Swastik Tv News Odisha

କଣ ଆପଣଙ୍କ ଘରେ ପାରା ବସା ବାନ୍ଧି ରହୁଛି କି ? ତାହେଲେ ଜାଣି ନିୟନ୍ତୁ ଏହି ଭୟଙ୍କର କଥା, ନହେଲେ ଆପଣଙ୍କ ସହ ଘଟିପାରେ ବହୁତ ବଡ଼ ଅଘଟଣ…..

0

ଆମେ ଜାଣିଛୁ ପଶୁ ମାନଙ୍କ ତୁଳନାରେ ପକ୍ଷୀ ମାନେ ଖୁବ ନିରୀହ ସ୍ୱାଭବର ହେଇ ଥାଆନ୍ତି ।ଆଉ ସେମାନେ ଖୋଲା ଆକାଶରେ ଉଡିବାକୁ ଖୁବ ପସନ୍ଦ କରନ୍ତି ।ଆଉ କୋଉଠି କୋଉ ଡାଳ ପତ୍ରରେ ଛୋଟ ବସା ବାନ୍ଧି ବାସ କରିଥାଆନ୍ତି ତେବେ ଯେତେ ବାଧା ଆସିଲେ ବି ସେମାନେ ସେଠାରେ ରହନ୍ତି ଆଉ କେବେ ହାର ମାନନ୍ତି ନାହିଁ ।ତେବେ ସବୁ ପକ୍ଷୀ ମାନଙ୍କ ଭିତରୁ କିଛି ଏମିତି ପକ୍ଷୀ ରହିଛି ଯାହାକୁ ମଣିଷ ନିଜ ପାଖରେ ରଖିବାକୁ ଖୁବ ପସନ୍ଦ କରନ୍ତି ।

କିନ୍ତୁ ତାଛଡ଼ା ଏମିତି କିଛି ପକ୍ଷୀ ବି ଅଛନ୍ତି ଯେଉଁମାନେ ଆପେ ଆପେ ଆସି ଆମ ଘରେ ବସା ବାନ୍ଧି ରହିଥାନ୍ତି ।ଆଉ ସେମାନେ କାହାର କିଛି ବି କ୍ଷତି କରିନ୍ତି ନାହିଁ ଆଉ ସେହି ପକ୍ଷୀ ମାନଙ୍କ ଭିତରେ ବି ପାରା ରହିଛି ।ତେବେ ପାରା ଏମିତି ଏକ ପକ୍ଷୀ ଯେଉଁମାନେ ପ୍ରାୟ ପ୍ରତ୍ୟେକ ଘର ମାନଙ୍କରେ ବାସ କରିଥାନ୍ତି ।ତେବେ ଏମାନେ କେବେ କାହାର କ୍ଷତି କରି ନାହାନ୍ତି ଆଉ ବହୁତ ଲୋକ ମାନଙ୍କର ତ ଅଭ୍ୟାସ ରହିଛି ସେମାନେ ପାରା ମାନଙ୍କୁ ନୀତିଦିନ ଖାଇବାକୁ ଦିଅନ୍ତି ।

ତେବେ ଏହି ପାରା ମାନେ ପ୍ରାୟତଃ କୋଠା ଘର ମାନଙ୍କରେ ନିଜର ଘର ତିଆରି କରିଥାନ୍ତି ।ତେବେ ଜାଣିଛନ୍ତି ଏହି ପାରା ସମସ୍ତଙ୍କ ଘରେ ରହିନଥାଏ ଆଉ ଯାହା ଘରେ ବି ପାରା ରହିଥାଏ ତାହା ପଛରେ ଏମିତି କିଛି ରହସ୍ୟ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।ତେବେ ଆସନ୍ତୁ ଜାଣିବା ପାରା ଘରେ ରହିଲେ କଣ ହେଇଥାଏ ।

ପାରା ଘରେ ବସା ବାନ୍ଧିଲେ କଣ କଣ ପ୍ରଭାବ ପଡିଥାଏ…..

-ତେବେ ଶାସ୍ତ୍ରରେ କୁହ ଯାଇଛି ଯଦି କୌଣସି ଘରେ ପାରା ବସା ବାନ୍ଧିଥାଏ ତାହେଲେ ସେହି ଘରେ ସବୁବେଳେ ଶୁଭ ହେଇଥାଏ ।

-ଯଦି ଆପଣଙ୍କ ଘରେ ପାରା ରହୁଛି ତାହେଲେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ ।

-ଆଉ ପାରା ଘରେ ବାସ କରିବା ଦ୍ବାରା ସେହି ଘରର ଭାଗ୍ୟ ବଦଳି ଯାଏ ଆଉ ସେହି ଘରେ ଧନ ଓ ଅର୍ଥର ଲାଗି ରହିଥାଏ ଓ ସମସ୍ତଙ୍କ ଜୀବନରେ ବହୁତ ଉନ୍ନତି ହେଇଥାଏ ।

-ଆଉ ଏହା ଏକ ସଂକେତ ଅଟେ କି ଆପଣଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି ଆଗକୁ ଆପଣ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଯାଉଛନ୍ତି ।

-ଆଉ ଆପଣ କମ ସମୟରେ ସଫଳ ହେବେ ଓ ଆପଣଙ୍କ ଭାଗ୍ୟରେ ବହୁତ କିଛି ବଦଳିବାକୁ ଯାଉଛି ।

-ନିୟମିତ ଭାବରେ ଯଦି ଆପଣ ପାରାକୁ ଦାନା ଓ ଖାଦ୍ୟ ଦିଅନ୍ତି ତାହେଲେ ଜୀବନରେ ଆପଣ ସବୁବେଳେ ସଫଳ ଓ ଉନ୍ନତି କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.