Swastik Tv News Odisha

“ଯାତ୍ରାରେ ହିରୋଇନ ରୂପା… ସୋସିଆଲ ମିଡିଆରେ ଭିଡ଼ିଓ ହେଲା ନିଆଁ ଭଳି ଭାଇରାଲ… 86 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ସେଲିବ୍ରିଟି ମାନେ କିପରି ଅନେକ ସମୟରେ ସେମାନଙ୍କ ର କିଛି ଭିନ୍ନ ଅନ୍ଦାଜ, ଲାଇଫ ଷ୍ଟାଇଲ କୁ ଦେଖାଇ ସେମାନେ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି। ଦର୍ଶକ, ପ୍ରସଂଶକ ମାନଙ୍କ ସହିତ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରିଥାନ୍ତି। ତେବେ ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି। ଏହି ସୁନ୍ଦର୍ ଯୋଡି ପାଇଁ ଏବେ ଅନେକ ଦର୍ଶକ ପାଗଳପ୍ରାୟ ଅଟନ୍ତି।

ସେମାନେ ସେମାନଙ୍କ ଡାନ୍ସ ଏବଂ ଭଲପାଇବା ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଡାନ୍ସ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଛି।ନିଜର ସୁନ୍ଦର୍ ବ୍ୟକ୍ତିତ୍ଵ ସାଙ୍ଗକୁ ସୁନ୍ଦର୍ ଡାନ୍ସ ଦେଖାଇ ମ୍ୟୂଜିକ୍ ଭିଡିଓ ଜରିଆରେ ଲୋକ ମାନଙ୍କ ଭିତରେ ସେମାନଙ୍କର ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏବଂ ବେଶ୍ ଲୋକପ୍ରିୟ ମଧ୍ଯ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ।

ତେବେ ମନୋରଂଜନ ଦୁନିଆର ଏକ ଲୋକପ୍ରିୟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଲୋକଙ୍କର ବେଶ୍ ପସନ୍ଦର ଯୋଡି ହୋଇ ପାରିଛନ୍ତି। ସେମାନେ ଏବେ ଏକ ସେଲିବ୍ରିଟି ଯୋଡି। ଏବେ ସେମାନେ ବ୍ଲଗ ଭିଡିଓ ମାଧ୍ଯମରେ ଲୋକଙ୍କ ସହିତ ତାଙ୍କର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେୟାର କରୁଛନ୍ତି। ସେହିପରି ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ରୂପା ଓ ପିଣ୍ଟୁ ପରିବାର ସହିତ ମିଶି ଯାତ୍ରା ଦେଖିବାକୁ ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କୁନି ଝିଅ ଖୁସି କିପରି ଭାବରେ ଦେହ ସାରା କ୍ରିମ ଲଗାଇ ଛନ୍ତି ତାକୁ ଦେଖାଇଛନ୍ତି। ତାପରେ ମେଳାରୁ ଦୋକାନରୁ ଜିନିଷ ସବୁ କିଣୁଛନ୍ତି।

ଏହାପରେ ସେମାନେ ଯାତ୍ରା ଦେଖିବାକୁ ଯାଉଛନ୍ତି ଏବଂ ଯାତ୍ରା କୁ ଉପଭୋଗ କରୁଛନ୍ତି। ଯାତ୍ରାର କିଛି ଦୃଶ୍ୟ ମଧ୍ୟ ଏଠାରେ ଏହି ଭିଡିଓ ରେ ଦେଖା ଯାଇଛି। ପରୀ ସିରିଏଲ ର ନାୟକ ଥିବା ଆକାଶ ଙ୍କୁ ଏଠାରେ ଏହି ଧଉଳି ଅପେରା ରେ ଦେଖିବାକୁ ମିଳିଛି। ଯାତ୍ରା ଆରମ୍ଭ ହେବା ପୂର୍ବରୁ ଚାଲିଥିବା ସ୍କ୍ରିନ ରେ ରୁପା ଓ ପିଣ୍ଟୁ ଙ୍କ ଡାନ୍ସ ଭିଡିଓ ଦେଖିବାକୁ ମିଳିଛି। ତେବେ ଏହି ବ୍ଲଗ୍ ରେ ଯାତ୍ରାର କିଛି ଦୃଶ୍ୟ ଦେଖା ଯାଇଥିବାରୁ ଏହାକୁ ଦେଖି ବହୁତ୍ ଖୁସି ହେଉଛନ୍ତି ରୂପା ଓ ପିଣ୍ଟୁ ଙ୍କ ପ୍ରଶଂସକ ମାନେ। ଆପଣ ବି ଏହି ବ୍ଲଗ୍ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।

 

Leave A Reply

Your email address will not be published.