Swastik Tv News Odisha

ଓଃ କି ଡ୍ୟାନ୍ସ ! ପୁଣି ଭାଇରାଲ ହେଲା ଗାଉଁଲି ଝିଅର ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ଅନେକ ସମୟରେ ଅନେକ କିଛି ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ନୃତ୍ୟ ଏକ ଏମିତି କଳା ଯାହା ନିରସ ଜୀବନରେ ରସ ଏବଂ ଆନନ୍ଦ ଭରି ଦେଇଥାଏ। ନାଚ ଦେଖିଲେ ମନ ଭିତରେ ଏକ ଭିନ୍ନ ପୁଲକ ଭରି ଯାଇଥାଏ। ଅନେକ ସମୟରେ ଆମେ ଅନେକ କିଛି ଡାନ୍ସ ର ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥାଉ। ସେହିପରି ଆପଣ ତ ଅନେକ ଯୁବତୀ ବା ବାଳିକା ମାନଙ୍କର ଅନେକ ଡାନ୍ସ ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।

କାରଣ ଡାନ୍ସ ର ଯେଉଁ ଭିଡିଓ ହେଉଥାଉ ନା କାହିଁକି ତାହା ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ଭରି ରହିଥାଏ। ଡାନ୍ସ ଭିଡିଓ ଦେଖି ମନ ଝୁମି ଉଠିଥାଏ ଏବଂ ନୃତ୍ୟରେ ଏକ ଭିନ୍ନ ମନୋରଂଜନ ପୂର୍ଣ୍ଣ ଜିନିଷ ଦେଖିବାକୁ ମିଳିଥାଏ। ଯେ କୌଣସି ବି ଡାନ୍ସ ଭିଡିଓ ଯେତେବେଳେ ବି ସାମ୍ନାକୁ ଆସିଥାଏ ତାହା ବେଶ୍ ଆନନ୍ଦ ଦାୟକ ହୋଇଥାଏ ଏବଂ ମନୋରଞ୍ଜନ ପୂର୍ଣ୍ଣ ହୋଇଥାଏ ଦେଖିବାକୁ। ସେଥିପାଇଁ କେହି ନାଚୁ ଥିବାର ଭିଡିଓ ଦେଖିବାକୁ ଭଲ ଲାଗିଥାଏ। ସେହିପରି କିଛି ଜଣ ଅଳ୍ପ ବୟସର ଯୁବତୀ ମାନଙ୍କର ଏକ ଭିଡିଓ ଏବେ ଦେଖିବାକୁ ମିଳିଛି।ଏହା ଏକ ଏମିତି ଡାନ୍ସ ଭିଡିଓ ତାକୁ ଯିଏ ବି ଦେଖୁଛି ସେ ବେଶ୍ ଖୁସି ହେଉଛି।

ଆଉ ସେମାନଙ୍କର ଏହି ଭିଡିଓ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର କେତେ ଆକର୍ଷଣୀୟ ଏବଂ ମନଛୁଆଁ ଅଟେ। ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଯୁବପିଢି ଏବଂ ପିଲା ମାନଙ୍କର ଅନେକ ଭିଡିଓ ଦେଖି ପାରୁଥିବେ। ଯାହା ଦେଖି ଆପଣ ଖୁସି ବି ହେଉଥିବେ। ସେହିଭଳି ଏଠାରେ ଏହି ଭିଡିଓରେ ଏହି ବାଳିକା ମାନେ ପୁରା ଯୋସ୍ ରେ ତାଙ୍କର ନାଚକୁ ଦେଖାଇ ଚାଲିଛନ୍ତି। ସେମାନେ ଯେଉଁଭଳି ଭାବରେ ନୃତ୍ୟ କରୁଛନ୍ତି ତାହା ବାସ୍ତବରେ ଆକର୍ଷଣୀୟ ଅଟେ।

ତାଙ୍କ ମୁହଁରେ ଗୀତର ଭାବ ଏବଂ ଅନୁଭବ ଏବଂ ଅଙ୍ଗଭଙ୍ଗି ରେ ନୃତ୍ୟର କଳା ତାଙ୍କ ନାଚକୁ ଅଧିକ ଆକର୍ଷିତ କରୁଛି। ତେବେ ଏହି ଭିଡିଓ କୁ ଆପଣ ଥରେ ଦେଖିଲେ ଜାଣି ପାରିବେ ଯେ ଏହି ଡାନ୍ସ ଟି କେତେ ଜବରଦସ୍ତ ହୋଇଛି।ତେବେ ଏହି ଝିଅ ମାନେ ଏକ ନୂଆ ଓଡ଼ିଆ ଗୀତ, ହେ ଯିଶୁ ତୁମେ ମୋ ଜୀବନର ରାଜନ, ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି।ଏହି ଭିଡିଓକୁ ଏବେ ସୁଦ୍ଧା ଏକ କୋଟି ୮୦ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.