Swastik Tv News Odisha

ଭାଇରାଲ ବୟ Santanu & Mousumi ଙ୍କ ନୂଆ ଗୀତ ” ପାଦର ପାଉଁଜି ତୋର “…. ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଏବେ ପୁଣି ଏକ ସୁନ୍ଦର୍ ଗୀତକୁ ନେଇ ଆସିଛନ୍ତି କୁନି ବାଳକ ତଥା ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି। ତାଙ୍କର ଏକ ଜବରଦସ୍ତ ଗୀତ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି, ବହୁତ୍ ଖୁସି ଲାଗୁଛି। ତେବେ ଏହି କୁନି ବାଳକ ଜଣଙ୍କ ଅନେକ ଗୁଡିଏ ଗୀତ ଗାଇ ସାରିଲେଣି। ଆଉ ତାଙ୍କର ସବୁ ଗୀତ ଏବେ ଯେମିତି ଏକ ଟ୍ରେଣ୍ଡରେ ରହିଛି। ଲୋକେ ଏସବୁ କୁ ଶୁଣିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି।

ଶାନ୍ତନୁଙ୍କ କୁନି ପାଟିରେ ସେ ଯେଉଁଭଳି ଭାବରେ ସୁମଧୁର ଗୀତ ସବୁ ଗାଉଛନ୍ତି, ସେସବୁ ହୃଦୟକୁ ଛୁଇଁଲା ଭଳି ହେଉଛି। ସମସ୍ତେ ତାଙ୍କର ପ୍ରତିଭା, ସ୍ୱରର ଟାଲେଣ୍ଟ କୁ ପ୍ରଶଂସା କରୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି। ବାସ୍ତବରେ ସଙ୍ଗୀତ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ସଦୃଶ ଅଟେ।ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ।ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।

ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି। ଏବେ ପୁଣି ଏକ ଗୀତରେ କଣ୍ଠ ଦେଇଛନ୍ତି ଶାନ୍ତନୁ।

ତାର ସୁମଧୁର ସ୍ଵରରେ କିପରି ଭାବରେ ସେ ଏହି ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି, ପାଦର ପାଉଁଜି ତୋର କହିଦିଏ କାନେ ମୋର।ସେ ଯେଉଁଭଳି ଭାବରେ ଏ ଗୀତକୁ ଷ୍ଟୁଡିଓ ରେ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ତାଙ୍କ ସହିତ ମୌସୁମୀ ଦାସ୍ ଏହି ଗୀତକୁ ଗାଇଛନ୍ତି। ତେବେ ଏହି ଗୀତର ମ୍ୟୁଜିକ ଦାସ୍ ବିଶ୍ୱଜିତ୍ ଦେଇଥିବା ବେଳେ ଲିରିକ୍ସ ଦେଇଛନ୍ତି ଏନ୍ ଲକ୍ଷ୍ମୀଧର ଏବଂ ଏହାର ପ୍ରଯୋଜକ ହେଉଛନ୍ତି ବାବୁଭାଇ। ଗୀତଟି ବହୁତ୍ ସୁନ୍ଦର୍ ହୋଇଛି ଏବଂ ଆପଣ ଶାନ୍ତନୁର ଏହି ସ୍ୱରକୁ ଶୁଣିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.