Swastik Tv News Odisha

ବିଚକ୍ଷଣ ବାଳିକା ! ଏହି ଛୋଟ ବାଳିକାର Knowledge ଆଗରେ computer ବି ଫେଲ ମାରିବ…ଦେଖନ୍ତୁ Video

0

ବନ୍ଧୁଗଣ ପୁଣି ଏକ କୁନି ଝିଅ ଜଣଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ ଏବଂ ଆଶ୍ଚର୍ଯ୍ୟ ବି ହୋଇଯାଉ। ତେବେ ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ଏବେ ସେହିପରି ଏକ କୁନି ଝିଅର ପ୍ରତିଭାକୁ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ।

ଏଠାରେ ଝିଅଟିର ବୁଦ୍ଧିକୁ ଦେଖି ଆପଣ ସାବାଶୀ ନଦେଇ ରହି ପାରିବେ ନାହିଁ।ଏହି କୁନି ଝିଅର ବୟସ ମାତ୍ର ୩ବର୍ଷ। କିନ୍ତୁ ତାର ବୁଦ୍ଧି ବିଚକ୍ଷଣ।ଏହି ବୟସରେ ଅନେକ ପିଲା ପାଠପଢ଼ା ପ୍ରତି ଆଗ୍ରହୀ ହେଉ ନଥିବା ବେଳେ କିନ୍ତୁ ଏହି ଝିଅଟି ତାର ବିଚକ୍ଷଣ ପ୍ରତିଭା ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଏହି ଆଦିବାସୀ ଝିଅର ଜ୍ଞାନ ଏବେ ସମସ୍ତଙ୍କୁ ଚକିତ କରିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଝିଅଟି ହେଉଛି କନ୍ଧମାଳ ଜିଲ୍ଲାର ଅଟେ।ସେ ଯେଉଁଭଳି ଭାବରେ ସବୁ ପ୍ରଶ୍ନର ଉତ୍ତର ଫଟାଫଟ ଦେଇ ଦେଉଛି ତାହାକୁ ଦେଖିଲେ ଆଶ୍ଚର୍ୟ୍ଯ ଲାଗିବା ସ୍ବାଭାବିକ କଥା।

ଆପଣ ଥରେ ଏହି ଭିଡିଓ ଦେଖନ୍ତୁ ଏବଂ ଭିଡିଓ ଦେଖିବା ପରେ ଆପଣ ଏ ସଂପର୍କରେ ସ୍ପଷ୍ଟ ହୋଇଯିବେ।ପିଲାଟିକୁ ତାର ଠିକଣା କୁ ନେଇ ନିଜ ଗାଆଁ, ଜିଲ୍ଲା, ବ୍ଲକ୍ ବିଷୟରେ ଯାହା ବି ପଚରା ଯାଉଛି ସେ ଆଦୌ ବିଳମ୍ବ ନକରି ଏହାର ସବୁ ଉତ୍ତର ଚୁଟକିନା ଦେଇ ଦେଉଛି।ଆଉ ସବୁଠାରୁ ବଡ କଥା ହେଲା ଆତ୍ମବିଶ୍ବାସ ଏବଂ ଦୃଢର ସହିତ ସେ ସବୁ ପ୍ରଶ୍ନର ଉତ୍ତର ଦେଉଛି। ଯାହାକୁ ଦେଖିଲେ ଅପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାଟି କେବଳ ଏହିସବୁ ପ୍ରଶ୍ନର ଉତ୍ତର ଦେଉନି ବରଂ ଦେଶର ଜାତୀୟ ପଶୁ, ପକ୍ଷୀ, ଫଳ, ସଙ୍ଗୀତ ଆସି ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ସାଙ୍ଗେ ସାଙ୍ଗେ ଦେଇ ଦେଉଛି।

ଏହାଛଡା ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ନାମ ମଧ୍ୟ ସେ କହି ଦେଇଛି ବିଳମ୍ବ ନକରି। ତେବେ ପିଲାଟିର ଏହି ବିଚକ୍ଷଣ ପ୍ରତିଭାକୁ ଦେଖି ସମସ୍ତେ ବେଶ୍ ଖୁସି ହେବା ସହିତ, ପିଲାଟିକୁ ପ୍ରଶଂସା ମଧ୍ୟ କରୁଛନ୍ତି ଏଥିପାଇଁ ଏବଂ ଆଗକୁ ସେ ଜଣେ ଭଲ ମଣିଷ ଏବଂ ବଡ ମଣିଷ ହେଉ ବୋଲି ମଧ୍ୟ ଲୋକେ କାମନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.