Swastik Tv News Odisha

ଭାଇରାଲ ହେଲା Baik ଚାଳକଙ୍କ ଭିଡ଼ିଓ… ବିନା ଚାଳକରେ ଚାଲିଲା ଗାଡି ! କାହାକୁ ଚାଲାଣ କାଟିବ ପୋଲିସ… ଦେଖନ୍ତୁ Video

0

ବନ୍ଧୁଗଣ ଆମେ ଆପଣଙ୍କୁ ଅନେକ କିଛି ବିସ୍ମୟକର ଘଟଣା ସଂପର୍କରେ ଅବଗତ କରାଇ ଥାଉ। ଯେଉଁସବୁ ଭିଡିଓ ଡିଜିଟାଲ ପ୍ଲାଟଫର୍ମରେ ବେଶ୍ ସେୟାର ହୋଇଥାଏ।ସେହିପରି ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ସବୁ ଘଟଣା ମାନ ଦେଖିବା ପାଇଁ ମିଳିଥାଏ ଯାହା ସମସ୍ତଙ୍କୁ ବିସ୍ମୟ କରିବା ଭଳି ହୋଇଥାଏ। ତେବେ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏହାକୁ ଦେଖି ଆମେ ଚକିତ ହେବା ସହ ହଠାତ୍ ବିଶ୍ୱାସ କରିବା ସମ୍ଭବ ହୁଏନାହିଁ।

ଆଉ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଅଟେ। ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଆପଣମାନେ ଅନେକ ଭାଇରାଲ ଘଟଣା ବିଷୟରେ ଜାଣିବାକୁ ପାଉଥିବେ। ଅନେକ ପ୍ରକାର ଏମିତି ଘଟଣା ଆମ ସମ୍ମୁଖକୁ ନିୟମିତ ଭାବରେ ଆସିଥାଏ ଯାହା ଦେଖିବା ପରେ ଆମେ ତାଜୁବ୍ ହୋଇ ଯାଇଥାଉ ଏବଂ ଖୁସି ବି ହେଉ। ସେହିପରି ଏବେ ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି ଏକ ଅଜିବ ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇ ଯାଉଛି ଏବଂ ଭିଡିଓ ଦେଖି ପ୍ରଶଂସା ବି କରୁଛି।

ତେବେ ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଏହିପରି ଭାଇରାଲ ଘଟଣା ସବୁ ଦେଖୁଥିବେ ଏବଂ ସେୟାର ମଧ୍ୟ କରୁଥିବେ।ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ ଯାହାକୁ ଦେଖିଲେ ବହୁତ୍ ଖୁସି ମଧ୍ଯ ଲାଗିଥାଏ। ଯେମିତି ଏହି ଭିଡିଓ ରେ ଗାଡ଼ିଟି ବିନା ଡ୍ରାଇଭର ରେ ଚାଲୁଥିବା ଦେଖିବାକୁ ମିଳୁଛି। ଗାଡ଼ି ଉପରେ ଜଣେ ବ୍ୟକ୍ତି ଏକ ପାର୍ଶ୍ୱକୁ ଦୁଇ ଗୋଡ଼ କରି ବସିଛନ୍ତି।ସେ ଗାଡ଼ିଟିର ହ୍ୟାଣ୍ଡଲ କୁ ଧରି ନାହାଁନ୍ତି କିମ୍ୱା ଗାଡ଼ି ଚଳାଉ ନାହାଁନ୍ତି, କିନ୍ତୁ ଗାଡ଼ିଟି ଆପେଆପେ ଚାଲୁଛି।

ଯାହାକୁ ଦେଖି ପୋଲିସ୍ ବି ଆଶ୍ଚର୍ୟ୍ଯ ଏବଂ ଏଥିପାଇଁ ସେ କାହାର ଚାଲାଣ କାଟିବ ତାହା ଜାଣି ପାରୁ ନାହାଁନ୍ତି।ଅନେକ ଲୋକେ ଏହାକୁ ଦେଖି ବହୁତ୍ ମଜା ନେଉଛନ୍ତି।ଆଉ କିଛି ଲୋକ ଏହାକୁ ଏକ ଭୟାନକ ଷ୍ଟଣ୍ଡ ବୋଲି ମଧ୍ୟ କହୁଛନ୍ତି। ତେବେ ବ୍ୟକ୍ତି ଜଣଙ୍କର ଏପରି ଜବରଦସ୍ତ ଅନ୍ଦାଜ ରେ ଏପରି ଷ୍ଟାଇଲ ରେ ଗାଡ଼ି ଚଳାଇବା ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, କୁହନ୍ତୁ ଏହା ଏକ ଷ୍ଟାଇଲ କି ନୁହେଁ। ତେବେ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

 

Leave A Reply

Your email address will not be published.