Swastik Tv News Odisha

ପୁଣି ଭାଇରାଲ ହେଲା କୁନି ଷ୍ଟାର ମାନଙ୍କର ” Coca Cola tu ” ଗୀତରେ ଜବରଦସ୍ତ ଡ୍ୟାନ୍ସ…128 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

କୁନି ପିଲା ମାନଙ୍କର ଅନେକ ଜବରଦସ୍ତ ଡାନ୍ସ ଭିଡ଼ିଓ ଆପଣ ଦେଖିବାକୁ ପାଉଥିବେ। ସୋସିଆଲ ମିଡିଆରେ ପ୍ରତିଦିନ ଏମିତି ଅନେକ ଡାନ୍ସ ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ରୋମାଞ୍ଚକ ଏବଂ ମନକୁ ଛୁଇଁଲା ଭଳି ହୋଇଥାଏ। ଏବଂ ସେହିସବୁ ଭିଡିଓ ବେଶ୍ ଭାଇରାଲ ହେଉଥିବାର ମଧ୍ୟ ଆପଣ ଦେଖିବାକୁ ପାଉଥିବେ। ଯାହା ଟିକେ ହଟକେ ଏବଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ହିଟ୍ ହେବାରେ ଲାଗିଛି।ଏହା ଏକ ସୁନ୍ଦର୍ ଡାନ୍ସ ଭିଡିଓ।

ଆପଣ ଏହି ଭିଡିଓକୁ ଦେଖିଲେ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ କୁନି ପିଲା ମାନଙ୍କର ଏକ ଜବରଦସ୍ତ ଡାନ୍ସ ଭିନ୍ନ ଷ୍ଟାଇଲ ରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଏହି ଭିଡିଓ କୁ ସେୟାର କରିବାରେ ଲାଗିଛନ୍ତି। ତେବେ ଏହି ଭିଡିଓ ରେ ଯେଉଁ ପିଲାମାନେ ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ। ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ରହିଥାଏ। ସେମାନଙ୍କ ଭିଡିଓ ରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ଆମେ ସେମାନଙ୍କ କାର୍ଯ୍ୟ କଲାପରେ ସମସ୍ତେ ବହୁତ୍ ଖୁସି ହୋଇଥାନ୍ତି।ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ।ସେହିପରି ଏଠାରେ ପିଲାମାନେ ଯେଉଁଭଳି ନାଚୁ ଅଛନ୍ତି ଏବଂ ଯେଉଁଭଳି ଷ୍ଟେପ ପକାଉ ଛନ୍ତି, ହାତରେ ଏବଂ ଗୋଡ଼ରେ ତାଳ ପକାଉଛନ୍ତି ତାହା ଦେଖିବାକୁ ଟିକେ ହଟକେ ଲାଗୁଛି।

ଏକ ଭିନ୍ନ ଧରଣର ଡାନ୍ସ ଷ୍ଟାଇଲ ରେ ଏହି ପିଲାମାନେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖି ଅନେକ ଜଣ ଏହି ପିଲା ମାନଙ୍କର ଏଭଳି ଡାନ୍ସ କୁ ପ୍ରଶଂସା ମଧ୍ଯ କରୁଛନ୍ତି। ତେବେ ସେମାନେ ନାଚୁଥିବା ଏହି ଡାନ୍ସ ର ଗୀତଟି ହେଉଛି ସୁପରହିଟ ହିନ୍ଦୀ ଗୀତ କୋକାକୋଲା ତୁ।ଏହି ଡାନ୍ସ ର କୋରିଓଗ୍ରାଫି କରିଛନ୍ତି ଜଣାଶୁଣା କୋରିଓଗ୍ରାଫର ଦୀପକ ତୁଲସ୍ୟାନ।ଏହି ଡାନ୍ସ ଟି ଆପଣଙ୍କ ମନକୁ ନିଶ୍ଚିତ ଛୁଇଁବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.