Swastik Tv News Odisha

Collage ଭିତରେ ସିଗାରେଟ ଟାଣି Tik Tok ଭିଡ଼ିଓ କରିବା ପଡ଼ିଲା ମହଙ୍ଗା… ଶେଷରେ ହାତ ଯୋଡି ଭିଡ଼ିଓ ସେୟାର ନ କରିବାକୁ କଲେ ଅନୁରୋଧ… ଦେଖନ୍ତୁ Video

0

ବନ୍ଧୁଗଣ କିଛି ଏପରି ଯୁବପିଢି ରହିଛନ୍ତି ଯେଉଁ ମାନଙ୍କ ଏପରି କିଛି କାର୍ଯ୍ଯ କଳାପ ସମୟ ସମୟରେ ସେମାନଙ୍କୁ ଲଜ୍ଜିତ ଏବଂ ଅପମାନିତ କରିଥାଏ। ସେହିଭଳି ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି ସମାଜର ଏପରି ଏକ ଦିଗକୁ ଦର୍ଶାଉଛି ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ।ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଅନେକ ଏପରି ଘଟଣା ରହିଛି ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।

ଆଉ ସେହି ଘଟଣା ଏପରି ହୋଇଥାଏ ଯେ, ସୋସିଆଲ ମିଡିଆରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଥାଏ।ତେବେ ଆଜିର ଏହି ଦୁନିଆ ରେ କିଛି ଯୁବପିଢି ମାନଙ୍କର ହାବ ଭାବ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଛି। ସେମାନେ ସମୟକ୍ରମେ ଏପରି କିଛି କାଣ୍ଡ ଘଟାଉଛନ୍ତି ତାହା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ କିଛି ଲୋକଙ୍କର ଏମିତି କିଛି ଅଶୋଭନୀୟ କାର୍ଯ୍ଯ କଳାପ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି ଅନେକ ଲୋକେ। ଏପରି କାର୍ଯ୍ୟ ପାଇଁ ସେମାନେ ତ ଲଜ୍ଜିତ ହେଉଛନ୍ତି ଓ ସମାଲୋଚିତ ହେଉଛନ୍ତି,ଏହା ସହ ସମାଜକୁ ମଧ୍ୟ ଏହା ପ୍ରଭାବିତ କରୁଛି ଏବଂ କିଛି ଅଶୋଭନୀୟ ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି।

ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ। ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ କଲେଜ୍ ଛାତ୍ରୀ ଜଣେ ଭିଲିଆନ ଭଳି ସିଗାରେଟ୍ ଟାଣୁଛନ୍ତି। ଆଉ ସିଗାରେଟ୍ ଟାଣି ମୋଟା ଭାବରେ ଧୁଆଁ ବି ଷ୍ଟାଇଲ ରେ ଛାଡୁଛନ୍ତି। ଯାହାକୁ ଦେଖିଲେ ଆପଣ ଭାବିବେ ସେ ବୋଧେ ଜଣେ ପ୍ରଫେସନାଲ ସ୍ମୋକର।

କିନ୍ତୁ ଏହାର ପ୍ରକୃତ କାରଣ କିଛି ଅଲଗା ରହିଛି।ଏହି ଯୁବତୀ ଜଣଙ୍କ ତାଙ୍କ ସାଙ୍ଗଙ୍କ ସହିତ ଚ୍ୟାଲେଞ୍ଜ କରି ଗୁପଚୁପ ଖାଇବା ପାଇଁ ସର୍ତ୍ତ ମୂଳକ ଭାବରେ ସିଗାରେଟ୍ ଟାଣୀ ଦେଖାଉ ଥିଲେ।ଆଉ ଏହି ସମୟରେ ତାଙ୍କର ଏହି ଦୃଶ୍ୟକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆରେ ରିଲ ଭିଡିଓ କରି ପୋଷ୍ଟ କରି ଦେଇଥିଲେ।ପରେ ଅନେକ ଉକ୍ତ ଯୁବତୀଙ୍କୁ ସମାଲୋଚନା କରିବା ଏବଂ ଭିଡିଓକୁ ଭାଇରାଲ କରିବାର ଦେଖି ଯୁବତୀ ଜଣଙ୍କ ଆଉ ଏକ ଭିଡିଓ କରି କ୍ଷମା ମାଗିଥିଲେ ଏବଂ ତାଙ୍କର ଏ ଭିଡିଓକୁ ସେୟାର କରିବାକୁ ମନା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.