Swastik Tv News Odisha

ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଭାଉଜଙ୍କ ଜବରଦସ୍ତ ଭିଡ଼ିଓ… 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ପ୍ରତିଦିନ ଆପଣ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। କାରଣ ଡିଜିଟାଲ ଯୁଗରେ ପ୍ରାୟତଃ ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ ରହିଛି ଏବଂ ସମସ୍ତେ କିଛି ନା କିଛି କାର୍ଯ୍ୟ ପାଇଁ ଏହାର ବ୍ୟବହାର ମଧ୍ୟ କରୁଛନ୍ତି। ଯୁବପିଢି ସୋସିଆଲ ମିଡ଼ିଆର ବ୍ଯବହାର ବହୁଳ ଭାବରେ କରୁ ଥିବାର ଦେଖିବାକୁ ମିଳୁଛି। ତେବେ କିଛି ଖବର ଅଳ୍ପ ସମୟ ମଧ୍ୟରେ ପାଇବା ପାଇଁ ଏକ ସହଜ ମାଧ୍ୟମ ପାଲଟିଛି ଇଣ୍ଟରନେଟ, ଡିଜିଟାଲ ସେବା। ସେଥିପାଇଁ ଅନେକ କିଛି ଘଟଣାର ଭିଡିଓ ଆମେ ଘରେ ରହି ଅନେକ ସମୟ ରେ ଦେଖିବା ପାଇଁ ପାଉଛୁ। ଅନେକ ଘଟଣା ସମ୍ପର୍କରେ ମଧ୍ୟ ଅବଗତ ହୋଇ ପାରୁଛୁ।

ଏହି କ୍ରମରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଦେଖିବାକୁ ପାଉଥିବେ। ଆଉ ସେ ମଧ୍ୟରୁ ଖୁସି ହେଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ। ମଜାଳିଆ ବା କୌତୁକିଆ ଭିଡିଓ ଗୁଡ଼ିକ ସାଧାରଣତଃ ଆମକୁ ମନୋରଂଜନ ର ସୁରାକ ଯୋଗାଇଥାଏ। ଏହାକୁ ଦେଖିଲେ ଆମେ ବହୁତ୍ ଖୁସି ହୋଇଥାଉ। ଆପଣ ଜାଣିଛନ୍ତି ବିଭିନ୍ନ ସମୟରେ ଅନେକ ଲୋକ ସେମାନଙ୍କ ମତକୁ, ପସନ୍ଦ ନାପସନ୍ଦ କୁ ଏବଂ ତାଙ୍କର ପ୍ରତିଭାକୁ ସୋସିଆଲ ମିଡିଆରେ ସେୟାର କରିଥାନ୍ତି।ଏହା କିଛି ଜଣଙ୍କୁ ବହୁତ୍ ଭଲ ଲାଗିଥାଏ।

ତେବେ ଏବେ ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯେଉଁ ଭିଡିଓ ରେ ଜଣେ ମହିଳାଙ୍କ କିଛି କଥା ରହିଛି।ସେ ପୁରୁଷ ଏବଂ ମହିଳା ମାନଙ୍କ ସଂପର୍କରେ ଏହି ଭିଡ଼ିଓରେ କିଛି କଥା କହିଛନ୍ତି। ସବୁ ପୁରୁଷ ସମାନ ନୁହଁନ୍ତି କିମ୍ୱା ସବୁ ପୁରୁଷ ଖରାପ୍ ନୁହଁନ୍ତି ବୋଲି ସେ କହିଛନ୍ତି। ଅନେକ ଭଲ ପୁଅ ରହିଛନ୍ତି। ଝିଅ ମାନେ କଥାହେଲେ କିପରି ସେମାନଙ୍କ ଭାଇ ବିଷୟରେ କଥା ହୁଅନ୍ତି ଏବଂ ଭାଇ ମାନେ ତାଙ୍କ ଭଉଣୀ ମାନଙ୍କ ବିଷୟରେ କିଛି କୁହନ୍ତି ନାହିଁ ବୋଲି ସେ କହିଛନ୍ତି। ଏହାଛଡା ଝିଅ ମାନଙ୍କ ଇଜ୍ଜତ ଏବଂ ସମ୍ମାନ କଥାକୁ ନେଇ ମଧ୍ୟ ଏହି ଭଉଣୀ ଜଣଙ୍କ ଏ ଭିଡିଓ ରେ କହିଛନ୍ତି ଯେ ଝିଅ ମାନେ ସେମାନଙ୍କ ପୋଷାକ ପରିଧାନ କୁ ସଂଯମତା ର ସହ ପିନ୍ଧିବା ଦରକାର।

ଏହାଦ୍ବାରା ସେମାନେ ପ୍ରଶଂସିତ ହେବା ସହ ଅନ୍ୟର ଖରାପ ଟିପ୍ପଣୀ ରୁ ବଞ୍ଚିତ ରହିବେ। କିନ୍ତୁ ଯେଉଁମାନେ ନିଜ ଶରୀରକୁ ଛୋଟ ପୋଷାକ ପିନ୍ଧି ଅନ୍ୟକୁ ଦେଖାଇ ଥାଆନ୍ତି ସେମାନେ ନିଜେ ଏଥିପାଇଁ ଦାୟୀ। ଝିଅ ମାନଙ୍କର ପୋଷାକ ପିନ୍ଧିବା ଏବଂ ଚାଲି ଚଲଣରେ ଶାଲିନତା ରହିବା ଆବଶ୍ୟକ ଅଟେ। ଏଭଳି ଡ୍ରେସ୍ ପିନ୍ଧି ମାର୍କେଟ ରେ ଶୋ କରିବାର କୌଣସି ଆବଶ୍ୟକତା ନାହିଁ। ଏହାଦ୍ୱାରା ନିଜର ଗୁଣ ବିକଶିତ ହେବା ବଦଳରେ ଆହୁରି କ୍ଷୁର୍ଣ୍ଣ ହେଉଛି ବୋଲି ସେ ତାଙ୍କର ମତ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.