Swastik Tv News Odisha

Increase Memory – କେବଳ ଏହି ମଞ୍ଜି ଗୁଣ୍ଡ ଖାଆନ୍ତୁ, ମେମୋରୀ ପାୱାର ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ… ପ୍ରତ୍ୟେକ ବାପା ମା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ପାଠ ପଢୁଥିବା ପିଲା ଯଦି ଠିକ୍ ସେ ମନେ ରଖିପାରୁ ନାହାନ୍ତି , ଆପଣଙ୍କୁ କୌଣସି କଥା ମନେ ରଖିବା ପାଇଁ ବା ମନେ ପକେଇବା ପାଇଁ ଭାବିବାକୁ ପଡୁଛି ବା ଆପଣଙ୍କର ମେମରି ପାୱାର ବହୁତ ଦୁର୍ବଳ ହୋଇଯାଇଛି । ତେବେ ଆଜିର ଏହି ରେମିଡି ଆପଣଙ୍କ ମେମରି ପାୱାରକୁ ସୁଦୃଢ କରିବା ସହିତ ପ୍ରତ୍ୟେକ କଥାକୁ ମନେ ରଖିବାର ଶକ୍ତି ଯୋଗାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପଚାରର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ସୂର୍ଯ୍ୟମୁଖୀ ମଞ୍ଜି
2. କ୍ଷୀର

ପ୍ରସ୍ତୁତି ପ୍ରଣାଳୀ :-

ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ମଞ୍ଜିର ଆବଶ୍ୟକତା ପଡିବ , ତାହା ଅଟେ ସୂର୍ଯ୍ୟମୁଖୀ ମଞ୍ଜି । ଏହା ଆମ ମେମରି ପାୱାର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ , ଏହାକୁ ପିଲା ବୁଢା ସମସ୍ତେ ସେବନ କରି ପାରିବେ । ଏଥିରୁ ଆପଣ 3 ଚାମଚ ନେଇ ଗ୍ରାଇଡିଙ୍ଗ କରି ନିଅନ୍ତୁ କିନ୍ତୁ ଧ୍ୟାନ ରଖିବେ ଏହି ମଞ୍ଜି ଆପଣଙ୍କୁ ବିନା ଚୋପାବାଲା ଆଣିବାକୁ ପଡିବ । ପୋଷକ ତତ୍ତ୍ୱ ଅଭାବ କାରଣରୁ ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଏ । ସେଥିପାଇଁ ଆପଣ କୌଣସି ମେଡିସିନ ର ସେବନ ନକରି ପ୍ରାକୃତିକ ଜିନିଷର ସେବନ କରନ୍ତୁ ।

ଯେଉଁମାନଙ୍କର ଭାବିବା ଶକ୍ତି ବା ମନେ ରଖିବା ଶକ୍ତି କମ ଅଟେ , ସେମାନେ ପ୍ରଥମେ 1 ଗ୍ଲାସ କ୍ଷୀର ନିଅନ୍ତୁ । କ୍ଷୀର ଆପଣଙ୍କ ଶରୀରର ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ର ଅଭାବକୁ ଦୂର କରିଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ଏକ ଗ୍ଲାସ କ୍ଷୀରର ନିହାତି ସେବନ କରନ୍ତୁ । ଯଦି ଆପଣଙ୍କର ମେମରି ପାୱାର କମ ଅଟେ ତେବେ ଆପଣ ଏକ ଗ୍ଲା୍ସ କ୍ଷୀରରେ ଏକ ଚାମଚ ସେହି ଗୁଣ୍ଡର ପ୍ରୟୋଗ କରନ୍ତୁ ।

ସେବନ ପ୍ରଣାଳୀ :-

ଆରଣ ଏହାକୁ ସକାଳେ ଜଳଖିଆ ସହିତ ସେବନ କରି ପାରିବେ ବା ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରି ପାରିବେ । ଯଦି ଆପଣ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ ତେବେ ଆପଣ ଏହି ଉପାୟରେ ମଧ୍ୟ ସେବନ କରିପାରିବେ । ଆପଣ ମାନେ ସାଲାଡ୍ ବା ଫ୍ରୁଟ ନିଶ୍ଚୟ ଖାଉଥିବେ , ଆପଣ ତା ଉପରେ ଏହି ଗୁଣ୍ଡକୁ ପ୍ରୟୋଗ କରି ତାର ସେବନ କରିପାରିବେ ।

ଦିନକୁ କେବଳ ଏକ ଚାମଚ ଏହି ଗୁଣ୍ଡର ସେବନ କରିବା ଯଥେଷ୍ଟ , ଅଧିକ ମାତ୍ରାରେ ସେବନ କରିବା ଆବଶ୍ୟକତା ନାହିଁ । ଯେଉଁ ପିଲାମାନେ ପାଠ ପଢୁଛନ୍ତି ସେମାନଙ୍କୁ ଦିନରେ ବା ରାତିରେ ଥରେ ହିଁ ଦିଅନ୍ତୁ । ଏହା ଆପଣଙ୍କ ପିଲାର ମେମରିଶକ୍ତିକୁ କ୍ଷୀପ୍ର କରିବା ସହିତ ସେମାନଙ୍କ ଦୃଷ୍ଟିଶକ୍ତିକୁ ବଢାଇଥାଏ । ପିଲାଠୁ ବୁଢା ସମସ୍ତେ ଏହାର ସେବନ କରିପାରିବେ , ଏହାକୁ ସେବନ କରି ଦେଖନ୍ତୁ ଆପଣଙ୍କ ମେମରି କମ୍ପ୍ୟୁଟର ଠୁ କ୍ଷୀପ୍ର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.