍ମ କରୁଛନ୍ତି ତାହା ଦେଖିବା କଥା। ଯାହା ବାସ୍ତବରେ ଖୁସି ଦାୟକ ଏବଂ ଅନ୍ୟକୁ ଆକର୍ଷିତ କଲାଭଳି ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.