Swastik Tv News Odisha

Jyotish Shstra – 2022 ରୁ 2040 ପର୍ଯ୍ୟନ୍ତ ଚମକିବ ଏହି 6 ଟି ରାଶି ର ଭାଗ୍ୟ, ହୋଇଯିବେ ମାଲେ ମାଲ

0

2022 ରୁ 2040 ପର୍ଯ୍ୟନ୍ତ ଶୁଭ ରହିବ ଏହି ରାଶିମାନଙ୍କର ଭାଗ୍ୟ , ଜ୍ୟୋତିଷଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଭାଗ୍ୟ ବହୁତି ଶୁଭ ରହିବ । ଏମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ବର୍ଷିବ , ଏହି ରାଶି ମାନଙ୍କର ଭାଗ୍ୟ 2022 ରୁ ଖୁବ୍ ଭଲ ରହିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1. ମିଥୁନରାଶି :-

ଆସିବାକୁ ଥିବା ଏହି ସମୟରେ ମିଥୁନ ରାଶି ର ଜାତକଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଦୃଷ୍ଟି ରହିବ । ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଆପଣଙ୍କର ଉନ୍ନତି ହେବ , ଆଗକୁ ବଢି ଜୀବନରେ ଅନେକ ପ୍ରକାର ଲାଭ ପ୍ରାପ୍ତ ହେବ । ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବହୁତି ଭଲ ରହିବ ।

2. ସିଂହରାଶି :-

ସିଂହ ରାଶିର ଲୋକମାନେ ଏବେ ଆପଣଙ୍କ ଜୀବନର ସବୁ କଷ୍ଟ ମାତା ଲକ୍ଷ୍ମୀ ହରଣ କରିବେ । 2022 ରୁ 2040 ପର୍ଯ୍ୟନ୍ତ ଆପଣଙ୍କ ଭାଗ୍ୟ ଚମକିବ ଏବଂ ଅନେକ ପ୍ରକାର ଖୁସୀ ଖବର ପ୍ରାପ୍ତ ହେବ । ଆପଣଙ୍କ ଭାଗ୍ୟ ଏବେ ବଦଳିବାକୁ ଯାଉଛି , ଆପଣଙ୍କ ଜୀବନରେ ଅନେକ ଖୁସୀ ଯେପରି ଧନର ବୃଦ୍ଧି ହେବ ।

3. କନ୍ୟାରାଶି :-

କନ୍ୟା ରାଶିର ଜାତକ ମାନେ 2022 ରୁ 2040 ପର୍ଯ୍ୟନ୍ତ ଖୁସୀରେ ରହିବେ , ଆପଣ ଦୁନିଆର ସବୁଠାରୁ ଶୁଭ ରାଶି ମାନଙ୍କ ମଧ୍ୟରୁ ଜଣେ । ଚାକିରୀ କରୁଥିବା ଲୋକଙ୍କୁ ପ୍ରମସନ ମିଳିପାରେ , ଆପଣଙ୍କୁ ଚାକିରୀ କ୍ଷେତ୍ରରେ ଅଧିକା ସେଲେରୀ ମିଳିପାରେ ।

4. ମକରରାଶି :-

ମକର ରାଶିର ଜାତକଙ୍କୁ ଏହି ସମୟରେ ଉଚ୍ଚ ଅଧିକାରୀର ସାହାର୍ଯ୍ୟ ମିଳିବ , ମା ଲକ୍ଷ୍ମୀଙ୍କ କୃପାରୁ ମାନସମ୍ମାନ ବଢିବ । ଆପଣ ନୂଆ ବ୍ୟବସାୟ କରି ପାରନ୍ତି , ନୂଆ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇପାରେ । ଆପଣଙ୍କ ପାଇଁ ଆସିବାକୁ ଥିବା ସମୟ ବହୁତି ଭଲ ରହିବ । ବ୍ୟପାର କରୁଥିବା ବ୍ୟକ୍ତିଙ୍କୁ ଅଧିକ ଧନ ଲାଭ ହେବ , ଆପଣ ଆପଣଙ୍କ ଜୀବନରେ କେବଳ ହିଁ କେବଳ ଉନ୍ନତି ହିଁ କରିବେ ।

5. ମୀନରାଶି :-

ମୀନ ରାଶିର ଜାତକଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଛି , ମା ଲକ୍ଷ୍ମୀଙ୍କ ବରଦାନ କାରଣ ରୁ ଆପଣଙ୍କ ସବୁ କାର୍ଯ୍ୟକୁ ସଫଳ କରି ଚାଲିବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଆପଣ ପରିଗଣିତ ହେବେ , ଆପଣ ଆପଣଙ୍କ ଆତ୍ମବିଶ୍ୱାସକୁ ବ୍ୟବହାର କରି ସବୁ କାର୍ଯ୍ୟକୁ ସମ୍ପନ୍ନ କରିବେ । ଯାହାଦ୍ୱାରା ଆର୍ଥିକ ସ୍ଥିତି ଆପଣଙ୍କର ବଢିବ ।

6. ମେଷରାଶି :-

ମେଷ ରାଶିର ଜାତକଙ୍କୁ ସଫଳତା ମିଳିବ , ଆପଣ ଏବେ ବହୁତ ଆଗକୁ ଗତି କରିବେ । ଆପଣଙ୍କ ଦ୍ୱାରା ବନାଯାଇଥିବା ଯୋଜନା କାର୍ଯ୍ୟକାରୀ ସାବ୍ୟସ୍ତ ହେବ , ତା ସହିତ ଘର ପରିବାରରେ ଖୁସୀ ନଜର ଆସିବ । ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ , ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.