Swastik Tv News Odisha

OMG ! ଅବିକଳ ମଣିଷ ପରି କଥା ହେଉଛି ଆଉ ଡ୍ୟାନ୍ସ ମଧ୍ୟ କରୁଛି ଏହି Cute ଶୁଆ ( parrot )…..ଟିକେ ଶୁଣନ୍ତୁ ବିଶ୍ବାସ ନହେଲେ ବି ସତ…. ଦେଖନ୍ତୁ Video

0

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ। ଏଠାରେ ଏକ ଶୁଆ ର ମଧୁର ଗୀତ ଏବଂ ନାଚକୁ ଦେଖିବାକୁ ମିଳିଛି। ଆପଣ ଜାଣିଛନ୍ତି ଜୀବଜନ୍ତୁ ମାନେ ହେଉଛନ୍ତି ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ବିଶେଷ। ସେମାନଙ୍କୁ ନେଇ ଏହି ମାନବ ସମାଜ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ନିଜର ସ୍ଥିତି କୁ ବଜାୟ ରଖି ପାରିଛି ଜୀବ ଜଗତରେ।ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି।

ସେମାନଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।ଅନେକ ଲୋକ ଜୀବ ମାନଙ୍କ ପ୍ରତି ବେଶ୍ ଉଦାରତା ମନୋଭାବ ପୋଷଣ କରନ୍ତି ଏବଂ ସେମାନଙ୍କ ପ୍ରତୀ ସେମାନଙ୍କ ଉଦାରତା ଏବଂ ଦୟାଭାବ ଦେଖାଇ ଥାଆନ୍ତି। ପଶୁ ପକ୍ଷୀ ମାନଙ୍କୁ ତାଲିମ ଦିଅନ୍ତି ଏବଂ ସେମାନଙ୍କୁ ପୋଷା ମନେଇ ରଖନ୍ତି। ଆମେ ଏକଥା ଏଥିପାଇଁ କହୁଛୁ କାରଣ ଏକ ଶୁଆ ର ଏକ ସୁନ୍ଦର୍ ଦୃଶ୍ୟର ଭିଡିଓ ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ। ଏଠାରେ ଏହି ଭିଡିଓ ରେ ଯେଉଁ ଶୁଆଟି ରହିଛି ତାହା ବହୁତ୍ ସୁନ୍ଦର ରଙ୍ଗର ଶୁଆ ଟିଏ।

ଯାହାକୁ ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ। ଆପଣ ସାଧାରଣତଃ ସବୁଜ ରଙ୍ଗର ସୁନ୍ଦର୍ ସୁନ୍ଦର୍ ଶୁଆ ଗୁଡିକ ଅନେକ ସ୍ଥାନରେ ଦେଖିବାକୁ ପାଉଥିବେ। କିନ୍ତୁ ଏଠାରେ ଯେଉଁ ଶୁଆଟି ରହିଛି ତାହା ସବୁଜ ରଙ୍ଗର ନୁହେଁ ବରଂ ଭିନ୍ନ ରଙ୍ଗର।ଏହି ରଙ୍ଗର ଶୁଆ ବହୁତ୍ କମ୍ ଦେଖିବାକୁ ମିଳିଥାଏ। ଏଠାରେ ଶୁଆଟି କେଡେ ସୁନ୍ଦର୍ ଭାବରେ ସ୍ୱର ବାହାର କରୁଛି ତାର କଣ୍ଠରୁ ତାକୁ ଥରେ ଶୁଣନ୍ତୁ। ଏହାସହ ସେ ନାଚ ମଧ୍ୟ କରୁଛି, ପାଦ କୁ ଥାପି ଥାପି କରି ପକାଉଛି। ତାକୁ ଥରେ ଶୁଣିଲେ ଆପଣ ଜାଣି ପାରିବେ ଯେ କେତେ ସୁନ୍ଦର୍ ତାର ଏହି ସ୍ୱର। ଧିରେ ଧିରେ ହଲି ହଲି ସେ ଯେମିତି ଗୀତ ଗାଉଛି।

ଆଉ ଦୋହଲି ଦୋହଲି ଆସ୍ତେ ଆସ୍ତେ ନାଚ ବି କରୁଛି ଏହି ସୁନ୍ଦର୍ ଶୁଆଟି। ଏ ଦୃଶ୍ୟ ଯେତିକି ମନୋରମ ସେତିକି ହୃଦୟ ସ୍ପର୍ଶିି ଅଟେ। ଆପଣ ଏହି ଦୃଶ୍ୟକୁ ଦେଖିଲେ ନିଶ୍ଚୟ ଖୁସି ହେବେ ଏବଂ ଏହାକୁ ନିଶ୍ଚିତ ଉପଭୋଗ କରିବେ।ଏହି ଭିଡିଓ ଟିକୁ ଲୋକେ ବହୁତ୍ ମାତ୍ରାରେ ପସନ୍ଦ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ସେୟାର ବି କରୁ ଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.