Swastik Tv News Odisha

ହନୁମାନଙ୍କ ଶକ୍ତିଶାଳୀ ମନ୍ତ୍ର… ଶୋଇବା ପୁର୍ବରୁ ଜପନ୍ତୁ ଏହି ମନ୍ତ୍ର ଯାହା ମାଗିବେ ତାହା ପାଇବେ – Sadhu Bani

0

ବିଶେଷ ରୂପେ ମଙ୍ଗଳବାର ଦିନ ହନୁମାନ ଙ୍କ ଉପାସନାର ମୁଖ୍ୟ ଦିନ ବୋଲି ମନାଯାଏ । ମଙ୍ଗଳବାର ହନୁମାନଙ୍କର ପ୍ରିୟବାର ଅଟେ , ମଙ୍ଗଳବାରକୁ ସ୍ୱାମୀ ମଙ୍ଗଳ ଗ୍ରହ ତଥା ଏହାକୁ ହୋମବାର ମଧ୍ୟ କୁହାଯାଏ । କାହା ଉପରେ ହନୁମାନଙ୍କ କୃପା ହୋଇଯାଏ ସଙ୍କଟମୋଚନ ତାର ସବୁ ଦୁଃଖ ସଙ୍କଟର ଅନ୍ତକରି ତାର ସମସ୍ତ ମନସ୍କାମନା ପୂରା କରନ୍ତି । ମଙ୍ଗଳବାର ହନୁମାନଙ୍କର ପ୍ରିୟ ବାର ଅଟେ , ଏଥିପାଇଁ ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ଥାଏ । ତ ଜ୍ୟୋତିଷଶାସ୍ତ୍ର ଅନୁସାରେ କୁହାଯାଏ କି ଆପଣଙ୍କୁ ମଙ୍ଗଳବାର ଦିନ ଶ୍ରୀ ହନୁମାନ ଜୀଙ୍କ ର ବିଶେଷ ପୂଜା କରିବା ଉଚିତ୍ ।

ହନୁମାନ ଚାଳିଶା ପାଠ କରିବା ଉଚିତ୍ , ପୂରା ଶ୍ରଦ୍ଦା , ଭକ୍ତି , ବିଶ୍ୱାସ ସହିତ ବ୍ରତ ଉପବାସ କରିବା ଉଚିତ । ମଙ୍ଗଳବାର ଦିନ ଉପବାସ କରିବା ଦ୍ୱାରା ଜାତକରେ ମଙ୍ଗଳ ଗ୍ରହର ସ୍ଥିତି ମଜବୁତ ହୁଏ । ହନୁମାନଙ୍କୁ ଜାମିନୀ ତେଲ ବହୁତ ପ୍ରିୟ ଅଟେ ଏଥିପାଇଁ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ତାଙ୍କୁ ଯାମିନୀ ତେଲ ଚଢାନ୍ତୁ । ଆପଣଙ୍କ ଜାତକରେ ମଙ୍ଗଳ ଦୋଷର କୁପ୍ରଭାବ କମ ହୋଇଥାଏ , ତା ସହିତ ହନୁମାନଙ୍କର କୃପା ପ୍ରାପ୍ତ ହୋଇଥାଏ । ହନୁମାନଙ୍କୁ ପ୍ରସାଦରେ ଗୁଡ ଚିନି ସହିତ ପାନ ମଧ୍ୟ ଚଢାନ୍ତୁ ।

ଲାଲ କିମ୍ୱା କେଶରୀ ରଙ୍ଗ ହନୁମାନଙ୍କର ପସନ୍ଦ , ତା ସହିତ ଏହାର ସମ୍ୱନ୍ଧ ମଙ୍ଗଳଗ୍ରହ ସହିତ ସମ୍ୱନ୍ଧିତ । ମଙ୍ଗଳବାର ଦିନ ବିଶେଷ ରୂପେ ଲାଲ ରଙ୍ଗ ଧାରଣ କରିବା ଉଚିତ୍ ଏବଂ ଲାଲ ରଙ୍ଗର ବସ୍ତୁ ଦାନ କରିବା ଉଚିତ୍ । ଲାଲ କପଡା ବା ମଶୁରୀ ଜାଇର ଦାନ କରିବାକୁ ଶୁଭ ମାନାଯାଏ , ଏହା ମାନସିକ ଚିନ୍ତାକୁ ଦୂର କରିଥାଏ । ମଙ୍ଗଳଦୋଷ କାରଣରୁ ବୈବାହିକ ଜୀବନରେ ଆସୁଥିବା ସମସ୍ୟାକୁ କମ କରିଥାଏ । ହନୁମାନ ମନ୍ଦିରକୁ ଯାଇ ଲାଲ ରଙ୍ଗର ଫୁଲ ଚଢାନ୍ତୁ , ଏଥିଦ୍ୱାରା ଆପଣଙ୍କୁ ହନୁମାନଙ୍କର କୃପା ପ୍ରାପ୍ତ ହେବ ।

ମଙ୍ଗଳ ଗ୍ରହ ର କୁଦୃଷ୍ଟି ଜମି ସମ୍ୱନ୍ଧିତ କାର୍ଯ୍ୟରେ ବିଶେଷ ପ୍ରଭାବ ପକାଇଥାଏ । ଏହି ଦୁପ୍ରଭାବକୁ କମ କରିବା ପାଇଁ ହନୁମାନ ଜିଙ୍କର ସରଣ ନିଅନ୍ତୁ , ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ସହିତ କେଶରୀ ରଙ୍ଗର ଫୁଲ ଚଢାନ୍ତୁ । ଏହି ଉପାୟରେ ଦୁପ୍ରଭାବକୁ କମ କରି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.