Swastik Tv News Odisha

ଭାଇରାଲ ଗାର୍ଲ RITIKA କଲେ କମାଲ୍‌ – ସୁନ୍ଦର ଗାଇବା ସହ Rock Star ଭଳି କଲେ ଡ୍ୟାନ୍ସ… ଆଜି ପର୍ଯ୍ୟନ୍ତ ଯେତେ ଗୀତ ଗାଇଛନ୍ତି ସବୁ Million Views କୁ Cross କଲା ଏହି ଭିଡ଼ିଓ

0

କୁନି ପିଲା ମାନଙ୍କ ପାଇଁ ଏକ ସୁନ୍ଦର୍ ସୁଯୋଗ ସୃଷ୍ଟି କରିଛି ଓଡ଼ିଶାର ନୂଆ ସ୍ୱର ମଞ୍ଚ। ସେମାନଙ୍କ ଗୀତର ପ୍ରତିଭାକୁ ସେମାନେ ଏହି ମଞ୍ଚରେ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ଶୋ ଯାହା ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ କାର୍ଯ୍ୟକ୍ରମ,ଏକ ସୀଙ୍ଗୀଙ୍ଗ ରିଏଲିଟି ଶୋ।ଏହା ଏବେ ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।ଏହି ପ୍ଲାଟଫର୍ମ ଜୁନିଅର୍ ମାନଙ୍କ ପାଇଁ ଏହି ମଞ୍ଚ ସ୍ୱରର ଏକ ମହାସମର ସୃଷ୍ଟି କରିଛି।ଏହି ଶୋ ର ଲୋକପ୍ରିୟତା ଏବେ ବହୁତ୍ ଅଧିକ ରହିଛି। ଛୋଟ ପିଲା ମାନଙ୍କ ପାଇଁ ଏହି ସ୍ୱରର ମଞ୍ଚରେ ଅନେକ ଜଣ ଆସି ତାଙ୍କର ପ୍ରତିଭା ଦେଖାଉ ଅଛନ୍ତି। ଯାହାକୁ ଶୁଣି ଖୁସି ହେଉଛି ସାରା ଓଡ଼ିଶା।

ତେବେ ଏହି ମଞ୍ଚରେ ଜଣେ କୁନି ଝିଅ ତାର ସ୍ଵରର ଯାଦୁରେ ସମସ୍ତଙ୍କୁ ଏପରି ଘାଇଲା କରିଛି,ଏହା ଏବେ ବେଶ୍ ଚର୍ଚ୍ଚା ଏବଂ ଭାଇରାଲ ହେବାରେ ଲାଗିଛି।ଏହି ବାଳିକା ଜଣଙ୍କ ନାମ ହେଉଛି ରିତିକା।ସେ ତାଙ୍କର ସ୍ବରର ଯାଦୁରେ ବିଚାରକ ମାନଙ୍କୁ ଆକର୍ଷିତ ଏବଂ ଆନନ୍ଦିତ କରିଛନ୍ତି। ସମସ୍ତେ ତାଙ୍କ ଗୀତକୁ ଶୁଣି, ତାଙ୍କର ସ୍ୱରକୁ ଶୁଣି ଏତେ ଖୁସି ହୋଇଛନ୍ତି ଯେ ସମସ୍ତେ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ସବୁ ପ୍ରକାଶ କରିଛନ୍ତି। ସବୁ ବିଚାରକ ମାନେ ତାଙ୍କର ମଧୁର ସ୍ୱରକୁ ଶୁଣି ତାଙ୍କ ସ୍ୱରର ଫିଦା ହୋଇ ଯାଇଛନ୍ତି। ତେବେ ଏହି ପିଲାଟିର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଠି ସେ ଦମଦାର ପ୍ରଦର୍ଶନ କରୁ ଥିବାର ଦେଖିବାକୁ ମିଳୁଛି।

ଏହି ଭିଡିଓରେ ସୁନ୍ଦରୀ କୁନି ଝିଅ ରିତିକା କିପରି କମାଲ ଦେଖାଉଛି ତାହା ଥରେ ଦେଖନ୍ତୁ। ଏଠାରେ ରିତିକା ର ଜବରଦସ୍ତ ପ୍ରଦର୍ଶନ ଦେଖିବା ପାଇଁ ମିଳିଛି। ସେ ଜଣେ ହିରୋଇନ୍ ଭଳି ନାଚୁଛି ଏବଂ ତାର ସୁନ୍ଦର୍ ଡାନ୍ସ ଷ୍ଟାଇଲ ଦେଖାଉଛି। ତେବେ ଯେଉଁ ଗୀତରେ ସେ ନାଚୁଛି ସେ ଗୀତଟି ହେଉଛି ପାଠରେ ସାଠରେ ପ୍ରେମରେ ଝିଅ ମୁଁ ଏକ ନମ୍ବର। ଏହି ସୁନ୍ଦର୍ ଆଲବମ ଗୀତଟି ବେଶ୍ ଲୋକପ୍ରିୟ ଅଟେ ଏବଂ ଏହାକୁ ଲୋକେ ବହୁତ୍ ପସନ୍ଦ କରନ୍ତି। ପିଲାଟି ସ୍ଵରରେ ଏହି ଗୀତକୁ ଶୁଣିଲେ ଏବେ ବହୁତ୍ ଖୁସି ଲାଗୁଛି।

ଏହି ଗୀତକୁ ସେ ନିଜେ ଗାଇଥିବା ବେଳେ ଏହି ଗୀତରେ ସେ ଏବେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।ଯାହାକୁ ନେଇ ସମସ୍ତେ ଅନେକ ପ୍ରଶଂସା ମଧ୍ଯ କରିଛନ୍ତି। ତେବେ ଆପଣ ତ ଜାଣିଛନ୍ତି ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ ରିତିକା ଭଳି କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.