Swastik Tv News Odisha

ତେର ହଜାର ତେର ଶହ ତେର କିପରି ଲେଖିବା… ଏହି Math puzzles କୁ କରିବା ପାଇଁ ୯୯% ଲୋକ ଉତ୍ତର ଦେବାରେ ଫେଲ…

0

ବେଳେବେଳେ କିଛି ମଜାଦାର ପ୍ରଶ୍ନ ର ଉତ୍ତର ଦେବାକୁ ଆମେ ସକ୍ଷମ ହୋଇ ନଥାଉ। ଏଭଳି ପ୍ରଶ୍ନ କେତେବେଳେ କୌତୁକିଆ ହୋଇଥାଏ ତ ପୁଣି କେତେବେଳେ ଢଗ ଢମାଳି ଭଳି ହୋଇଥାଏ। ବେଳେବେଳେ ଏସବୁ ପ୍ରଶ୍ନ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହେଲେ ବି ପାଇଥାଉ। ତେବେ ଏହି ସମୟରେ ଆମକୁ କିଛି ପ୍ରଶ୍ନର ଉତ୍ତର ଆସିଥାଏ ତ ପୁଣି ଆଉ କିଛି ପ୍ରଶ୍ନର ଉତ୍ତର ଆମେ ଦେବାକୁ ସକ୍ଷମ ହୋଇ ପାରି ନଥାଉ। ତେବେ ଯଦି ଆପଣ କୌଣସି ଇଣ୍ଟାରଭ୍ୟୁ ର ସମ୍ମୁଖୀନ ହୋଇଥିବେ ତେବେ ନିଶ୍ଚିତ ଏହି ସମୟର ସ୍ଥିତି କିପରି ଥାଏ ସେ ବିଷୟରେ ଜାଣିଥିବେ। ଏହି ସମୟରେ ଅନେକ ପରୀକ୍ଷାର୍ଥୀ ବିଚଳିତ ହୋଇ ପଡିଥାନ୍ତି।

ସେଠାରେ କିଛି କିଛି ପ୍ରଶ୍ନ ଏମିତି ପଚରା ଯାଇଥାଏ ଯେ ଯାହାର ଉତ୍ତର ମଜାଳିଆ ହୋଇଥାଏ ଏବଂ ଏହା ଡବଲ ମିନିଙ୍ଗ ଭଳି ହୋଇଥାଏ।କିନ୍ତୁ ଏହାକୁ ଆପଣଙ୍କୁ ସକାରାତ୍ମକ ଢଙ୍ଗରେ ଦେବାକୁ ପଡ଼ିଥାଏ। ସାଧାରଣତଃ ଏହିଭଳି ପ୍ରଶ୍ନରେ ପରୀକ୍ଷାର୍ଥୀ ସାମାନ୍ଯ ବିଚଳିତ ହୋଇଥାନ୍ତି ଏବଂ ସେମାନଙ୍କ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ପାରି ନଥାନ୍ତି। ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଯାହାକୁ ପ୍ରାୟତଃ ୯୯ ପ୍ରତିଶତ ସଠିକ୍ ଉତ୍ତର ଦେବାରେ ବିଫଳ ହୋଇଥାନ୍ତି।

ପ୍ରଶ୍ନ ୧) ଯଦି ୫ ଟି ଠେକୁଆ ୫ ମିନିଟ୍ ରେ ୫ ଟି ସେଓ ଖାଇ ପାରନ୍ତି, ତେବେ ୧୦ ଟି ଠେକୁଆ ୧୦ ମିନିଟ୍ ରେ କେତୋଟି ସେଓ ଖାଇବେ?
ଉତ୍ତର- ୨୦ ଟି ସେଓ।

ପ୍ରଶ୍ନ ୨) ଯଦି ଗୋଟିଏ ହଲ୍ ରେ ୧୦୦ ଟି ଗୋଡ଼ ଅଛି ଏବଂ ୭୨ ଟି ଆଖି ଅଛି, ତେବେ ସେହି ହଲ୍ ରେ କେତୋଟି ହାତି ଓ କୁକୁଡ଼ା ଅଛନ୍ତି?
ଉତ୍ତର- ହାତୀ ୧୪ ଟି ଏବଂ କୁକୁଡ଼ା ୨୨ ଟି।

ପ୍ରଶ୍ନ ୩) କିଏ ପାଣିରେ କଣା ଖୋଜିଥାଏ?
ଉତ୍ତର- ପମ୍ପଚର୍ ବନାଇବା ବାଲା।

ପ୍ରଶ୍ନ ୪) ଝିଅ ମାନଙ୍କର ଏମିତି କେଉଁ ଜିନିଷକୁ ଛୁଇଁ ହୁଏ ନାହିଁ। ଆଉ ଯିଏ ଛୁଇଁ ଦିଏ, ଝିଅ ତାର ହୋଇଯାଏ?
ଉତ୍ତର- ଝିଅର ହୃଦୟ।

ପ୍ରଶ୍ନ ୫) ଏମିତି ଏକ ଶବ୍ଦ କୁହନ୍ତୁ ଯାହା ଏକ ଫଳ ର ନାମ ଅଟେ, ଗୋଟିଏ ଝିଅ ର ନାମ ଅଟେ ଏବଂ ଗୋଟିଏ ରଙ୍ଗ ର ନାମ ମଧ୍ଯ ଅଟେ।
ଉତ୍ତର- ଏହାର ସଠିକ୍ ଉତ୍ତର ହେଉଛି କମଳା।

ପ୍ରଶ୍ନ ୬) ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହି ବି ସ୍ପର୍ଶ କରି ପାରନ୍ତି ନାହିଁ।
ଉତ୍ତର- ସେମାନଙ୍କ ସଂସ୍କାର ଏବଂ ସମ୍ମାନ।

ପ୍ରଶ୍ନ ୭) ତେର ହଜାର ତେର ଶହ ତେର କିପରି ଲେଖିବା?
ଉତ୍ତର- ଏକକ,ଦଶକ, ଶତକ, ହଜାର…. ଏହିଭଳି କରି ଆପଣ ଏହାକୁ ଲେଖି ପାରିବେ।ଏହି ଭିଡିଓ ଦେଖିଲେ ଆପଣ ଏହାର ଲେଖିବାର ଟ୍ରିକ ଜାଣି ପାରିବେ ଏବଂ ଯେତେ ବଡ ସଂଖ୍ୟା ହେଲେ ବି ଲେଖିବାକୁ ଅସୁବିଧା ହେବନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.