Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : Jawan ଙ୍କ ଏହି ମହାନତାକୁ ଦେଖିଲେ ଆପଣ ବି କରିବେ ପ୍ରଶଂସା… ଏବେ ସୁଦ୍ଧା 96 କୋଟି ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ଜାଣି ପାରୁଥିବେ ଦିନକୁ ଦିନ ଦୁନିଆରେ ଲୋକଙ୍କ ହାବ ଭାବରେ କିପରି ପରିବର୍ତ୍ତନ ଦେଖିବାକୁ ମିଳୁଛି। କେତେ ବଦଳି ଯାଇଛି ଆଜିର ମଣିଷ। ତା ନିକଟରେ ଆଉ ଆଗ ଭଳି ଭାଇଚାରା ବି ନାହିଁ କି ଅନ୍ୟକୁ ସହାନୁଭୂତି ଦେଖାଇବା ପାଇଁ ଆଗ୍ରହ କି ଇଚ୍ଛା ବି ନାହିଁ। ଧୀରେ ଧୀରେ ବହୁତ୍ ନିର୍ଦ୍ଦୟ ହୋଇ ପଡୁଛି ଆଜିର ମଣିଷ। ଯେମିତି ତା ପାଖରେ ଦୟାଭାବ ବୋଲି କିଛି ନାହିଁ। ହିଂସା, ମାରପିଟ୍, ଆତଙ୍କରାଜ ଆଦି ଭିତରେ ଯେମିତି ଏକ ପ୍ରକାର ଅଭ୍ୟସ୍ତ ହେଇ ପଡ଼ିଛି ଆଜିର ମନିଷ। ତେଣୁ ଏକ ପ୍ରକାର ଅପ୍ରୀତିକର ସ୍ଥିତି ଏବଂ ଅସ୍ଥିରତା ଦେଇ ସାଧାରଣ ମଣିଷକୁ ଏବେ ଦିନ କାଟିବାକୁ ପଡ଼ୁଛି କହିଲେ ଚଳେ।

କାରଣ ଏହି ସମାଜରେ କାହା ପାଖରୁ ବିନା ସ୍ୱାର୍ଥରେ ସାହାଯ୍ୟ ଆଶା କରିବା ଯେପରି କାଠିକର ପାଠ ହୋଇ ଗଲାଣି। ତେଣୁ ସ୍ୱାର୍ଥପୂର୍ଣ୍ଣ ଏହି ମଣିଷ ସମାଜରେ ସ୍ବାର୍ଥ ସରିଗଲେ କେହି କାହାକୁ ଚିହ୍ନନ୍ତି ନାହିଁ।ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। କାହା ପ୍ରତି କାହାର ବି ଯେମିତି ଦୟାଭାବ କି ଉଦାରତା ଆଉ ନାହିଁ। ତେବେ ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। କିନ୍ତୁ ଏସବୁ ପରେ ବି କିଛି ଉଦାର ଏବଂ ମାନବିକତା ଥିବା ଲୋକେ ଆଜିର ଦୁନିଆରେ ଅଛନ୍ତି।

ଯେଉଁ ମାନଙ୍କର ମହାନତା ପାଇଁ ଏବଂ ଭଲ କାମ ପାଇଁ ଦୁନିଆ ଚାଲିଛି। ଆମେ ଏକଥା ଏଥିପାଇଁ କହୁଛୁ ଯେ ନିକଟରେ ଏକ ଘଟଣା ଘଟିଥିଲା ଯେଉଁ ଘଟଣାରେ ରାସ୍ତା କଡ଼ରେ ଜଣେ ଯୁବତୀ ଗାଡ଼ିରେ ସମସ୍ୟା ଦେଖାଦେବା କାରଣରୁ ଛିଡା ହୋଇ ଥିବାର ଦେଖା ଯାଉଥିଲା। ଯୁବତୀ ଜଣଙ୍କ ମଝି ରାସ୍ତାରେ ଗାଡ଼ି ଖରାପ୍ ହୋଇଥିବାରୁ ବ୍ୟସ୍ତ ହୋଇ ତାଙ୍କର ଜଣେ ସାଙ୍ଗକୁ ଫୋନ୍ କରୁଥିଲେ। ଏହାପରେ ଜଣେ ଯବାନ ସେହି ରାସ୍ତା ଦେଇ ଯାଉଥିବା ସମୟରେ ଯୁବତୀଙ୍କ ସମସ୍ୟାକୁ ଦେଖି ଛିଡା ହୋଇ ତାଙ୍କୁ ତାଙ୍କ ସମସ୍ୟା ପଚାରିଲେ। ତାପରେ ଗାଡ଼ି ଷ୍ଟାର୍ଟ କରିବାକୁ ଚେଷ୍ଟା କଲେ କିନ୍ତୁ ଏହା ହୋଇ ନଥିଲା। ବହୁତ୍ ଚେଷ୍ଟା ପରେ ସେ ଜାଣିବାକୁ ପାଇଲେ ଗାଡ଼ିରେ ପେଟ୍ରୋଲ ସରି ଯାଇଛି।

ଏହାପରେ ସେ ଏକ ବୋତଲ କୁ ଆଣି ତାଙ୍କ ଗାଡିରୁ ପେଟ୍ରୋଲ ବାହାର କରି ଯୁବତୀଙ୍କ ଗାଡ଼ିରେ ପକାଇଲେ ଏବଂ ଗାଡ଼ି ଷ୍ଟାର୍ଟ କଲେ। କିଛି ସମୟ ପରେ ଗାଡ଼ି ଷ୍ଟାର୍ଟ ହେବାରୁ ଯୁବତୀ ଜଣଙ୍କ ଏଥିରେ ଖୁସି ହୋଇ ଜବାନ ଜଣଙ୍କୁ ଧନ୍ୟବାଦ ଦେଇ ସେଠାରୁ ପଳାଇ ଗଲେ। ତେବେ ଏହି ଘଟଣାରେ ଯବାନ ଜଣଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଆପଣ ଏହି ଭିଡିଓ କୁ ଦେଖିଲେ ଜବାନ୍ ଙ୍କ ଏହି ମାନବିକତା ପୂର୍ଣ୍ଣ କାର୍ଯ୍ୟକୁ ନିଶ୍ଚିତ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.