Swastik Tv News Odisha

ନିଜର ଜନ୍ମ ବର୍ଷ ବାଛନ୍ତୁ ଏବଂ ଜାଣନ୍ତୁ ନିଜର ଗୁପ୍ତ ଭବିଷ୍ୟତ ବିଷୟରେ….

0

ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ବୟସ ସେମାନଙ୍କ ବିଷୟରେ ଅନେକ କିଛି ଗୁପ୍ତ ରହସ୍ୟ ଜଣାଇଥାଏ । ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବହୁତ ଗୁଡିଏ ଗୁପ୍ତ କଥା କହିଥାଏ । ଯଦି ଆପଣଙ୍କ ଜନ୍ମ 1980 ରୁ 2000 ମସିହା ଭିତରେ ହୋଇଛି , ତେବେ ଆପଣ ମାନେ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି ଖାସ୍ କଖା ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କ ଭବିଷ୍ୟତ ବିଷୟରେ ।

1. 1980 ଓ 1991 :-

ଯେଉଁ ବ୍ୟକ୍ତି ମାନଙ୍କର ଜନ୍ମ ଏହି ମସିହାରେ ହୋଇ ଅଛି , ସେମାନେ ,ସ୍ୱଭାବରୁ ଚୁମ୍ୱକୀୟ ଓ ଆକର୍ଷଣୀୟ ହୋଇଥାନ୍ତି । ଆପଣ ମାନଙ୍କ ଭିତରେ ଥିବା ଗର୍ବ ଗୁଣକୁ ନିୟନ୍ତ୍ରଣରେ ରଖିବା ଉଚିତ୍ ।

2. 1981 ଓ 1995 :-

ଏହି ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସ୍ମାର୍ଟ ହୋଇଥାନ୍ତି ଏବଂ ନିଜ ପରିଶ୍ରମ ଦ୍ୱାରା ଜୀବନରେ ବହୁତ କିଛି ହାସଲ କରି ଦିଅନ୍ତି । ଅନ୍ୟ ମାନଙ୍କ ଉପରେ ବହୁତ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ ।

3. 1982 ଓ 1998 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କୁ ବିଶ୍ୱାସନୀୟ ଏବଂ ସ୍ନେହୀ ବୋଲି ମାନାଯାଏ । ଆପଣଙ୍କ ସ୍ୱାଭାବ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ , ଅନ୍ୟ ମାନଙ୍କ ପାଇଁ ଆପଣ ମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ।

4. 1983 ଓ 1990 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ବହୁତ ଦୟାଳୁ ଏବଂ ଭଲ ବୋଲି ମାନାଯାଇଥାଏ । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶିଯାଇଥାନ୍ତି , ଯାହା କାରଣରୁ ଆପଣ ବେଳେ ବେଳେ ଧୋକା ମଧ୍ୟ ଖାଇଥାନ୍ତି ।

5. 1984 ଓ 1996 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସ୍ୱଭାବରେ ବହୁତ ପଜେଟିଭ ହୋଇଥାନ୍ତି । ଆପଣ ମାନେ କିଛି ନ ବୁଝୁ କାହାକୁ ମଧ୍ୟ କିଛି କହିଦିଅନ୍ତି , ଯାହାଫଳରେ ବେଳେ ବେଳେ ଲୋକଙ୍କ ସାମ୍ନାରେ ଖରାପ ମଧ୍ୟ ବନିଯାଆନ୍ତି ।

6. 1985 ଓ 1999 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସର୍ବଦା ମନ କଥାହିଁ ଶୁଣିଥାନ୍ତି , ଅନ୍ୟ କାହାର ଉପଦେଶ ଶୁଣନ୍ତି ନାହିଁ ।

7. 1986 ଓ 1992 :-

ଆପଣ ସ୍ୱତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି , ଯିଏକି କାହା କଥାରେ କାମ କରିବା ପାଇଁ ପସନ୍ଦ କରନ୍ତି ନାହିଁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଟିକିଏ ଭାବିଚିନ୍ତି କରନ୍ତୁ ନଚେତ୍ ପରେ ପସ୍ତେଇ ପାରନ୍ତି ।

8. 1987 ଓ 1994 :-

ଏହି ବର୍ଷ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ କୁହାଯାଏ କି ଏମାନେ ଯାହାକୁ ଭଲ ପାଇଥାନ୍ତି , ତାଙ୍କ ବିନା ଗୋଟେ ମୁହୂର୍ତ୍ତ ମଧ୍ୟ ରହି ପାରନ୍ତି ନାହିଁ ।

9. 1988 ଓ 1997 :-

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସର୍ବଦା ମସ୍ତି କରିବା ମୋଡ ରେ ରହିଥାନ୍ତି , ସ୍ୱଭାବରୁ ମଧ୍ୟ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ।

10. 1989 ଓ 2000 :-

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଧ୍ୟାନ ରଖିବା ବାଲା ହୋଇଥାନ୍ତି , ଆପଣ ମାନେ କାହାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.