Swastik Tv News Odisha

ସ୍କୁଲ ଝିଅ Video Calling କରି ଲଗାଉଛି ମଥାରେ ସିନ୍ଦୁର…. ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

0

ଆଜିର କିଛି ଯୁବପିଢି ଅନେକ ସମୟରେ ସେମାନଙ୍କର ଏପରି କିଛି ହରକତ କୁ ଦେଖାଇଥାନ୍ତି ଯାହା ସାଧାରଣରେ ଚର୍ଚ୍ଚା ଏବଂ ସମାଲୋଚନା ର ବିଷୟ ପାଲଟି ଯାଏ। ବେଳେବେଳେ ଏହାକୁ ନେଇ ଲୋକେ ମିଶ୍ର ପ୍ରତିକ୍ରିୟା ମଧ୍ୟ ଦେଉଥିବା ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହୋଇଥାଏ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ବିଷୟ ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ଆଉ ଏହା ଏମିତି ଏକ ଘଟଣା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଆପଣ ତ ଜାଣିଛନ୍ତି ଆଜିର ଅନେକ ଯୁବପିଢି ପ୍ରେମକୁ ଯେଉଁଭଳି ଭାବରେ ଗ୍ରହଣ କରୁଛନ୍ତି ତାହା ତ ଆପଣ ଜାଣିଥିବେ। ସେମାନଙ୍କ ପାଇଁ ପ୍ରେମ ଭଳି ପବିତ୍ର ଜିନିଷ ଏବେ କଳଙ୍କିତ ହେବାକୁ ଲାଗିଲାଣି। ପ୍ରେମ ଭଳି ଏକ ପବିତ୍ର ଜିନିଷକୁ, ଭାବନାକୁ ବୁଝିବା ପୂର୍ବରୁ ସେମାନେ ପ୍ରେମ କରି ବସୁଛନ୍ତି। ତେବେ ଅନେକ ସମୟରେ ସେମାନେ ଏମିତି କିଛି କାର୍ଯ୍ୟ କରି ବସୁଛନ୍ତି ଯାହାକୁ ନେଇ ସେମାନେ ଲଜ୍ଜିତ, ଅପମାନିତ ହେବା ସହ ନିନ୍ଦିତ ହେଉଛନ୍ତି।

ତେବେ ଆଗ ସମୟରେ ଯେମିତି ପ୍ରେମ ରହିଥିଲା, ସେହିଭଳି ପ୍ରେମ ଏବେ ଆଉ ପ୍ରାୟତଃ ଦେଖିବାକୁ ମିଳୁନାହିଁ। ଅନେକାଂଶରେ ପ୍ରେମରେ ବାସ୍ତବ ପରିଭାଷା ଏବେ ପରିବର୍ତ୍ତନ ହେବାକୁ ଲାଗିଲାଣି। କୁହା ଯାଇଥାଏ ପ୍ରେମ ହେଉଛି ଶାଶ୍ଵତ, ଚିରନ୍ତନ ଏବଂ ପବିତ୍ର ସଂପର୍କ।ପ୍ରେମ ଏକ ଏମିତି ଜିନିଷ ଯାହା ମାନେନା ସମାଜର କଟକଣା କି କୌଣସି ବାଧା ବିଘ୍ନ। ନିଜର ମନର ମଣିଷକୁ ପାଇବା ପାଇଁ ଜଣେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଏ। ପ୍ରେମର ବାସ୍ତବ ପରିଭାଷା କୁ ଯିଏ ବୁଝିଛି ସେ କୌଣସି ବି ପ୍ରତିବନ୍ଧକ କୁ ସମସ୍ୟା ବୋଲି ଭାବି ନଥାଏ।
ପ୍ରେମକୁ ସେ ଉଚିତ୍ ସମ୍ମାନ ଦେଇଥାଏ।

ତା ପାଖରେ ଥାଏ କେବଳ ଗୋଟିଏ ଲକ୍ଷ୍ୟ, କେମିତି ବି ହେଉ ସେ ତାର ମନ ମଣିଷ, ଜୀବନ ସାଥିର ହାତ ଧରିବ। ଆଉ ଏମିତି ରେ ପ୍ରେମ ଆଗରେ ସବୁ ବାଧାବିଘ୍ନ ବି କୁଆଡେ ହାର ମାନିଥାଏ।ପ୍ରେମ କରୁଥିବା ଲୋକ ମାନଙ୍କ ଭିତରେ ଏକ ଭିନ୍ନ ଧରଣର ନିବିଡତା ଏବଂ ଭାବ ପ୍ରବଣତା ରହିଥାଏ।କିନ୍ତୁ ଏବେ ଅନେକ ସମୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ଆଜିର ଯୁବପିଢି ଙ୍କ କ୍ଷେତ୍ରରେ। କିନ୍ତୁ ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଚି ସେ ଭିଡିଓ ରେ ଜଣେ ଯୁବତୀ ଭିଡିଓ କଲିଙ୍ଗ କରି ତାଙ୍କ ବୟଫ୍ରେଣ୍ଡ୍ ଙ୍କ ସାମ୍ନାରେ ସିନ୍ଥି ରେ ସିନ୍ଦୁର ପିନ୍ଧୁ ଥିବାର ଦେଖିବାକୁ ମିଳିଛି। ଏପରି କରି ସେ ବେଶ୍ ଖୁସି ହେଉଛନ୍ତି ଏବଂ ତାଙ୍କର ପ୍ରେମକୁ ପ୍ରକାଶ କରୁଛନ୍ତି।ଏହି ଭିଡିଓ କୁ ଦେଖି ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.