Swastik Tv News Odisha

ରୂପା ଆସିଲେ ଦୋକାନ ଭିତରକୁ ଆଉ ତା’ପରେ ଭିତର ଯାହା ଘଟିଲା ରେକର୍ଡ ହୋଇଥିବା Vlog ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି…

0

ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।

ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ସେମାନଙ୍କ ଜୀବନଶୈଳୀ ବିଷୟରେ ଜାଣିବାକୁ ଆଗ୍ରହ କରୁଛନ୍ତି ଲୋକେ। ଏଥିପାଇଁ ଲୋକଙ୍କର ଅଧିକ ନିକଟତର ହେବାକୁ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି।

ଏହି ବ୍ଲଗ୍ ଜରିଆରେ ନିଜ ଜୀବନର ସୁନ୍ଦର୍ ମୁହୂର୍ତ୍ତ ସବୁକୁ ସେମାନେ ତାଙ୍କର ପ୍ରାସଂଶକ ମାନଙ୍କ ସହ ସେୟାର କରୁଛନ୍ତି।ତେବେ ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।ଏହି ଚ୍ୟାନେଲ ରେ ଅନେକ ଭିଡିଓ ଅପଲୋଡ଼ ହୋଇଛି। ଅନେକ ସୁନ୍ଦର୍ ସୁନ୍ଦର୍ ମୁହୂର୍ତ୍ତକୁ ପିଣ୍ଟୁ ଏହି ଚ୍ୟାନେଲ ରେ ସେୟାର କରୁଥିବା ବେଳେ ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ରୂପା ଶାଢ଼ୀ କିଣିବାକୁ ଦୋକାନ କୁ ଆସିଛନ୍ତି। ଆଉ ଦୋକାନରେ ରହିଛନ୍ତି ପିଣ୍ଟୁ। ନିଜ ଦୋକାନକୁ ଶାଢ଼ି ଆଣିବାକୁ ଯାଇ ବହୁତ୍ ଖୁସି ଅଛନ୍ତି ରୂପା।

ତାଙ୍କ ସାଙ୍ଗରେ ରହିଛନ୍ତି କୁନି ଝିଅ ଖୁସି।ସେ ସୂତା ଶାଢ଼ୀ ନେବେ ବୋଲି ପିଣ୍ଟୁ ଙ୍କୁ କହୁଛନ୍ତି ଏବଂ ତାପରେ ସେ ତାଙ୍କୁ ଅନେକ ଗୁଡ଼ିଏ ଶାଢ଼ୀ ଦେଖାଉ ଛନ୍ତି।ରୂପା ପସନ୍ଦ କରି ସେଠାରୁ ଅନେକ ଜିନିଷ କିଣୁଛନ୍ତି।ସେ ତାଙ୍କ ପାଇଁ ଶାଢ଼ୀ ଏବଂ ବ୍ଲାଉଜ ନେବା ସହିତ ଝିଅ ପାଇଁ ଡ୍ରେସ୍ ମଧ୍ୟ ନେଉଛନ୍ତି। କୁନି ଝିଅ ଖୁସି ଦୋକାନ ଭିତରେ ଏପଟେ ସେପଟେ ହୋଇ ବୁଲୁଛି ଏବଂ ମଝିରେ ମଝିରେ ମାମା କୁ ଡାକୁଛି। ତେବେ ରୂପା ଓ ପିଣ୍ଟୁ ଏହି ଭିଡିଓ ରେ ମଜା କରୁଥିବାର ଦୃଶ୍ୟ ମଧ୍ୟ ଦେଖିବକୁ ମିଳିଛି। ତେବେ ଏହି ସୁନ୍ଦର ବ୍ଲଗ୍ କୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.