Swastik Tv News Odisha

Mantra – ଆଜି ସୋମବାର ମହାଦେବଙ୍କ ଅତିପ୍ରିୟ ମନ୍ତ୍ର ଜପିଲେ ଆପଣଙ୍କର କିଏ କିଛି କରିପାରିବ ନାହିଁ

0

ଭଗବାନ ଶିବଙ୍କୁ ବହୁତ ଲୋକ ପୂଜା କରି ଥାଆନ୍ତି,ତେବେ କୁହାଯାଏ କି ଭଗବାନ ଶିବ ହେଉଛନ୍ତି ଭୋଳା ଶଙ୍କର ସେ ଖୁବ ଜଳଦି ଭକ୍ତଙ୍କ ପ୍ରାର୍ଥନା ଶୁଣନ୍ତି ।ସୋମବାର ଶିଵଙ୍କ ବାର ବୋଲି କୁହାଯାଏ ଆଉ ସେଦିନ ତାଙ୍କ ମନ୍ଦିରରେ ପ୍ରବଳ ଭିଡ ହେଇଥାଏ ତେବେ କିନ୍ତୁ କୁହାଯାଏ କି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ହେଲେ ଏମିତି କିଛି ମନ୍ତ୍ର ଜେପିବାକୁ ପଡିଥାଏ ଯେଉଥିରେ ସେ ଖୁବ ଜଳଦି ସନ୍ତୁଷ୍ଟ ହେଇ ଯାଆନ୍ତି ।ତେବେ ବନ୍ଧୁମାନେ ଆପଣ ବହୁତ ମନ୍ତ୍ର ଜପ କରି ଶିଵଙ୍କ ପୂଜା କରିଥିବେ କିନ୍ତୁ ଜାଣିଛନ୍ତି ଏମିତି ଗୋଟିଏ ମନ୍ତ୍ର ଅଛି ଯାହାକୁ ଜପ କଲେ ଭଗବାନ ଶିଵଙ୍କ ଅସୀମ କୃପା ଆପଣଙ୍କ ଉପରେ ସବୁବେଳେ ରହିଥାଏ ।

ଆପଣ ବିଭିନ୍ନ ପ୍ରକାରର କାର୍ଯ୍ୟସିଦ୍ଧି ଓ ବାଧାକୁ ଦୁର କରିବା ପାଇଁ ବହୁତ ମନ୍ତ୍ର ଜାଣିଥିବେ ।କିନ୍ତୁ ଆମେ ଯେଉଁ ମନ୍ତ୍ର ବିଶିୟରେ କହିବାକୁ ଯାଉଛୁ ସେଥିରେ ଏମିତି ଶକ୍ତି ରହିଛି ଯାହାଦ୍ୱାରା ଆପଣଙ୍କ ପାଖକୁ କେବେ ବିପଦ ଛୁଇଁ ପାରିବ ନାହିଁ ।ତେବେ ସେହି ମନ୍ତ୍ରଟି ହେଉଛି ,ଓମ ତ୍ରୟ ବକଂ ଯଯାମହିଃ ସୁଗନ୍ଧିମ ପୁଷ୍ଟି ବର୍ଦ୍ଧନମ ,ଉର୍ବ ରୁକମିବ ବର୍ଦ୍ଧନାତ ମୃତ୍ୟର୍ମୁଖୀ ମାମୃତାତ୍ । ତେବେ ଏହି ମନ୍ତ୍ରକୁ “ମହା ମୃତ୍ୟଞ୍ଜୟ ମନ୍ତ୍ର” କୁହାଯାଏ ।ତେବେ ଏହି ମନ୍ତ୍ର ବିଷୟରେ ଆମ ପୁରାଣ ରେ ବୁହୁତ କିଛି ତଥ୍ୟ ବର୍ଣ୍ଣନା କରା ଯାଇଛି ।

ଆଉ ଏବେ ବି ଏହି ମନ୍ତ୍ରରେ ସେତିକି ମାହାତ୍ମ୍ୟ ରହିଛି ଯେଉଁଥି ପାଇଁ ଆଜି ଲୋକେ ଏହି ମନ୍ତ୍ରକୁ ଜପ କରନ୍ତି । ସାଧାରଣତଃ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ଜପ କରିଥାଉ କିନ୍ତୁ ଜାଣିଛନ୍ତି ଏହି ମନ୍ତ୍ରରେ ଏତେ ଶକ୍ତି ରହିଛି ଯେ ଯାହାକୁ ଜପ କରି ଆପଣ ବହୁତ କିଛି କରିପାରିବେ ।ତେବେ ଆସନ୍ତୁ ଜାଣିବା କୋଉ କ୍ଷେତ୍ରରେ ଆଉ କେମିତି ଜପ କରିବେ ଏହି ମନ୍ତ୍ରକୁ ।

-ଯେତେବେଳେ ଆପଣ ଏକ ଭୟ ଭିତରେ ରହୁଛନ୍ତି ଆଉ ସେଥିପାଇଁ ସବୁବେଳେ ଡରି ଡରି ରହୁଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ମନ୍ତ୍ରକୁ 11 ଶହ ଥର ଜପ କରନ୍ତୁ ଦେଖିବେ ଆପଣଙ୍କ ଡର ଦୁର ହେଇଯିବ ।

-ଆଉ ଯଦି ଆପଣ କିଛି ବହୁତ ବଡ଼ ରୋଗରେ ପୀଡ଼ିତ ଅଛନ୍ତି କିମ୍ବା ସେଥିରେ ଶଯ୍ୟାଶାୟୀ ହେଇ ଯାଇଛନ୍ତି ତେବେ ଯଦି ଏହିମହା ମୃତ୍ୟଞ୍ଜୟ ମନ୍ତ୍ରକୁ 11 ହଜାର ଥର ଜପ କରିବେ ଦେଖିବେ ଆପଣଙ୍କ ରୋଗ ଭଲ ହେଇଯିବ ।

-ଯେଉଁ ମାନେ ସନ୍ତାନ ପାଇଁ ଇଚ୍ଛୁକ ଅଛନ୍ତି କିନ୍ତୁ ବହୁତ ପରେ ସେମାନେ ସନ୍ତାନସୁଖରୁ ବଞ୍ଚିତ ଅଛନ୍ତି ଓ ଅକାଳ ମୃତ୍ୟରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସେମାନେ ଯଦି ଏହି ମହା ମୃତ୍ୟଞ୍ଜୟ ମନ୍ତ୍ରକୁ 25 ଥର ଜପ କଲେ ଆପଣଙ୍କ ମନସ୍କାମନା ପୂରଣ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.