Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ସୁପରଷ୍ଟାର Govinda ଓଡିଶାକୁ ଆସି ଗାଇଲେ ଏହି ଜବରଦସ୍ତ ଗୀତ, ଭାଇରାଲ ହେଲା ଭିଡିଓ…

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଭିନ୍ନ ଧରଣର ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ପ୍ରତିଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଅଭିନେତ୍ରୀ ଓ ଅଭିନେତାଙ୍କ ଜୀବନରେ କଣ ସବୁ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବଲିଉଡ ଅଭିନେତା ଗୋବିନ୍ଦା ଓଡିଶାରେ ହିନ୍ଦୀ ଗୀତ ଜବରଦସ୍ତ ଗାଇ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ସୁପରଷ୍ଟାର ଗୋବିନ୍ଦାଙ୍କୁ ଆପଣ ମାନେ ନିଶ୍ଚିତ ଭଲ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିବା ସହିତ ଭଲ କମେଡି ଅଭିନୟ ମଧ୍ୟ କରି ଥାଆନ୍ତି। ତାଙ୍କୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ଖୁବ ପସନ୍ଦ କରି ଥାଆନ୍ତି। ତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାରର ହୋଇଥାଏ। ତେବେ ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇ ଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇଥାଏ।

ଏଥି ସହିତ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି। ତେବେ ଅଭିନେତାଙ୍କୁ ନେଇ ବର୍ତ୍ତମାନ ଏକ ଖବର ଶୁଣିବା ପାଇଁ ମିଳିଛି। ସେ ଅଭିନୟ କରିବା ସହିତ ବର୍ତ୍ତମାନ ସଙ୍ଗୀତ ଦୁନିଆରେ ମନୋନିବେଶ କରିଛନ୍ତି। ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡଲି ରଥଙ୍କ ସ୍ୱର ମାଧ୍ୟମରେ ଅଭିନେତା ପ୍ରଥମ ଥର ପାଇଁ ଓଡ଼ିଶାର ଭୁବନେଶ୍ୱରରେ ହିନ୍ଦୀ ଗୀତ ଗାଇଛନ୍ତି ଓ ସେ ନିଜେ ମଧ୍ୟ ସେହି ଗୀତକୁ ଲେଖିଛନ୍ତି। ଗୁଡ଼ଲି ରଥ ସବୁ ଗୀତର ଦାୟିତ୍ୱରେ ରହିଛନ୍ତି।

ତେବେ ଏହି ଗୀତରେ ବଲିଉଡ କଳାକାର ଶକ୍ତି କପୁର ଅଭିନୟ କରିବାକୁ ଯାଉଛନ୍ତି। ଏଥି ସହିତ ଏହାର ସବୁ ଗୀତ ଓଡ଼ିଶାରେ ସୁଟିଙ୍ଗ ହେବା ପାଇଁ ଯାଉଛି, ସେଥିପାଇଁ ଓଡ଼ିଆ ଅଭିନେତ୍ରୀ ଅଭିନୟ କରିବେ ବୋଲି ଶୁଣିବା ପାଇଁ ମିଳୁଛି। ଅଭିନେତାଙ୍କ ଏହି ଗୀତକୁ ଶୁଣିବା ପାଇଁ ଦର୍ଶକ ମାନେ ଚାତକ ପରି ଚାହିଁ ରହିଛନ୍ତି। ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଗୀତ ସବୁ ଠାରୁ ପପୁଲାର ହେବ ବୋଲି ମଧ୍ୟ ଆଶା କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.