Swastik Tv News Odisha

ଭାଇରାଲ ବୟ ଶାନ୍ତନୁ ଏବଂ ରୀତିକା ଙ୍କର Unbeliveable Performance ଦେଖି ନମିତା ଅଗ୍ରୱାଲ ବି ହେଲେ ଦିୱାନା… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସିଦ୍ଧାର୍ଥ ଟିଭି ଚ୍ୟାନେଲ ସବୁବେଳେ କିଛି ନା କିଛି ନୂଆ ପ୍ରୟାସ କରି ଚାଲିଛି ଦର୍ଶକ ମାନଙ୍କୁ ମନୋରଂଜନ ର ସୁରାକ ଯୋଗାଇ ଦେବା ପାଇଁ ଏବଂ ଅନେକ ସଂଖ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ। ସେଥିପାଇଁ ଏଥର ହୋଲି ରେ ହୋଲିକୁ ଆହୁରି ଅଧିକ ରଙ୍ଗିନ ଏବଂ ମଜାଦାର କରିବା ପାଇଁ ସିଦ୍ଧାର୍ଥ ଟିଭି ଚ୍ୟାନେଲ ପକ୍ଷରୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା ଯାହାର ନାମ ହେଉଛି ଏଥର ହୋଲି ମ୍ୟୁଜିକାଲି। ଏହି କାର୍ଯ୍ୟକ୍ରମ ବହୁତ୍ ସୁନ୍ଦର୍ ଭାବରେ ସମସ୍ତଙ୍କୁ ମନୋରଂଜନ ଦେବା ଭଳି ହୋଇଥିଲା ସୁରିଲା ଗାୟକ ଓ ଗାୟିକା ମାନଂକର ସୁମଧୁର ସ୍ଵରରେ।

ତେବେ ଏହି କାର୍ଯ୍ୟକ୍ରମ ଯେଉଁଭଳି ଭାବରେ ରଙ୍ଗିନ ଏବଂ ସୂରିଲା ହୋଇଥିଲା ଜଣାଶୁଣା ଗାୟକ ଗାୟିକା ମାନଙ୍କ ଦ୍ଵାରା ସେହିପରି ଅଧିକ ଆକର୍ଷଣୀୟ ହୋଇଥିଲା ଓଡ଼ିଶାର ନୂଆ ସ୍ୱର ଶୋ ର କୁନି ପ୍ରତିଭା ଶାନ୍ତନୁ ଏବଂ ରିତିକାଙ୍କ ଉପସ୍ଥିତି।
ଆପଣ ଦେଖିବାକୁ ପାଉଥିବେ ଷ୍ଟୁଡିଓ ରାଉଣ୍ଡ ରୁ ଏହି ପିଲା ଦୁଇଟି କିପରି ଭାବରେ ତାଙ୍କର ଜଲୱା ଦେଖାଇ ଆସୁଛନ୍ତି।ଆଉ ତାଙ୍କର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଅଗଣିତ ଶ୍ରୋତା ମାନେ। ତେଣୁ ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଏବଂ କୁନି ଝିଅ ରିତିକା ଙ୍କୁ।ତେବେ ସେମାନେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି।

ଆଉ ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତ ଶ୍ରୋତା ଏବଂ ଦର୍ଶକ। ତେବେ ଆପଣ ଦେଖିଥିବେ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ସେମାନଙ୍କ କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି ଦୁଇ କୁନି ଗାୟକ ଓ ଗାୟିକା ଯେଉଁ ଭଳି ଭାବରେ ତାଙ୍କର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛନ୍ତି ତାହା ଆପଣ ପିଲା ଦୁଇଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାଙ୍କର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେମାନେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି ସାରା ଓଡ଼ିଶା ରେ। ତାଙ୍କୁ କିଏ ବା ନଜାଣେ। ସୋସିଆଲ ମିଡିଆରେ ଯେମିତି ସେମାନେ ଦୁଇଜଣ ଛାଇ ହୋଇ ଯାଇଛନ୍ତି।

ତେବେ ଆପଣ ସେମାନଙ୍କ ପ୍ରଦର୍ଶନ ଦେଖି ନିଶ୍ଚିତ ଉପଭୋଗ କରୁଥିବେ। ଏଥର ହୋଲି ମ୍ୟୁଜିକାଲି କାର୍ଯ୍ୟକ୍ରମରେ ସେମାନଙ୍କ ଡାନ୍ସ ଏବଂ ମଜାଦାର ପ୍ରଦର୍ଶନ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଛି।ଏହି କାର୍ଯ୍ୟକ୍ରମରେ ଏକ ଦେଖିବାକୁ ମିଳିଛି ଯେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ଏବଂ ଭାଇରାଲ ଗାର୍ଲ୍ ରିତିକା ଏହି ଷ୍ଟେଜ ରେ ଗୀତ ଗାଉଥିବା ଗାୟକ,ଗାୟିକା ମାନଙ୍କ ସହିତ ଷ୍ଟେଜ ରେ କମେଡି କରୁଛନ୍ତି ଏବଂ ଜବରଦସ୍ତ ଡାନ୍ସ କରୁଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ କୁ ଆପଣ ନିଶ୍ଚିତ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.