Swastik Tv News Odisha

ଦୁଇ ମହଲା ଛାତ ଉପରେ Tik Tok ଭିଡ଼ିଓ କରିବା ଯୁବକ ଙ୍କୁ ପଡିଲା ମହଙ୍ଗା… ଆଉ ତା ପରେ କଣ ଘଟିଲା… ଦେଖନ୍ତୁ Video

0

ବନ୍ଧୁଗଣ ଆପଣ ଦେଖୁଥିବା କିଛି ଭାଇରାଲ ଭିଡ଼ିଓରେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ, ସମସ୍ତଙ୍କୁ ଡରାଇବା ଭଳି ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଭୟରେ ଛାତି ଥରି ଉଠିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ଆପଣ ଜାଣିଛନ୍ତି ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ରହିଛି ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ।

କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ, କଣ ଏମିତି ବି ଘଟିପାରେ।ତେବେ ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ କାରଣ ଏମିତି ଘଟଣା ବେଶ୍ କମ୍ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଆମେ ଅନେକ ପ୍ରକାର ଦୁର୍ଘଟଣା ଆମେ ଆମ ଚତୁପାର୍ଶ୍ଵରେ ଦେଖିବାକୁ ପାଇଥାଉ। ବହୁତ୍ ଏମିତି ଦୁର୍ଘଟଣା ରହିଛି ଯାହା ଆମକୁ ସ୍ତବ୍ଧ କରି ଦେଇଥାଏ। କିଛି ଦୁର୍ଘଟଣା ଆମ ଅଜାନତ ରେ ହୋଇଥାଏ ତ ପୁଣି କିଛି ଘଟଣା ଆମ ଅସାବଧାନତା ଯୋଗୁଁ ଘଟିଥାଏ।

ଯୁବପିଢି ମାନେ ଅନେକ ସମୟରେ ଲୋକଙ୍କୁ ନିଜର ଷ୍ଟଣ୍ଡ ଦେଖାଇବା ପାଇଁ, ଟିକଟକ ଭିଡିଓ କରିବା ପାଇଁ ଅନେକ ବିପଦଜନକ ସ୍ଥିତି କୁ ସାମ୍ନା କରିଥାନ୍ତି।ଏହି କାରଣରୁ ଅନେକ ସମୟରେ ସେମାନଙ୍କୁ ଦୁର୍ଘଟଣା ର ଶିକାର ହେବାକୁ ପଡେ।ତେବେ କହିବାକୁ ଗଲେ ଦୁର୍ଘଟଣା ସମସ୍ତ ଙ୍କୁ ଏକ ଅଜଣା ଆଘାତ ଅଚାନକ ଭାବରେ ଦେଇ ଯାଇଥାଏ।ଆଉ ଏବେ ସେହିପରି ସାମ୍ନାକୁ ଆସିଛି ଏକ ଅସାବଧାନତା ଜନିତ ଦୁର୍ଘଟଣା ର ଭୟାନକ ଚିତ୍ର ଯାହା ସାଧାରଣରେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ରେ ଜଣେ ଯୁବକ ଭିଡିଓ କରିବା ପାଇଁ କିପରି ଭାବରେ ପାଚେରି ରୁ ପାଚେରୀ ଏବଂ ଛାତକୁ ଡେଉଁ ଅଛନ୍ତି ଦେଖନ୍ତୁ।

କିନ୍ତୁ ହଠାତ୍ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡ଼ିଯାଇ ଗୁରୁତର ହୋଇ ପଡ଼ିଛନ୍ତି।ପରେ ତାଙ୍କୁ ସେଠାରୁ ଡାକ୍ତରଖାନା କୁ ନିଆଯାଇ ଚିକିତ୍ସା କରା ଯାଉଛି। ଦୁଇ ମହଲା ଛାତ ଉପରୁ ଏହି ଯୁବକ ଜଣଙ୍କ ତଳେ ଗଳି ପଡ଼ିଛନ୍ତି। ତେବେ ଯାହା ଜଣା ପଡ଼ିଛି ଏହି ଯୁବକ ଜଣଙ୍କ ହେଉଛନ୍ତି ରାଉରକେଲା ଜିଲ୍ଲାର ଅନିଲ ଗୋଚ୍ଛାୟତ। ତେବେ ଆପଣ ଏସବୁ ଜିନିଷ ପ୍ରତି ସଚେତନ ରୁହନ୍ତୁ ଏବଂ ସାବଧାନତା ର ସହ ଏଭଳି କାମ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.