Swastik Tv News Odisha

ନିଜ ଜନ୍ମ ତାରିଖରୁ ଜାଣନ୍ତୁ ନିଜ ବିବାହ ବିଷୟରେ… ଆରେଞ୍ଚ ମ୍ୟାରେଜ ହେବ ନା ଲଭ ମ୍ୟାରେଜ ଦେଖନ୍ତୁ

0

ପ୍ରତ୍ୟେକ ପୁଅ ବା ଝଅ ମାନଙ୍କୁ ଜାଣିବା ପାଇଁ ଇଚ୍ଛା ଥାଏ ଯେ ସେମାନଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ । ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଫରମଲା ବିଷୟରେ ଜଣେଇବୁ ଯାହା ସାହାର୍ଯ୍ୟରେ ଆପଣ ଜାଣିପାରିବେ କି ଆପଣଙ୍କର ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ । ଲଭ ମ୍ୟାରେଜ ହେଉ ବା ଆରେଞ୍ଜ ମ୍ୟାରେଜ ଅଙ୍କ ଜ୍ୟେତିଷରେ ଆପଣଙ୍କ ଜନ୍ମ ତାରିଖର ଅଙ୍କକୁ ଯୋଡି ମୂଲ୍ୟାଙ୍କ ବାହାର କରନ୍ତୁ ।

1 . ମୂଲ୍ୟାଙ୍କ 1 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 1, 10 , 19 କିମ୍ୱା 28 ତାରିଖରେ ହୋଇଛି ଏମାନଙ୍କ ମୂଲ୍ୟାଙ୍କ 1 ଅଟେ । ଏହା ସୂର୍ଯ୍ୟଙ୍କ ଅଙ୍କ ଅଟେ , ମୂଲ୍ୟାଙ୍କ 1 ର ଲୋକ ବହୁତ ଲାଜୁଆ ହୋଇଥାନ୍ତି । ଏମିତିରେ ଏହି ଲୋକମାନେ ପ୍ରେମ ପାଇଁ କେବେହେଲେ ଝଗଡା କରନ୍ତି ନାହିଁ , ଏମାନେ ଲଭ ତ କରିଥାନ୍ତି ମାତ୍ର ତାଙ୍କର ଲାଜୁଆ ସ୍ୱଭାବ ଯୋଗୁଁ ଏମାନଙ୍କର ଲଭ ମ୍ୟାରେଜ ହେବା ଅସମ୍ଭବ ହୋଇପଡେ । ତେଣୁ ଏମାନେ ଆରେଞ୍ଜ ମ୍ୟାରେଜ ହିଁ କରିଥାନ୍ତି ।

2. ମୂଲ୍ୟାଙ୍କ 2 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 2 , 11, 20 କିମ୍ୱା 29 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 2 ଅଟେ । ମୂଲ୍ୟାଙ୍କ 2 ଏହା ଚନ୍ଦ୍ରମାଙ୍କ ଅଙ୍କ ଅଟେ , ଏହି ମାନଙ୍କୁ ପ୍ରେମ ଧୀରେ ଧୀରେ ହୋଇଥାଏ କିନ୍ତୁ ଲଭ ମାମଲାରେ ଏମାନେ ବହୁତ ଇମସନାଲ ଥାନ୍ତି । ଏମାନଙ୍କୁ କାହା ସହ ଲଭ ହୋଇଯାଏ ତ ଏମାନେ ଲଭମ୍ୟାରେଜ କରିକି ହିଁ ମାନିଥାନ୍ତି ।

3. ମୂଲ୍ୟାଙ୍କ 3 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 3, 12 , 21 କିମ୍ୱା 30 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 3 ଅଟେ । ମୂଲ୍ୟାଙ୍କ 3 ଏହା ଗୁରୁଙ୍କ ଅଙ୍କ ଅଟେ , ମୂଲ୍ୟାଙ୍କ 3 ଲୋକମାନେ ଲଭ ମ୍ୟାରେଜ କରିକି ହିଁ ସଫଳତା ହୋଇଥାନ୍ତି । ଏମାନେ ନିଜ ଲଭ କୁ ମ୍ୟାରେଜ ଯାଏ ନେବା ପାଇଁ କାହାର ସାହାର୍ଯ୍ୟ ଚାହିଁଥାନ୍ତି ଏବଂ ଏମାନଙ୍କର ବୈବାହିକ ଜୀବନ ସଫଳ ହୋଇଥାଏ ।

4. ମୂଲ୍ୟାଙ୍କ 4 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 4 , 13 , 22 କିମ୍ୱା 31 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 4 ଅଟେ । ଏମାନେ ବହୁତ ଜଣଙ୍କୁ ଲଭ କରିଥାନ୍ତି ଏହି କାରଣରୁ ଏମାନେ ପ୍ରେମ ବିବାହ ପ୍ରତି ଗମ୍ଭୀର ହୋଇ ନଥାନ୍ତି । ତେଣୁ ଏମାନଙ୍କର ଲଭ ମ୍ୟାରେଜ କରିବା ସମ୍ଭାବନା କମ ଥାଏ ।

5 . ମୂଲ୍ୟାଙ୍କ 5 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 5, 14 , 23 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 5 ଅଟେ । ଏମାନଙ୍କର ବାହାଘର ପରିବାରର ସହମତିରେ ହୋଇଥାଏ କିନ୍ତୁ ଏମାନଙ୍କ ଜାତକରେ ପ୍ରେମ ବିବାହର ଯୋଗ ଥାଏ ।

6. ମୂଲ୍ୟାଙ୍କ 6 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 6, 15, 24 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 6 ଅଟେ । ଏମାନେ ଅଧିକାଂଶ ଲଭ ମ୍ୟାରେଜ ହିଁ କରିଥାନ୍ତି ।

7. ମୂଲ୍ୟାଙ୍କ 7 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 7, 16 , 25 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 7 ଅଟେ । ଏହି ଲୋକମାନେ ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି । ଏମାନେ ଲଭ ମ୍ୟାରେଜ କରିବାକୁ ତ ଚାହିଁଥାନ୍ତି କିନ୍ତୁ ପ୍ରେମରେ ବି ଲାଭ ହାନୀ ବିଷୟରେ ବର୍ଣ୍ଣନା କରିବା କ୍ଷତି ପହଞ୍ଚାଇଥାଏ ।

8. ମୂଲ୍ୟାଙ୍କ 8 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 8, 17 , 26 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 8 ଅଟେ । ଏମାନଙ୍କୁ କମ ଲଭ ହୋଇଥାଏ , ଯାହାକୁ ବି ଲଭ କରନ୍ତି ମରିବା ଯାଏ ତାଙ୍କ ସାଥୀ ଛାଡନ୍ତି ନାହିଁ ।

9. ମୂଲ୍ୟାଙ୍କ 9 :-

ଯେଉଁ ମାନଙ୍କର ଜନ୍ମ କେଉଁ ବି ମାସର 9 , 16 କିମ୍ୱା 27 ତାରିଖରେ ହୋଇଛି ସେମାନଙ୍କ ମୂଲ୍ୟାଙ୍କ 9 ଅଟେ । ଏମାନେ ଲଭ ମ୍ୟାରେଜ କରନ୍ତୁ ବା ଆରେଞ୍ଜ ମ୍ୟାରେଜ ବୈବାହିକ ଜୀବନ ଖୁସୀରେ କଟିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.